Browsing Category

Entertainment

All entertainment related news will be uploaded here

ଦୀପାବଳି ପାଳିବେନି ପିସି

୨୦୧୩ରେ ପ୍ରିୟଙ୍କାଙ୍କ ପିତା ଅଶୋକ ଚୋପ୍ରାଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିଲା। ଏହି ସମୟରେ ପିସି ବେଶ ଭାବପ୍ରବଣ ହୋଇପଡିଥିଲେ। ନିକଟରେ ଏକ ସାକ୍ଷାତକାରରେ ଦିଲ ଧଡକନେ ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ସେ ପିତାଙ୍କୁ ହରାଇବା ପରେ ସମ୍ପର୍କକୁ ସମ୍ମାନ କରିବା ଏବଂ ସମୟକୁ ଗୁରୁତ୍ୱ ଦେବା…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଟୁଟୁ ନାୟକ

ଭୁବନେଶ୍ବର: ସାମ୍ବାଦିକା ଦେବସ୍ମିତାଙ୍କୁ ଶୁକ୍ରବାର ମାଡ଼ମାରିବା ମାମଲାରେ  ଫିଲ୍ମ ପ୍ରଯୋଜକ ସଂଜୟ ନାୟକ ଗିରଫ ହେବା ପରେ  ଜେଲ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍‌ଜିଏମ୍‌ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଟୁଟୁ ନାୟକଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ସମୟ…

ଫିଲ୍ମ ପାଇରେସୀକୁ ରୋକିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

ପାଇରେସୀ,ଚଳଚ୍ଚିତ୍ରର ବେଆଇନ ନକଲ ପ୍ରସ୍ତୁତି କାରଣରୁ ଚଳଚ୍ଚିତ୍ର ଉଦ୍ୟୋଗ ପ୍ରତିବର୍ଷ ୨୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଥିବା ବେଳେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦେଶରେ ଫିଲ୍ମ ପାଇରେସୀକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେଇଛି । ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସଂସଦ…

ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଥିବା ନେଇ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ୱର ସ୍ୱାତୀ ସିନେମା ହଲ ସାମ୍ନାେରେ ଛିଡା ହୋଇଥିବା ବେଳେ କାର୍ଯ୍ୟରତ ସାମ୍ବାଦିକାକୁ ମାଡ଼ ଅଭିଯୋଗ ।  ‘ପ୍ରଥା’ ସିନେମାର ପ୍ରିମିୟର ସୋ’ରେ ମଧ୍ୟ ପହଂଚିଥିଲେ ଓଡିଆ ଫିଲ୍ମ ଜଗତର ଏକାଧିକ ପ୍ରଯୋଜକ । ହେଲେ ଅଭିଯୋଗ ହୋଇଛି, ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି…

ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ

ଭୁବନେଶ୍ବର:  ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବାରୁ ତାଙ୍କୁ ପୋଲିସ ଗିରଫ କରିଛି ।  ଭଦ୍ରକର ଜଣେ ଯୁବତୀ ଭୁବନେଶ୍ବର ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ବୈତ୍ରିବିହାରର ଏକ ଘରୋଇ କଲେଜରେ ଏମବିଏ କରୁଥିଲେ ।  ଉଭୟଙ୍କ ମଧ୍ୟରେ ଗଢି…