Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Health
News related to complete physical, mental and social well-being
ଫୋନରୁ ଆସୁଥିବା ନୋଟିଫିକେସନ୍ ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ
ମୋବାଇଲ୍ ଫୋନ୍ ଆମ ସମସ୍ତଙ୍କ ଜୀବନରେ ଏକ ଜରୁରୀ ସାମଗ୍ରୀ ପାଲଟିଗଲାଣି। ଆମେ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲଫୋନ ବ୍ୟବହାର କରିଥାଉ। ଫୋନର ଅତ୍ୟଧିକ ବ୍ୟବହାର ଜୀବନଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ତେବେ ଆପଣମାନେ ଜାଣି ରଖିବା ଉଚିତ କି କେବଳ ଫୋନ୍…
ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ
ସବୁଠୁ ପବିତ୍ର କୁହାଯାଉଥିବା ଗଙ୍ଗା ନଦୀର ଜଳ ଏବେ ପ୍ରଦୂଷିତ। ବିହାର ଦେଇ ଯାଇଥିବା ଗଙ୍ଗା ନଦୀର ଏହି ଜଳ ଏବେ ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଜଳରେ ବ୍ୟାକ୍ଟେରିଆ ବା ଜୀବାଣୁ ସଂଖ୍ୟା ବହୁ ଅଧିକ ରହୁଥିବାରୁ ତାହା ପ୍ରଦୂଷିତ ହୋଇପଡ଼ିଥିବା ବିହାର ଅର୍ଥନୈତିକ ସର୍ଭେ ୨୦୨୪-୨୫ରେ…
ଚଳିତ ବର୍ଷ ଶେଷ ସୁଦ୍ଧା ଯକ୍ଷ୍ମା ଦୂର କରିବା ଆମର ଲକ୍ଷ୍ୟ -ଜେ.ପି. ନଡ୍ଡା
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି ଯେ ଦେଶ ଚଳିତ ବର୍ଷ ଶେଷ ସୁଦ୍ଧା ଯକ୍ଷ୍ମା ଦୂର କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଓଡ଼ିଶାର ପୁରୀରେ ଅନୁଷ୍ଠିତ ନବମ ଜାତୀୟ ସମ୍ମିଳନୀର ଉଦଘାଟନୀ ସମାରୋହରେ ସେ ଏହି ବକ୍ତବ୍ୟ ଦେଇଥିଲେ।
ସ୍ବାସ୍ଥ୍ୟ…
ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ବ୍ଲଡ୍ ପ୍ରେସର ବଢେ
ଲୁଣରେ ଥିବା ସୋଡିୟମ୍ ଶରୀର ପାଇଁ ଜରୁରୀ କିନ୍ତୁ ଅତ୍ୟଧିକ ଲୁଣ ଯଦି ଖାଉଛନ୍ତି ଏହାର ସାଇଡ୍ ଇଫେକ୍ଟକୁ ଭୋଗିବାକୁ ବି ପ୍ରସ୍ତୁତ ରୁହନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞ ଲୁଣ ଅଧିକ ଖାଇବାକୁ ବାରଣ କରନ୍ତି । ୱାର୍ଲଡ୍ ହେଲଥ୍ ଅର୍ଗନାଇଜେସନ୍ (ଡଐଙ) ମଧ୍ୟ ଖାଇବାରେ ଲୁଣର କମ୍ ପ୍ରୟୋଗ କରିବାକୁ…
ଶରୀରରେ ଭିଟାମିନ୍ ସି ଅଭାବ ହେବା ଦ୍ୱାରା ତ୍ୱଚାରେ ବ୍ରଣ ସୃଷ୍ଟି ହୋଇଥାଏ
ଚମକପ୍ରଦ ଓ ଦାଗହୀନ ତ୍ୱଚା ପାଇଁ ସଭିଁଙ୍କ ଇଚ୍ଛା । ମାତ୍ର ତ୍ୱଚାରେ ବ୍ରଣ ସହ ବିଭିନ୍ନ ଦାଗ ସୃଷ୍ଟି ହେଲେ ଏହା ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାଏ । ଏଥିପାଇଁ ଯୁବକ ହୁଅନ୍ତୁ ଅଥବା ଯୁବତୀ ବିଭିନ୍ନ କ୍ରିମ୍ ବ୍ୟବହାର କରିବା ସହ ଅନ୍ୟାନ୍ୟ ଘରୋଇ ଉପାୟ ମଧ୍ୟ ଆପଣାଇ ଥାନ୍ତି ।…
