Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Health
News related to complete physical, mental and social well-being
ଯିଏ ଯେତେ ଅଧିକ ସମୟ ‘ରିଲ୍’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହେଉଛି
ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ। ସେଇ ବର୍ଗର ଲୋକମାନେ ଶୋଇବା ସମୟରେ ‘ରିଲ୍’ ଦେଖିବା ଏବଂ…
ଚିଆ ସିଡ୍ସ ଏବଂ ଲେମ୍ବୁ ପାଣି ପିଇବାର ଫାଇଦା
ଚିଆ ସିଡ୍ସ ଓ ଲେମ୍ବୁ ରସ ଖୁବ୍ ଉପକାରୀ। ଓଜନ ହ୍ରାସ କ୍ଷେତ୍ରରେ ଉଭୟଙ୍କ ଅବଦାନ ଅତୁଳନୀୟ। ଚିଆ ସିଡ୍ସ ଏବଂ ଲେମ୍ବୁ ମିଶ୍ରଣ ଶରୀର ପାଇଁ ଏକ ସୁପରଫୁଡ୍ ଭାବରେ କାର୍ଯ୍ୟ କରେ। ଏହି ଦୁଇଟି ସାମଗ୍ରୀକୁ ଏକାଠି ପିଇବା ଦ୍ୱାରା ଏହାର ପୋଷକ ତତ୍ତ୍ୱ ବହୁଗୁଣିତ ହୋଇଯାଏ। ଓଜନ ହ୍ରାସ ସହ ଆଉ କି କି…
ମାତ୍ରାଧିକ ଆଖି ମଳିବା ଦ୍ବାରା ସଂକ୍ରମଣ ଓ ଦୃଷ୍ଟିଶକ୍ତିର ଦୀର୍ଘକାଳୀନ କ୍ଷତିସାଧନର ଆଶଙ୍କା ରହିଛି
ବେଳେବେଳେ କ୍ଳାନ୍ତ ଥିଲେ କି ଚିନ୍ତିତ ଥିଲେ କି ଆଖିପତା କୁଣ୍ଡାଇ ହେଲେ, ଆମେ ଆଖି ମଳିଥାଉ। ଏହାକୁ ଏକ ବିପଦମୁକ୍ତ ଅଭ୍ୟାସ ବୋଲି ଆମେ ବିଚାରିଥାଉ। ମାତ୍ର ଏଭଳି ସାଧାରଣ କ୍ରିୟା ଯେ ଆଖିକୁ ସାମୟିକ ଆଶ୍ବସ୍ତି ଦେବା ବଦଳରେ ଆଖିର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ହୋଇପାରେ, ତାହା ଚକ୍ଷୁ…
ଔଷଧ ଭଳି କାମ କରେ କଦଳୀ ଚୋପା
କଦଳୀ ଖାଇ ସାରିବା ପରେ କିମ୍ବା ପୂଜାରେ ଭୋଗ ଲଗେଇ ସାରିବା ପରେ ଆମେ କଦଳୀ ଚୋପାକୁ ଫିଙ୍ଗି ଦେଇଥାଉ । ଅନେକ ଲୋକ ଏମିତି କରନ୍ତି । ଏହା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ହେଲେ ଆପଣ ଜାଣନ୍ତି କି କଦଳୀ ଚୋପାରେ ବି ଅନେକ ଚମତ୍କାରିତା ଅଛି । ଯାହା ଆମ ଶରୀର ପାଇଁ ବେଶ ଭଲ ଏବଂ ଉପଯୋଗୀ । ତେବେ…
ଆଜି ବିଶ୍ୱ କର୍କଟ ଦିବସ , ପ୍ୟାକେଟ ଖାଦ୍ୟ ଅଧିକ ଖାଉଥିବାରୁ ଲୋକମାନଙ୍କ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ…
ଆଜି ବିଶ୍ୱ କର୍କଟ ଦିବସ । ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଏ । କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଖାଲି ସେତିକି ନୁହେଁ ଏନେଇ ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ…
ଜାଣନ୍ତୁ ଚିନି ଓ ଗୁଡ ଭିତରୁ ଆମ ଶରୀର ପାଇଁ କେଉଁଟା ଉପଯୋଗୀ
ସାଧାରଣତ ଆମେ ବିନା ଚିନିରେ କୌଣସି ଜିନିଷ ଖାଇବାକୁ ଇଚ୍ଛା କରୁନା । ଚା ହେଉ କି କ୍ଷୀରି, ଦହି ହେଉ କି ସରବତ ଅବା ପିଠା । ବିନା ମିଠାରେ କୌଣସି ଜିନିଷ ଖାଇବାକୁ ପ୍ରାୟତଃ କାହାକୁ ଭଲ ଲାଗେନି । ମିଠା ପଡିଗଲେ ସମସ୍ତଙ୍କୁ ମଜା ଲାଗେ । ସେ ଚିନି ହେଉ କି ଗୁଡ, ମିଠା ଟିକେ ଲାଗିବା ଦରକାର,…
ଚା’. ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଏନେଇ କ’ଣ କୁହନ୍ତି ଏକ୍ସପର୍ଟ?
