Browsing Category

Entertainment

All entertainment related news will be uploaded here

ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

ଭୁବନେଶ୍ବର: ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା  ଡାକ୍ତର ପିଣ୍ଟୁ ନନ୍ଦଙ୍କୁ  ଦିଲ୍ଲୀ ନେଇ ଅତ୍ୟାଧୁନିକ…

ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଲାଶ ଖେର୍ ଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ

କର୍ଣ୍ଣାଟକରେ ଚାଲିଥିଲା ହମ୍ପି ଉତ୍ସବ । ଷ୍ଟେଜ୍ ଶୋ ଦେଉଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଲାଶ ଖେର୍ । ଏହି ସମୟରେ ତାଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି ।କର୍ଣ୍ଣାଟକରେ ଏବେ ଚାଲିଛି ହମ୍ପି ଉତ୍ସବ । ୩ ଧରି ଚାଲିବାକୁ ଥିବା ଏହି ଉତ୍ସବରେ…

ଖଣ୍ଡଗିରି ମେଳା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୦ ତାରିଖରୁ ଯାତ୍ରା ଆରମ୍ଭ ହେବ

ଭୁବନେଶ୍ୱର: ବିଗତ ଦୁଇ ବର୍ଷ ହେବ ମହାମାରୀ କରୋନା ପାଇଁ ସମସ୍ତ ପର୍ବ ପର୍ବାଣି ଏବଂ ମେଳା ଯାତ୍ରା ଉପରେ ସରକାର କଟକଣା ଲାଗୁ କରିଥିଲେ । ଫଳରେ ଏହି ଗୁଇବର୍ଷ ହେବ କୌଣସି ପ୍ରକାର ଯାନି ଯାତ୍ରା ହେଉ ନଥିଲା । ତେବେ ଚଳିତ ଥର ମହାମାରୀ କରୋନାର ପ୍ରକୋପ କମ୍ ଥିବାରୁପ ସରକାର ସମସ୍ତ ମେଳା ଓ…

ବୟକଟକୁ ନେଇ ଚିନ୍ତାରେ ଶାହରୁଖ

ଚିନ୍ତାରେ ପଠାନ ଫିଲ୍ମର ହିରୋ ଶାହରୁଖ ଖାନ । ତେବେ ତାଙ୍କ ଫିଲ୍ମ ଭଲ ଚାଲିବ କିଛି ଲୋକ କହୁଥିବା ବେଳେ କିଛି ଲୋକ କହୁଛନ୍ତି ଚାଲିବନି । ଗୋଟିଏ ପଟେ କରୋନା ଯୋଗୁ ଫିଲ୍ମ ରିଲିଜ ହୋଇପାରୁନଥିଲା ।  ତାଙ୍କ ନୂଆ ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଚାରିଆଡେ ବୟକଟ କରାଯାଉଥିବାରୁ…

ଚାଲିଗଲେ ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତ

କଟକ: ବାପାଙ୍କ ମୃତ୍ୟୁର ଠିକ୍‌ ବର୍ଷକ ପରେ ଚାଲି ଯାଇଛନ୍ତି ସ୍ବର୍ଗତ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମାସେ ହେଲୋ ଅକ୍ଲାନ୍ତ…

ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଥମୁନି ସିଙ୍ଗର ଦମ୍ପତିଙ୍କ ଘର କଳି । ଆଜି ପୁଣି ଥାନାରେ ହାଜର ହୋଇପାରନ୍ତି କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତି- ପତ୍ନୀଙ୍କ ବିବାଦର ଆପୋଷ ବୁଝାମଣାର ମହଲତ ସମୟ ଶେଷ ହେବା ପରେ ଆଜି ଥାନାରେ ହାଜର ହୋଇପାରନ୍ତି ହ୍ୟୁମାନ । ଆପୋଷ ସମାଧାନ ପାଇଁ ୨ଦିନ ସମୟ ନେଇଥିଲେ ଉଭୟ ପକ୍ଷ । ଗତକାଲି ମଧ୍ୟ…

