Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Entertainment
All entertainment related news will be uploaded here
ଜାନୁଆରି ୨୬ରେ ‘ଫାଇଟର୍’
ମୁମ୍ବାଇ: ୨୦୨୪ ଜାନୁଆରି ୨୬ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ଫାଇଟର୍’ । ବାୟୁସେନାର କାହାଣୀକୁ ନେଇ ‘ଫାଇଟର୍’ ବଲିଉଡ୍ର ପ୍ରଥମ ଫିଲ୍ମ ବୋଲି କୁହା ଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ପଠାନ୍’ର ପ୍ରଶଂସିତ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ। କାହାଣୀ ଅନୁସାରେ…
ଜବରଦସ୍ତ ଆକ୍ସନରେ ହ୍ରିତିକ୍-ଦୀପିକା
ବଲିଉଡ଼ ଅଭିନେତା ହ୍ରିତିକ୍ ରୋଶନ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୀତ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫାଇଟର’ର ଟିଜର ଶୁକ୍ରବାର ରିଲିଜ୍ ହୋଇଛି। ଟିଜରରେ ଜବରଦସ୍ତ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିଛି। ଟିଜର ଦେଖିବା ପରେ ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ଉତ୍ସାହ ଦୁଇଗୁଣିତ ହୋଇଯାଇଛି।…
ପରଲୋକରେ ଜୁନିୟର ମେହମୁଦ
ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ଭେଟେରାନ ବଲିଉଡ ଅଭିନେତା ନଇମ ସୟିଦ ଆଉ ନାହାନ୍ତି । ଦର୍ଶକଙ୍କ ମଧ୍ୟରେ ‘ଜୁନିୟର ମେହମୁଦ’ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ଅଭିନେତା ଜଣଙ୍କ ଦୀର୍ଘଦିନ ଧରି କର୍କଟ ରୋଗ ସହ ଲଢ଼େଇ କରିବା ପରେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।…
ସଲମାନଙ୍କ ସହିତ ଡ୍ୟାନ୍ସ କଲେ ମମତା ବାନାର୍ଜୀ
ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ…
ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’
‘ଓଡ଼ିଶା ନିର୍ମାଣ କନକ୍ଲେଭ୍’ରେ ‘ଓଡ଼ିଆ ସିନେମା ବାଟରେ କଣ୍ଟା କିଏ?’ ଶୀର୍ଷକ ଆଲୋଚନାରେ ଭାଗନେଇ ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଲେ, ‘ଓଡ଼ିଆ ସିନେମାର ଆଜି ଏଭଳି ଅବସ୍ଥା ପାଇଁ ପ୍ରେକ୍ଷାଳୟ, ଡିଷ୍ଟ୍ରିବ୍ୟୁସନ ବ୍ୟବସ୍ଥା, ମାକେର୍ଟିଂ ଭଳି ଅନେକ ଛୋଟମୋଟ କଣ୍ଟା ରହିଛି। ଓଲିଉଡ଼ ଏକ ଛୋଟିଆ…
ଗମ୍ଭୀର ରୋଗକୁ ନେଇ ସଂଘର୍ଷ କରୁଛନ୍ତି ବଡ଼ ବଡ଼ ସେଲିବ୍ରିଟି
ବଲିଉଡ ଷ୍ଟାରମାନେ ସେମାନଙ୍କ ଆକ୍ଟିଙ୍ଗର ଯାଦୁ ଦେଖାଇ ଫ୍ୟାନ୍ସଙ୍କ ହୃଦୟ ଜିତନ୍ତି । କିନ୍ତୁ ସେମାନଙ୍କୁ ଦେଖିଲେ ଲାଗେନି ଯେ ସେମାନେ ବି ଅନେକ ସମସ୍ୟାର ଶିକାର ହୋଇଥିବେ । ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ତାଙ୍କ ମୁହଁରେ ସବୁବେଳେ ହସ ଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ବଲିଉଡ…
ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ ଉର୍ଫି
ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍ପେଣ୍ଡ ହୋଇଛି । ଅଭିନେତ୍ରୀ ଜଣକ ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର…
୨୦୨୩ର ଶ୍ରେଷ୍ଠ ସିନେମା ତାଲିକା
ଆଇଏମ୍ଡିବି ପକ୍ଷରୁ ୨୦୨୩ ମସିହା ପାଇଁ ଶ୍ରେଷ୍ଠ ଭାରତୀୟ ଚଳଚ୍ଚିତ୍ରର ଏକ ତାଲିକା ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରି ୧ରୁ ନଭେମ୍ବର ୬ ମଧ୍ୟରେ ମୁକ୍ତିଲାଭ କରିଥିବା ଦଶଟି ସବୁଠାରୁ ଲୋକପ୍ରିୟ ଫିଲ୍ମ ଏଥିରେ ସ୍ଥାନ ପାଇଛି। ପ୍ରାୟ ୨୦ ଲକ୍ଷ ଦର୍ଶକଙ୍କ ମତାମତକୁ ଭିତ୍ତି କରି ପ୍ରସ୍ତୁତ…
ଆଜି ରିଲିଜ୍ ହେବ ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ
ହଲ୍କୁ ଆସୁଛି ୨ଟି ଚର୍ଚ୍ଚିତ ହିନ୍ଦୀ ଫିଲ୍ମ: ‘ଆନିମଲ’ ଏବଂ ‘ସାମ୍ ବାହାଦୁର’। ଏ ଫିଲ୍ମ ଦୁଇଟି ରିଲିଜ୍ ହେବା ପୂର୍ବରୁ ଏଗୁଡ଼ିକର ଟ୍ରେଲର ଓ ଗୀତକୁ କୋଟି କୋଟି ଦର୍ଶକ ଦେଖି ସାରିଛନ୍ତି। ସାରା ଦେଶରେ ଏହାକୁ ନେଇ ଉତ୍ସାହ ଲାଗି ରହିଥିବା ବେଳେ ସେଥିରୁ ବାଦ୍ ପଡ଼ିନି ଓଡ଼ିଶା। ବିଶେଷ…