Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Health
News related to complete physical, mental and social well-being
କ୍ଷୀର ସହିତ ଖାଆନ୍ତୁ ଏହି ଜିନିଷ ମିଳିବ ଶକ୍ତି
ଅଧିକାଂଶ ମହିଳା ଘର କାମରେ ଏମିତି ବ୍ୟସ୍ତ ହୋଇଯାଆନ୍ତି ଯେ ନିଜ ଖାଇବା-ପିଇବା ବି ଭୁଲିଯାଆନ୍ତି। ଏହା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ବହୁ ସଂଖ୍ୟକ ମହିଳା ରକ୍ତହୀନତା ସମେତ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୁଅନ୍ତି ଏବଂ ଦୁର୍ବଳତାର ସମ୍ମୁଖୀନ ହୁଅନ୍ତି।…
ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଏହି ୬ ପ୍ରକାର ଅଟା, ଜାଣନ୍ତୁ କଣ
ଆପଣ ପ୍ରତିଦିନ ରୁଟି ଖାଉଥିବେ। ଭାରତରେ ଭାତ-ଡାଲମା ସହିତ, ରୁଟି-ସନ୍ତୁଳା ଏବଂ ରୁଟି- ଡାଲମା ହେଉଛି ଲୋକଙ୍କ ମୁଖ୍ୟ ଖାଦ୍ୟ। ଏଠାକାର ଲୋକମାନେ ପ୍ରତିଦିନ ଗହମ ଅଟା ରୁଟି ନିଶ୍ଚିତ ଭାବରେ ଖାଆନ୍ତି। ଏହି ଶସ୍ୟ ବହୁତ ପୁଷ୍ଟିକର ଏବଂ ସ୍ବାସ୍ଥ ପାଇଁ ହୀତକର ମଧ୍ୟ।
ତଥାପି, ଆପଣ ଗହମ…
ଆୟୁଷ୍ମାନ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ
ସ୍ୱାସ୍ଥ୍ୟସେବାରେ ବଡ ଭୂମୀକା ଗ୍ରହଣ କରିବ ଆୟୁଷ୍ମନ କାର୍ଡ । ଆୟୁଷ୍ମାନ ଯୋଜନା ଦ୍ୱାରା ଅନେକ ଗରିବ ଓ ମଧ୍ୟବିତ ଲୋକ ଉପକୃତ ହେଲେ । ତେବେ ଏହି ସେବାରୁ ଯେପରି କୌଣସି ବି ହିତାଧିକାରୀ ଯେପରି ବାଦ ନପଡନ୍ତି, ଯେପରି କୌଣସି ଅବହେଳା ନହୁଏ ସେନେଇ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ…
ରକ୍ତଚାପ ମାପିବା ସମୟରେ ଏହି ୧୦ଟି ଦିଗ ପ୍ରତି ଧ୍ୟାନ ଦେଲେ ସଠିକ ରିପୋର୍ଟ ମିଳିବ
କିଛିବର୍ଷ ହେବ ରକ୍ତଚାପ ସମସ୍ୟା ସାଧାରଣ ହୋଇଗଲାଣି। କମ୍ ବୟସର ଲୋକମାନେ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ହେବାର ଲାଗିଛନ୍ତି। ଏପରି ପରିସ୍ଥିତିରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ ମଝିରେ ମଝିରେ ରକ୍ତଚାପ ପରୀକ୍ଷା କରି ନେବା ଉଚିତ। ବ୍ୟସ୍ତବହୁଳ ଜୀବନରେ କିଛିଲୋକଙ୍କ ପାଇଁ ରକ୍ତଚାପ…
ଭାଇରସ୍ରୁ ମୁକ୍ତି ଦେବ ଚୁଇଂ ଗମ୍
କିଛି ଗବେଷଣା କହେ ଚୁଇଂ ଗମ୍ ଅଧିକ ଚୋବାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ହେଲେ ଏବେ ଏମିତି ଚୁଇଂ ଗମ୍ ତିଆରି କରାଯାଇଛି, ଯାହାକୁ ଚୋବାଇଲେ କିଛି ଭାଇରସ୍ରୁ ମୁକ୍ତି ମିଳିବ। ଆମେରିକା, ପେନ୍ସିଲଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଟିମ୍ ଏକ ବିଶେଷ ପ୍ରକାରର ଆଣ୍ଟିଭାଇରାଲ ଚୁଇଂ…
