Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Entertainment
All entertainment related news will be uploaded here
ବିଗ ବସ ଓଟିଟି’ରେ ଅନିଲ କପୁର
‘ବିଗ ବସ ଓଟିଟି’ ର ସିଜନ ୩ ପାଇଁ ନୂଆ ହୋଷ୍ଟ ମିଳିଯାଇଛି। ଏଥର ସଲମାନ ଖାନ ନୁହଁନ୍ତି ବରଂ ଅନିଲ କପୁର ‘ବିଗ ବସ ଓଟିଟି’ ର ନୂଆ ସିଜନ ଆୟୋଜନ କରିବାକୁ ଯାଉଛନ୍ତି। ତାଙ୍କର ବ୍ୟସ୍ତବହୁଳ ଚଳଚ୍ଚିତ୍ର କାର୍ଯ୍ୟସୂଚୀ ହେତୁ ସଲମାନ ‘ବିଗ ବସ ଓଟିଟି’ରେ ହୋଷ୍ଟ କରିବାକୁ ମନା କରିଦେଇନ୍ତି। କେବଳ…
ହସ୍ପିଟାଲ୍ରେ କିଙ୍ଗ ଖାଁ
ବଲିଉଡ୍ ଅଭିନେତା ଶାହରୁଖ ଖାନ୍ ଅଂଶୁଘାତର ଶିକାର ହେବାରୁ ତାଙ୍କୁ ଅହମଦାବାଦର କେଡି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ ଏନେଇ ଏକ ପ୍ରେସ୍ବିଜ୍ଞପ୍ତିରେ କହିଛନ୍ତି ଯେ କେକେଆର୍ ଓ ଏସ୍ଆର୍ଏଚ୍ ମ୍ୟାଚ୍ ସମୟରେ ଶାହରୁଖ୍ ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ।…
ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଫିଲ୍ମ ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ
ରାଜ୍ୟ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଚେହେରା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଯୋଜକ ବିଜୟ ପଟ୍ଟନାୟକ ଆଉ ନାହାନ୍ତି । ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି । ବିଜୟଙ୍କ ବିୟୋଗରେ ସିନେ ଜଗତ ସହ ଜଡ଼ିତ ଅନେକ ଅଭିନେତା, ଅଭିନେତ୍ରୀ,…
ବାହା ହେବେ ସାରା
ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଅଛନ୍ତି। ସେ ଖୁବ କମ ସମୟ ମଧ୍ୟରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଉଲ୍ଲେଖଥାଉ କି, ସାରା ଅଲି ଖାନ ତାଙ୍କ ଲଭ ଲଇଫକୁ ନେଇ…
ଚର୍ଚ୍ଚାରେ ପାର୍ଥ ସାମଥନ
ଦେଶର ଲୋକପ୍ରିୟ ଷ୍ଟଣ୍ଟ ଆଧାରିତ ରିୟଲିଟି ଶୋ ‘ଖତରୋଂ କେ ଖିଲାଡ଼ି ୧୪’ ପାଇଁ ଅନେକ ସେଲିବ୍ରିଟିଙ୍କ ପାଖକୁ ଅଫର ଯାଇଥିଲା । ଏହି କ୍ରମରେ ଲୋକପ୍ରିୟ ଟିଭି ଆକ୍ଟର ପାର୍ଥ ସାମଥନଙ୍କ ନାଁ ମଧ୍ୟ ସାମିଲ ଥିଲା କିନ୍ତୁ ସେ ଏହି ଶୋ’ର ଅଫରକୁ ମନା କରିଦେଇଥିଲେ । ସେ କହିଥିଲେ ଯେ ଅର୍ଥ ମାମଲାକୁ…
୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲ ,ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର ଆସିଲେ ଐଶ୍ୱର୍ଯ୍ୟା
ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡ କୁଇନ । ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା ।ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଏଶ୍ୱର୍ଯ୍ୟା ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର…
ଘୁଞ୍ଚିଲା ‘ଏମରଜେନ୍ସି’ର ରିଲିଜ୍ ଡେଟ୍
ଚଳିତ ଲୋକ ସଭା ନିର୍ବାଚନରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆସନ୍ତା ମାସ ୧ରେ ମଣ୍ଡି ଆସନରେ ମତଦାନ ହେବାକୁ ଥିବାବେଳେ ଏହାରି ମଧ୍ୟରେ କଙ୍ଗନାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର…
ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍ ପ୍ରଶଂସକଙ୍କ ହୃଦୟ ଜିତୁଛି। କାରଣ ଚେହେରାଠାରୁ ଆରମ୍ଭ କରି ପୁରା ଶରୀର ଉପରେ ସେ କାମ କରିଛନ୍ତି। ସେ ବେଶ ପତଳା ଏବଂ ଫିଟ୍ ଲାଗୁଛନ୍ତି।‘ଚନ୍ଦୁ ଚାମ୍ପିୟନ’କୁ…
ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ୟାକି ଶ୍ରଫ୍
ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ । ତାଙ୍କ ଦମଦାର ଅଭିନୟ ଏବଂ ଡାଏଲଗ୍ ପାଇଁ ଆଜି ବି ସେ ଅନେକ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ତାଙ୍କ ବ୍ୟକ୍ତିତ୍ୱ ଏବଂ Publicity Rightର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଜ୍ୟାକି ଶ୍ରଫଙ୍କ ବିନା ଅନୁମତିରେ ତାଙ୍କ…
ଧାର୍ମିକ ଯାତ୍ରାରେ ଶିଳ୍ପା
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟି ପରିବାର ସହ ଏକ ଧାର୍ମିକ ଯାତ୍ରା ଆରମ୍ଭ କରିଛନ୍ତି। ସେ ତାଙ୍କ ମା’ ସୁନନ୍ଦା ଶେଟ୍ଟି, ଭଉଣୀ ଶମିତା ଶେଟ୍ଟୀ ଏବଂ ଝିଅ ସମିଶାଙ୍କ ସହ ଏହି ଯାତ୍ରା କରୁଛନ୍ତି। ଶୁକ୍ରବାର ଆସାମର ଗୁଆହାଟୀସ୍ଥିତ କାମାକ୍ଷୀ ଦେବୀ ମନ୍ଦିରରେ ଶିଳ୍ପା ସପରିବାର ପହଞ୍ଚି ଏକ…