କୋରୀୟ ସୌନ୍ଦର୍ଯ୍ୟ ଉପଚାରରେ ପେଯ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ
ମୁହଁରେ ଉଠିଥିବା ବ୍ରଣରେ ପେଯ ପ୍ରୟୋଗ କଲେ ତାହା ଦୂର ହୋଇଥାଏ। ତେବେ ସୌନ୍ଦର୍ଯ୍ୟ ପାଇଁ ଏହାର ପ୍ରୟୋଗ ଛଡ଼ା ଏହାକୁ ସେବନ କଲେ ମଧ୍ୟ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଲାଭ ମିଳିପାରିବ। ଏହା ଆମ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାର ଖାଦ୍ୟସାର, ଖଣିଜସାର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର।…
୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା
ଦେଶରେ କ୍ୟାନସର ସଂଖ୍ୟା ବଢ଼ିଚାଲିଥିବା ବେଳେ ଏବେ କିଛିଟା ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସୁଛି । କ୍ୟାନସର ବିରୋଧୀ ଲଢ଼େଇରେ କିଛିଟା ବଳ ମିଳିବ । କାରଣ ୬ ମାସ ଭିତରେ ଆସିବାକୁ ଯାଉଛି କ୍ୟାନସର ଟିକା । କେନ୍ଦ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏକଥା କହିଛନ୍ତି। ମହିଳାଙ୍କ କ୍ଷେତ୍ରରେ…
ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ଚଢାଉ
ନିଯୁକ୍ତି ଜାଲିଆତି ହୋଇଥିବା ଅଭିଯୋଗ ପରେ ଭୁବନେଶ୍ବର ଏମ୍ସରେ ସିବିଆଇର ୯ ଜଣିଆ ଟିମ୍ ପହଞ୍ଚି ଖୋଳତାଡ୍ ଆରମ୍ଭ କରିଛନ୍ତି। ୫ ଜଣଙ୍କ ନିଯୁକ୍ତି କ୍ଷେତ୍ରରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି।
ନକଲି କାଗଜପତ୍ର ଦେଖାଇ ଲୋକଙ୍କୁ ଚାକିରି ଦିଆଯାଇଥିବା ଅଭିଯୋଗ ପରେ ସିବିଆଇ ଟିମ୍…
ଦେଶୀ ଅଣ୍ଡା ଏବଂ ଫାର୍ମ ଅଣ୍ଡା ଭିତରେ କେଉଁଟା ଭଲ
ଅଣ୍ଡାକୁ ଏକ ସୁପରଫଡ୍ ବୋଲି କୁହାଯାଏ । ଯେଉଁଥିରେ ପ୍ରୋଟିନ୍ , ଭିଟାମିନ୍ ଏବଂ ମିନେରାଲ୍ସର ଭରପୂର ମାତ୍ରାରେ ଥାଏ । ଏହା ନା କେବଳ ସ୍ବାସ୍ଥ୍ୟ ପାଇଁ ଭଲ ବରଂ ମାଂସପେଶୀକୁ ଶକ୍ତିଶାଳୀ କରିବା ସହ ମସ୍ତିଷ୍କକୁ ମଧ୍ୟ ସୁସ୍ଥ ରଖିଥାଏ ଅଣ୍ଡା । କିନ୍ତୁ ଯେତେବେଳେ ଦେଶୀ ଅଣ୍ଡା ଏବଂ ଫାର୍ମ…
ପନିର ଓ ମସରୁମ ମଧ୍ୟରୁ କେଉଁଟା ୱେଟ୍ ଲସ୍ ପାଇଁ ଭଲ
ଆଜିକାଲି ଡାଏଟିଂର ଟ୍ରେଣ୍ଡ ଅଧିକ ଦେଖିବାକୁ ମିଳୁଛି । ଏପରି ପରିସ୍ଥିତିରେ ଲୋକେ ଓଜନ କମାଇବା ପାଇଁ କିଟୋ ସମେତ ଅନେକ ପ୍ରକାରର ଡାଏଟ୍ ଫଲୋ କରୁଛନ୍ତି । ୱେଟ୍ ଲସ୍ ପାଇଁ ଡାଏଟ୍ ଏକ୍ସପର୍ଟ ଛତୁ ଏବଂ ପନିର୍ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଯାହା ପ୍ରୋଟିନର ପ୍ରଭାବଶାଳୀ ସୋର୍ସ ହୋଇଥାଏ ।…