Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Browsing Category
Entertainment
All entertainment related news will be uploaded here
ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା
ଇସ୍ରୋର ମହିଳା ବୈଜ୍ଞାନିକଙ୍କୁ ପ୍ରଶଂସା କଲେ କଙ୍ଗନା । ‘ଚନ୍ଦ୍ରଯାନ-୩’ର ସଫଳତାକୁ ସମଗ୍ର ଦେଶ ପାଳନ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ଭଳି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଗର୍ବିତ ଥିବା ଜଣାଇଛନ୍ତି। ଇନଷ୍ଟା ଷ୍ଟୋରୀରେ ଇସ୍ରୋର ମହିଳା…
’ଗଦର-୨’ର ସଫଳତା ପରେ ଫିସ୍ ବଢ଼ାଇଲେ ସନ୍ନି
ବକ୍ସ ଅଫିସରେ ଶହ ଶହ କୋଟି ଟଙ୍କା ରୋଜଗାର କରିବା ପରେ ଏବେ ସନ୍ନି ଦେଓଲଙ୍କର ଚାହିଦା ବଢ଼ିଯାଇଛି । ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ ୫ଶହ କୋଟି କ୍ଲବରେ ସାମିଲ ହେବାପରେ ବଲିଉଡରେ ତାଙ୍କର କ୍ରେଜ ବୃଦ୍ଧି ପାଇଛି । ସନ୍ନିଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଆଗାମ…
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସ୍ଥାନ ପାଇଛି ଓଡ଼ିଆ ଚଳଚ୍ଚିତ୍ର । ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି। ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା…
ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ, ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା
ଘୋଷଣା ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁଷ୍ପା ଫିଲ୍ମ ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ କଳାକାର ହୋଇଥିବାବେଳେ ଗଙ୍ଗୁବାଇ କାଠିଆଓ୍ବାଡ଼ା ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀଭାବେ ଘୋଷିତ ହୋଇଛନ୍ତି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରତୀକ୍ଷା ଜାତୀୟ ଚଳଚ୍ଚିତ୍ର…
ସନ୍ନି ଦେଓଲଙ୍କ ’ଗଦର-୨’କୁ ଟକ୍କର ଦେଉଛି ଅକ୍ଷୟଙ୍କ ଫିଲ୍ମ
ନୂଆଦିଲ୍ଲୀ: ଧୁମ ମଚାଉଛି ଗଦର ଫିଲ୍ମ। ଗଦର-୨ ପଛକୁ ରହିଛି ଓମଜି-୨ । ଗଦର ଦୁଇ ଶହ କୋଟି ପାର କରିଥିବା ବେଳେ ଓଏମଜି ତା ପଛକୁ ରହିଛି । ସ୍ବାଧୀନତା ଦିବସ ପୂର୍ବରୁ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ’ଓଏମଜି-୨’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି । ସନ୍ନି ଦେଓଲଙ୍କ…
ଅକ୍ଷୟ କୁମାରଙ୍କୁ ପୁଣିଥରେ ଭାରତୀୟ ନାଗରିକତା
ଅଭିନେତା ଅକ୍ଷୟ କୁମାରଙ୍କୁ ଏବେ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି । ତାଙ୍କ ସମର୍ଥକମାନେ ତାଙ୍କୁ ଅଭିନନ୍ଦନ ଜଣାଉଥିବା ବେଳେ ତାଙ୍କ ବିରୋଧୀ ତାଙ୍କୁ ସମାଲୋଚନା କରୁଛନ୍ତି । ଏହାର କାରଣ ହେଉଛି କି ପୁଣିଥରେ ଭାରତୀୟ ନାଗରିକତା ମିଳିଛି ତାଙ୍କୁ। ସ୍ୱାଧୀନତା ଦିବସ ଅବସରରେ ଅକ୍ଷୟ…
୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି ଗଦର-୨
ନୂଆଦିଲ୍ଲୀ: ବକ୍ସ ଅଫିସରେ ବୋବାଲ କରୁଛି ସନ୍ନି ଦେଓଲଙ୍କ ଅଭିନୀତ ଫିଲ୍ମ ’ଗଦର-୨’ । ୮୦ କୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ୩ ଦିନ ମଧ୍ୟରେ ଶହେ କୋଟି ପାର କରିଛି । ଚଳିତବର୍ଷ ରିଲିଜ ହୋଇଥିବା ଦ୍ବିତୀୟ ବୃହତମ ରୋଜଗାର ଫିଲ୍ମ ହୋଇ ପାରିଛି ।ଶାହାରୁଖ ଖାନଙ୍କ…
ଅଭିନେତ୍ରୀ ସନ୍ନି ଲିଓନ୍ ଭୁବନେଶ୍ବରରେ
ଭୁବନେଶ୍ୱର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ସନ୍ନି ଲିଓନ୍ ଏକ ରଙ୍ଗାରଙ୍ଗ ଲାଇଭ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶନିବାର ସନ୍ଧ୍ୟାରେ ଏକ କ୍ଲବ୍ର ଲାଉଞ୍ଜରେ ତାଙ୍କର କାର୍ଯ୍ୟକ୍ରମ ରହିଥିଲା । ତାଙ୍କର ପ୍ରଶଂସକ, ଶୁଭେଚ୍ଛୁ ତାଙ୍କୁ ଭେଟିବା ଲାଗି ଆଗୁଆ…
ଅଭିନେତ୍ରୀ ଜୟାପ୍ରଦାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ
ଚେନ୍ନାଇ: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ଜୟାପ୍ରଦାଙ୍କୁ ଚେନ୍ନାଇର ଏକ କୋର୍ଟ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଚେନ୍ନାଇର ରାଇପେଟାଠାରେ ତାଙ୍କ ମାଲିକାନାରେ ଥିବା ଏକ ସିନେମା ଥିଏଟରର କର୍ମଚାରୀଙ୍କ ଦ୍ୱାରା ଦାୟର ପିଟିସନ ମାମଲାରେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ମଧ୍ୟ…
ରିଲିଜ ହୋଇଛି ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’
ଚେନ୍ନାଇ: ଆଜି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ’ଜେଲର’ ରିଲିଜ ହୋଇଛି । ଫିଲ୍ମରେ ରଜନୀକାନ୍ତ ଜେଲର ଭୂମିକାରେ ନଜର ଆସିଛନ୍ତ । ପ୍ରି-ବୁକିଂରେ ଫିଲ୍ମ ୧୪କୋଟି ୧୮ ଲକ୍ଷ ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମ ୪୦ରୁ ୪୫ କୋଟି କଲେକ୍ସନ କରିବ ବୋଲି ମେକର୍ସ…