ଡଟ ଫେଷ୍ଟ ଅଷ୍ଟମ ଦିନରେ ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର

ରାଜଧାନୀରେ ମୁମ୍ବାଇର ମାହୋଲ । ଅଲକା ଓ ଉଦିତଙ୍କ ଗୀତରେ ଝୁମିଲା ଭୁବନେଶ୍ୱର । ଡଟ ଫେଷ୍ଟର ଅଷ୍ଟମ ଦିନରେ ଧୁମ ମଚାଇଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ଉଦିତ୍ ନାରାୟଣ ଏବଂ ଅଲକା ୟାଗ୍ନୀକ । ୯୦ ଦଶକ ଏହି ଦୁଇ କଣ୍ଠଶିଳ୍ପୀଙ୍କ ଗୀତ ପରିବେଷଣ ସମୟରେ ଲୋକେ କିଛି ସମୟ ପାଇଁ ସେହି ପୁରୁଣା କାଳକୁ…

ଆଜି ସନ୍ଧ୍ୟାରୁ ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ

ଭୁବନେଶ୍ବର: ଆଜି ସନ୍ଧ୍ୟାରୁ ଝୁମିବ ରାଜଧାନୀ । ୯୦ ଦଶକର ସୁପରହିଟ୍ ସଙ୍ଗରେ ମତୁଆଲା ହେବେ ଭୁବନେଶ୍ବରବାସୀ । କାରଣ ଡପ୍ ଫେଷ୍ଟକୁ ଆସୁଛନ୍ତି ୯୦ ଦଶକର ଲଭ୍ ବାର୍ଡ କୁହାଯାଉଥିବା ବଲିଉଡ଼ ସିଙ୍ଗର ଉଦିତ ନାରାୟଣ ଏବଂ ଅଲକା ୟାଗ୍ନୀ । ରବିବାର ସନ୍ଧ୍ୟାରେ ୩ ଘଣ୍ଟା ବାନ୍ଧି ରଖିବ ହୃଦୟ…

ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ

ଭୁବନେଶ୍ୱର: ଏପଟେ ହକି ସେପଟେ ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ରାଜଧାନୀରେ ଝଲସୁଚି ଲାଇଟ । ନୂଆ ବୋହୁ ପରି ସଜାଇ ହୋଇଛି ରାଜଧାନୀର ରାସ୍ତା । ଗୋଟିଏ ପଟେ ଷ୍ଟାଡିୟମରେ ହକି ଖେଳ ହେଉଥିବା ବେଳେ ସେପଟେ  ଡଟ୍ ଫେଷ୍ଟରେ ଝୁମୁଛି ରାଜଧାନୀ । ଏଭଳି ମେଗା ଇଭେଣ୍ଟର ସପ୍ତମ ଦିନରେ ହଜାର…

ବେସରମ ରଙ୍ଗ ଗୀତକୁ ନେଇ ବର୍ଷିଛନ୍ତି କେଜିଏଫ୍ ଷ୍ଟାର୍

ମୁମ୍ବାଇ: ଫିଲ୍ମର ପଠାନର ଗୀତ ବେସରମ୍ ରଙ୍ଗ ଗୀତକୁ ନେଇ ଥମୁନି ବିବାଦ। ଏହି ଗୀତଟି ଏବେ ଯେତିକି ପପୁଲାର ହୋଇଛି ସେତିକି ବିବାଦ ଭିତରକୁ ମଧ୍ୟ ଠେଲି ହୋଇଛି। ଗୀତରେ ଦୀପିକାଙ୍କ ଅଲ୍ଟ୍ରା-ଗ୍ଲାମର ବିିକିନୀ ଅବତାରକୁ ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ତେବେ ବିବାଦ ପରେ ଗୀତରେ ଦୀପିକାଙ୍କ…