ଚା’.. ଅନେକ ଭାରତୀୟଙ୍କ ସକାଳର ଆରମ୍ଭ । ଶୁଭସକାଳର ସନ୍ଦେଶ ନେଇ ଆସୁଥିବା ଏହି ଚା’ ନ ପିଇଲେ ସକାଳଟା ଯେମିତି ମାନ୍ଦା ମାନ୍ଦା ଲାଗେ । ଖଟିରୁ ଆରମ୍ଭ କରି ବେଡରୁମ୍ ଖଟ ପର୍ଯ୍ୟନ୍ତ ସବୁଠି ଛାପ ଛାଡୁଥିବା ଗରମ ଚା’ର ଚର୍ଚ୍ଚା ଯେତେ କଲେ ବି କମ୍ । କିନ୍ତୁ ବେଳେବେଳେ ଚା’ର ମାତ୍ରା ଜୀବନରେ…
ମୋଟାପା କମାଇବାକୁ ମୋଦୀଙ୍କ ଟିପ୍ସ
କିଛି ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ମଜାଦାର ସାକ୍ଷାତକାର ନେଇଥିବା ଅଭିନେତା ଅକ୍ଷୟ କୁମାର ଏବେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟ ସହ ଜଡିତ କିଛି କଥା କହୁଛନ୍ତି। ଏହି ପୋଷ୍ଟ ସହିତ ଅକ୍ଷୟ କୁମାର ପଏଣ୍ଟରେ କହିଛନ୍ତି ଯେ…
ଭୁବନେଶ୍ୱରରେ ବଢ଼ୁଛି ମଶା ସଂଖ୍ୟା
ଭୁବନେଶ୍ୱରରେ ବଢ଼ୁଛି ମଶା ସଂଖ୍ୟା । ମଶା ଧୂଆଁ ପାଇଁ ଅଧିକ ୪ ଟି ମେସିନ ତୁରନ୍ତ ଆଣିବାକୁ ଯୋଜନା କରୁଛି ବିଭାଗ। ୩ ରୁ ୪ ମାସ ଯେଉଁ ସମୟରେ ମସାଙ୍କ ପ୍ରଜନନ ଅଧିକ ହୋଇଥାଏ। ସେହି ସମୟରେ ମାନବ ସମ୍ବଳ ବଢ଼ାଇବା ପାଇଁ ବ୍ୟବସ୍ଥା କରାଯିବ। ଆବଶ୍ୟକୀୟ ଅଧିକ ସ୍ପ୍ରେ ମେସିନ ଆସନ୍ତାକାଲି…
ବିଶ୍ବର ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଅବସାଦଗ୍ରସ୍ତ
ସମ୍ପ୍ରତି ବିଶ୍ବବ୍ୟାପୀ ଅବସାଦ ଓ ଉଦ୍ବେଗ ପରି ମାନସିକ ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏକ ଆକଳନ ଅନୁଯାୟୀ, ବିଶ୍ବର ପ୍ରାୟ ୨୮ କୋଟିରୁ ଅଧିକ ଲୋକ ଅବସାଦଗ୍ରସ୍ତ ହୋଇଥିବା ବେଳେ ୨୬ କୋଟିରୁ ଅଧିକ ଲୋକଙ୍କୁ ଉଦ୍ବେଗ ବ୍ୟାଧି ଘାରିଛି। ଏହି ଉଭୟ ମାନସିକ…