ଆଜି ବିଶ୍ବ ମ୍ୟାଲେରିଆ ଦିବସ
ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଅତ୍ୟନ୍ତ ସଙ୍ଗିନ। ରକେଟ୍ ବେଗରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଗତ ୩ବର୍ଷ ହେବ ରାଜ୍ୟରେ ମ୍ୟାଲେରିଆ ସ୍ଥିତି ସଂପୂର୍ଣ୍ଣ ଓଲଟିଯାଇଛି। କିଭଳି ଏହାକୁ ନିୟନ୍ତ୍ରଣ କରାଯିବ ସରକାର ବାଟ ପାଉ ନାହାନ୍ତି। ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା କାରଣରୁ ଓଡ଼ିଶା…
କେବଳ ଚାଲିବା ଦ୍ୱାରା ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଫିଟ ରହିପାରିବ କି? ଫିଟ ରହିବା ପାଇଁ ଆଉ କୌଣସି ବ୍ୟାୟାମର ଆବଶ୍ୟକତା…
ସବୁବେଳେ ସମସ୍ତେ ଚାଲିବାକୁ ପରାମର୍ଶ ଦିଅନ୍ତି। ଚାଲିବା ମଧ୍ୟ ଭଲ। ଆହତ ସମସ୍ୟାରୁ ମୁକୁଳିବା, ଫିଟନେସ ଯାତ୍ରା ଆରମ୍ଭ କରିବା ବେଳେ କିମ୍ବା ନିଜକୁ ଆକ୍ଟିଭ ରଖିବା ପାଇଁ ସ୍ୱାସ୍ଥ୍ୟ ବ୍ୟକ୍ତିବିଶେଷମାନେ ସର୍ବଦା ଚାଲିବାକୁ କୁହଅନ୍ତି। ଏହାକୁ ଫିଟ ରହିବାର ସବୁଠାରୁ ସହଜ ଉପାୟ ବୋଲି…
ଅମୃତଭଣ୍ଡା ମଞ୍ଜି ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରୀ
ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଆପଣ ଜାଣନ୍ତି ଅମୃତଭଣ୍ଡା ସ୍ବାସ୍ଥ୍ୟା ପାଇଁ ଅମୃତ ସମାନ ହେବା ସହିତ ଏହା ମଞ୍ଜି ବି ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଉପକାରିତା। ଯାହାକୁ ଲୋକମାନେ ସାଧାରଣତଃ ଅଦରକାରୀ ଭାବି ଫିଙ୍ଗି ଦେଇଥାଆନ୍ତି।
ବୃକକ: ବୃକକ୍ ସମ୍ବନ୍ଧୀୟ…
ଆଜି ବିଶ୍ବ ହେମୋଫିଲିଆ ଦିବସ
ହେମୋଫିଲିଆ ହେଉଛି ଏକ ରକ୍ତଜନିତ ରୋଗ। ଏହି ରୋଗ ହେଲେ ରକ୍ତ ସହଜରେ ଜମାଟ ବାନ୍ଧିନଥାଏ। କାରଣ ହେମୋଫିଲିଆରେ ଜଣେ ଆକ୍ରାନ୍ତ ହେଲେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ହେଉ ଥିବା ପ୍ରୋଟିନ୍ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ। ଏବେ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟରେ…
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି
କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ଉପରେ ନିଷେଧାଦେଶ ଜାରି କରାଯାଇଛି। ଏସବୁ ଔଷଧଗୁଡ଼ିକର ଅନୁମୋଦନ ପୁର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ…