Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Health
News related to complete physical, mental and social well-being
ଆମେରିକାର ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ,ଘରୁ ନବାହାରିବାକୁ ଏବଂ ଘରର ଝରକା ସବୁବେଳେ ବନ୍ଦ ରଖିବାକୁ କଡ଼ା ଚେତାବନୀ
ଆମେରିକାର ଦକ୍ଷିଣ ସୀମାନ୍ତ ଅଞ୍ଚଳରେ ଏବେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ବିଷାକ୍ତ ବାୟୁର ଏକ ବଡ଼ ଆସ୍ତରଣ ମାଡ଼ି ଆସୁଥିବାରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଆମେରିକୀୟଙ୍କୁ ଘରୁ ନବାହାରିବାକୁ ଏବଂ ଘରର ଝରକା ସବୁବେଳେ ବନ୍ଦ ରଖିବାକୁ କଡ଼ା ଚେତାବନୀ ଦିଆଯାଇଛି।
ବିପଦଜନକ…
ସ୍ବାସ୍ଥ୍ୟକୁ ଠିକ ରଖେ ସୋରିଷ
ରୋଷେଇରେ ଆମେ ଅନେକ ଜିନିଷ ବ୍ୟବହାର କରୁ । ଏମିତି ଅନେକ ଜିନିଷ ରହିଛି ଯାହା ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ରୋଷେଇରେ ମସଲା ଭାବରେ ଆମେ ସୋରିଷକୁ ବ୍ୟବହାର କରିଥାଉ । ଯାହା ଖାଦ୍ୟର ସ୍ବାଦ ବଢାଇବା ସହିତ ସ୍ବାସ୍ଥ୍ୟକୁ ମଧ୍ୟ ଠିକ୍ ରଖିଥାଏ । ଏହା ଦେଖିବାକୁ ଖୁବ୍ ଛୋଟ ହୋଇଥିଲେ ମଧ୍ୟ ଏହା…
ବିଶ୍ୱସ୍ତରୀୟ ଯୁଦ୍ଧ ପରିସ୍ଥିତି : ଔଷଧର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ସୃଷ୍ଟି
ଦେଶରେ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଥିବାରୁ ଏହା ସାଧାରଣ ଲୋକଙ୍କ ପକେଟ୍ ଉପରେ ଚାପ ସୃଷ୍ଟି କରିବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ୨୦୨୫ ପାଇଁ ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଆଧାରରେ ଔଷଧର ମୂଲ୍ୟରେ ୦.୬୫% ପର୍ଯ୍ୟନ୍ତ ବୃଦ୍ଧି…
ଘରୋଇ ଉପଚାର ମାଧ୍ୟମରେ ଷ୍ଟ୍ରେଚ୍ମାର୍କ ରୁ ପାଇବେ ମୁକ୍ତି
ଷ୍ଟ୍ରେଚ୍ମାର୍କ ସାଧାରଣଃ ନାରୀମାନଙ୍କ ପାଇଁ ଏକ ଚିନ୍ତାର କାରଣ। ସନ୍ତାନ ଜନ୍ମ ପରେ ହେଉ କିମ୍ବା ଅଧିକ ଚର୍ବି ଝଡ଼ିବା ପରେ ଏକ ପ୍ରକାର ଦାଗ ରହିଯାଏ। ଯାହାକୁ ଷ୍ଟ୍ରେଚ୍ମାର୍କ କୁହାଯାଏ। ଏହାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି। ଏହାବାଦ୍ ଆମେ ଘରୋଇ ଉପଚାର…
ଖରା ଦିନେ କିପରି ନେବେ ସ୍ୱାସ୍ଥ୍ୟ ର ଯତ୍ନ
ଖରାଦିନ ଆରମ୍ଭ ହେବା ମାତ୍ରେ ଲୋକଙ୍କ ଚିନ୍ତା ବଢିଯାଏ। ଏହି ଦିନରେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ନିତାନ୍ତ ଜରୁରୀ। ବିଶେଷ କରି ଏହି ସମୟରେ ପାଚନ ତନ୍ତ୍ର ଅଧିକ ପ୍ରଭାବିତ ହୋଇଥାଏ। ଏହା ବ୍ୟତୀତ ହରମୋନ୍, ମସ୍ତିଷ୍କ ଓ ଖାଦ୍ୟ ନଳୀ ଉପରେ ମଧ୍ୟ କିଛି ପ୍ରଭାବ ପଡ଼ିଥାଏ। ମେଟାବୋଲିଜିମ୍,…
ଭୁଲ ଇଞ୍ଜେକ୍ସନ ନେଲା ଶିଶୁର ଜୀବନ ଡାକ୍ତର ଓ ନର୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲାେକେ
ଶିଶୁ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ ହୋଇଛି । ଖୋର୍ଦ୍ଧା ଚାନ୍ଦପୁରରୁ ଆସିଥିବା ପରିବାରର ହଙ୍ଗାମା । ସାଇକେଲ ଧକ୍କାରେ ଆହତ ହୋଇ ଆସିଥିବା ଶିଶୁର ମୃତ୍ୟୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟୁଛି…
ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ପିସ୍ତାବାଦାମ
ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ । ଯାହା ଆମ ଶରୀରର…
ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଛି
ବର୍ତ୍ତମାନ ଯେମିତି ଗରମ ହେଉଛି, ଆମ ପିଲାଦିନେ ତା’ଠୁ କମ୍ ଥିଲା । ପୂର୍ବରୁ ପ୍ରତ୍ୟେକ ଋତୁ ପ୍ରାୟ ୪ ମାସର ଥିଲା । କିନ୍ତୁ ବର୍ତ୍ତମାନ ୧୨ ମାସରେ ଅଧିକାଂଶ ମାସ ଗରମ ଅନୁଭୂତ ହେଉଛି । ଏହି ସ୍ଥିତିରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଏବେ ସିଧା ଆମ ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ଶାରୀରିକ…
ଫିଟିକିରି କୁ ବ୍ୟବହାର କଲେ ତ୍ୱଚାକୁ ମିଳିଥାଏ ଏହି ସବୁ ଲାଭ
ଗ୍ରୀଷ୍ମ ଋତୁରେ, ସ୍କିନର ଅଧିକ ଯତ୍ନ ଆବଶ୍ୟକ । ପ୍ରଚଣ୍ଡ ଗରମ କାରଣରୁ ସ୍କିନକୁ ଡିହାଇଡ୍ରେସନ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହା ସହିତ, ଝାଳ ଯୋଗୁଁ ସ୍କିନ୍ ସମସ୍ୟା ବଢ଼ିପାରେ। ଏପରି ପରିସ୍ଥିତିରେ, ଫିଟିକିରି କୁ ବିଭିନ୍ନ ଉପାୟରେ ଏବଂ ବିଭିନ୍ନ ସମୟରେ ବ୍ୟବହାର କରିବା…
ପ୍ରସାଦ ପାଲଟିଲା ବିଷ : ବିଷାକ୍ତ ଡାଲମା ଖାଇ ୪୦ ଜଣ ଅସୁସ୍ଥ
ପ୍ରସାଦ ଖାଇବାକୁ କାହାକୁ ଭଲ ନ ଲାଗେ । ଯଦି ପ୍ରସାଦରେ ଭାତ ଡାଲମା ମିଳିଗଲା ତେବେ ଆଉ କିଛି ଲୋଡା ନାହିଁ । ହେଲେ ପ୍ରସାଦ କେବେ ବିଷ ପାଲଟିବ ଆପଣ ବିଶ୍ୱାସ କରିପାରିବେନି । ଏମିତି ଘଟିଛି ବାସ୍ତବରେ । ବିଷାକ୍ତ ଡାଲମା ଖାଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟି ୧୦…