Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Entertainment
All entertainment related news will be uploaded here
କିଏ ହେବ’ବିଗ୍ ବସ୍’ ବିଜେତା?
‘ବିଗ୍ ବସ୍ ୧୭’ ଫାଇନାଲ୍ ର ବିଜେତା କିଏ ହେବ? ସମସ୍ତଙ୍କ ମନରେ ଏଇ ଗୋଟାଏ ପ୍ରଶ୍ନ। କାରଣ ଫାଇନାଲ୍କୁ ଆଉ ମାତ୍ର ୫ ଦିନ ବାକି ଅଛି। ଜାନୁଆରି ୨୮ ତାରିଖରେ ସୋ’ର ଅନ୍ତିମ ଏପିସୋଡ୍ ଦେଖିବାକୁ ମିଳିବ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଅଙ୍କିତା ଲୋଖଣ୍ଡେ, ମୁନୱର ରାଣା, ମନ୍ନାରା…
ପାରମ୍ପାରିକ ବେଶରେ ଆଲିଆ ଭଟ୍ଟ
ଗତବର୍ଷ ଆଲିଆଙ୍କୁ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ ଲାଗି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ଓ ଏବେ ପୁଣି ତାଙ୍କୁ ସାଉଦି ଆରବର ଏକ ଇଭେଣ୍ଟରେ ଆୱାର୍ଡରେ ସମ୍ମାନିତ କରାଯାଇଛି ।ସୋସିଆଲ ମିଡିଆରେ ଏବେ ଆଲିଆଙ୍କ ଭିଡିଓ ଓ ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ…
ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ
ଓଡ଼ିଆ ସିନେଜଗତର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବାର ଖବର ମିଳିଛି। କଟକ ଜିଲ୍ଲା ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଚିକିତ୍ସା…
ଅନ୍ନପୂର୍ଣ୍ଣି’ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ନୟନତାରା
ଫିଲ୍ମ ଅନ୍ନପୂର୍ଣ୍ଣିକୁ ନେଇ ବିବାଦ ଏବଂ ଏହାକୁ ନେଟଫ୍ଲିକ୍ସରୁ ହଟାଇବା ପରେ ଫିଲ୍ମର ଅଭିନେତ୍ରୀ ନୟନତାରା ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଫିଲ୍ମକୁ ନେଇ ଲୋକଙ୍କ ଆପତ୍ତି ଉଠାଇଛନ୍ତି । ଫିଲ୍ମ ଅନ୍ନପୂର୍ଣ୍ଣି ଜରିଆରେ ଆମେ ଲୋକଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ…
ମେଁ ଅଟଲ୍ ହୁଁ ଓ ସିକ୍ସ-ନାଇନ୍-ଫାଇଭ୍ ରିଲିଜ୍ ହେଲା
ବଡ଼ ପରଦାକୁ ଆସୁଛି ଦୁଇଟି ଚର୍ଚ୍ଚିତ ଫିଲ୍ମ ‘ମେଁ ଅଟଲ ହୁଁ’ ଓ ‘ସିକ୍ସ-ନାଇନ୍-ଫାଇଭ୍(୬-୯- ୫)’। ‘ମେଁ ଅଟଲ ହୁଁ’ ପୂର୍ବତନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ବେଳେ ‘ସିକ୍ସ-ନାଇନ୍-ଫାଇଭ୍’ରେ ରାମ ମନ୍ଦିର ପ୍ରତିଷ୍ଠା ପଛର ୩ଟି…
‘ଭୁଲ ଭୁଲୈୟା-୩’
ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ ୨୦୨୨ ମାର୍ଚ୍ଚ ୨୫ରେ ରିଲିଜ୍ ହୋଇ ଧମାଲ କରିଥିଲା। ଏହି ସିନେମାରରେ କାର୍ତ୍ତିକ ଆର୍ୟନଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିଥିଲେ । ଏହାର ନିର୍ଦ୍ଦେଶନା ଅନିସ୍ ନଜମି ଦେଇଥିବା ବେଳେ ପ୍ରଯୋଜନା ଦାୟିତ୍ୱରେ ଟି- ସିରିଜ,…
୫୦ ବର୍ଷରେ ସ୍ନାତକୋତ୍ତର ହାସଲ କଲେ ଟ୍ୱିଙ୍କିଲ
ବଲିଉଡ଼ର ଖିଲାଡ଼ି କିଙ୍ଗ୍ ଭାବେ ଜଣାଶୁଣା ଅକ୍ଷୟ କୁମାରଙ୍କ ଧର୍ମପତ୍ନୀ ନିକଟରେ ନିଜର ସ୍ନାତକୋତ୍ତର ସଫଳତାପୂର୍ବକ ସମାପ୍ତ କରିଛନ୍ତି । ଏନେଇ ଅକ୍ଷୟ କୁମାର ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିଲେ ଯାହା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଟ୍ୱିଙ୍କିଲ ଖନ୍ନାଙ୍କ ପାଇଁ ସେ ଏକ…
ମାଳଦ୍ବୀପ ନୁହେଁ ଲାକ୍ଷାଦ୍ବୀପ ଯିବି: ନାଗାର୍ଜୁନ
ଭାରତ ସମ୍ପର୍କରେ ମାଳଦ୍ବୀପ ମନ୍ତ୍ରୀଙ୍କ ଅପମାନଜନକ ମନ୍ତବ୍ୟ ପରେ ସାରା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଏହାର ଦୃଢ଼ ବିରୋଧ କରୁଛନ୍ତି। ଦେଶ ସାରା ‘ବଏକଟ୍ ମାଳଦ୍ବୀପ’ ଟ୍ରେଣ୍ଡ ଜାରି ରହିଛି। ମାଳଦ୍ବୀପକୁ ବୁଲିବାକୁ…
ଦୁବାଇରେ ଓଲିଉଡ୍ ପୁରସ୍କାର ମହୋତ୍ସବ
ଦୁବାଇ: ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବଂ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ ଚଳଚ୍ଚିତ୍ର ସମାରୋହ ଦୁବାଇରେ ଆୟୋଜିତ ହେଉଛି । ଏଥିରେ ଓଡ଼ିଆ କଳାକାର ଜଗତର ବିଶିଷ୍ଟ କଳାକାର,…
ଚର୍ଚ୍ଚାରେ ବାବୁସାନ
ଓଡ଼ିଆ ସିନେ ଅଭିନେତା ବାବୁସାନ ମହାନ୍ତି ଗତ ବର୍ଷ ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁତାକୁ ନେଇ ବେଶ୍ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ପତ୍ନୀଙ୍କ ଦୃଢ଼ ପ୍ରତିବାଦ ସହିତ ଅନେକ କିଛି ଘଟଣା ଘଟିଯାଇଥିଲା। ଯାହା ସାରା ଓଡ଼ିଶାବାସୀଙ୍କୁ ଭଲ ଭାବେ ଜଣା। ତେବେ, ସମୟ ସହିତ…