Browsing Category

Entertainment

All entertainment related news will be uploaded here

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

ଅଭିନେତା ଏବଂ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ସେ ଅସୁସ୍ଥ ଅଛନ୍ତି । ଆଜି ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ କାଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିବା ରିପୋର୍ଟରୁ ପ୍ରକାଶ । ମିଥୁନଙ୍କ ପ୍ରଶଂସକମାନେ…

ପ୍ରେମ ସପ୍ତାହରେ ଅଲଗା ହେଲେ ଅନୁଭବ-ବର୍ଷା

ପ୍ରେମ ସପ୍ତାହରେ ବାହାଘର ହେଲେ ଯୁଗ ଯୁଗର ସାଥି ହୋଇଯାଆନ୍ତି । ବୈବାହିକ ଜୀବନ ଖୁସିରେ ଖୁସିରେ କଟିଯାଏ । କଳି ଝଗଡ଼ା ହେଲେ ବି ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ନାହିଁ । ହେଲେ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କ୍ଷେତ୍ରରେ ସେମିତି କିଛି ବି ନଜର…

ଅନୁଭବ-ବର୍ଷାଙ୍କ ମଧ୍ୟରେ ଛାଡ଼ପତ୍ର!

ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ନିଜର ବିବାହ ବିଚ୍ଛେଦ ବାବଦରେ ନିଜେ ଅନୁଭବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଥିବା ଅନୁଭବ ଲେଖିଛନ୍ତି…

‘ଫାଇଟର୍‌’କୁ ମିଳିଲା ଲିଗାଲ୍‌ ନୋଟିସ୍

ହ୍ରିତିକ-ଦୀପିକାଙ୍କ ଚୁମ୍ବନ ଦୃଶ୍ୟକୁ ନେଇ ବିବାଦ: ‘ଫାଇଟର୍‌’କୁ ମିଳିଲା ଲିଗାଲ୍‌ ନୋଟିସ୍ Latestଦେଶ- ବିଦେଶମନୋରଞ୍ଜନ By Sambad Digital Last updated Feb 7, 2024  ସେୟାର ନୂଆଦିଲ୍ଲୀ: ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ଏବଂ…

୫ ଭାରତୀୟଙ୍କୁ ଗ୍ରାମୀ ଆଓ୍ବାର୍ଡ

ଲସ୍‌ ଆଞ୍ଜେଲସ୍‌: ‘ଦିସ୍‌ ମୋମେଣ୍ଟ’ ସଙ୍ଗୀତ ପାଇଁ ଶକ୍ତିକୁ ଶ୍ରେଷ୍ଠ ଗ୍ଲୋବାଲ୍‌ ମ୍ୟୁଜିକ୍‌ ଆଲ୍‌ବମ୍‌ ବିଭାଗରେ ଗ୍ରାମୀ ପୁରସ୍କାର ମିଳିଛି। ଉକ୍ତ ଆଲ୍‌ବମ୍‌ରେ ୪ ଭାରତୀୟଙ୍କ ସମେତ ବ୍ରିଟିଶ ଗିଟାରିଷ୍ଟ ଜନ୍‌ ମାକ୍‌ଲୁଘ୍ଲିନ୍‌ ରହିଛନ୍ତି। ୨୦୨୩ ଜୁନ୍‌ରେ ମୁକ୍ତିଲାଭ କରିଥିବା ‘ଦିସ୍‌…

ସାମ୍ବାଦିକା ବନାମ ‘ଭକ୍ଷକ’ ବିଧାୟକ

ବଲିଉଡ୍‌ ଚଳଚ୍ଚିତ୍ର ‘ଭକ୍ଷକ’ ଆସନ୍ତା ୯ ତାରିଖରେ ‘ନେଟ୍‌ଫ୍ଲିକ୍‌ସ’ରେ ମୁକ୍ତିଲାଭ କରିବ। ବିହାରର ଏକ କନ୍ୟା ଆଶ୍ରୟ ଗୃହରେ ନାବାଳିକାଙ୍କ ସହ ହେଉଥିବା ଗର୍ହିତ ଦୁଷ୍କର୍ମର କାହାଣୀକୁ ଉଜାଗର କରି ଜଣେ ସ୍ଥାନୀୟ ମହିଳା ସାମ୍ବାଦିକ କିପରି ନ୍ୟାୟ ପାଇଁ କ୍ଷମତାଶାଳୀ ଲୋକଙ୍କ ସହ ଲଢ଼େଇ…

ଜେଲ୍ ଯିବେ ପୁନମ୍ ପାଣ୍ଡେ?

ପୁନମ୍ ପାଣ୍ଡେ ନିଜେ ଇନଷ୍ଟାଗ୍ରାମରେ ତାଙ୍କ ମୃତ୍ୟୁର ମିଥ୍ୟା ଖବର ସେୟାର କରି ପ୍ରଚାର କରିବାକୁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଏଭଳି କାର୍ଯ୍ୟ ଯୋଗୁଁ ଲୋକମାନେ ସୋସିଆଲ ମିଡିଆରେ ବିରକ୍ତି ହୋଇଛନ୍ତି। ଏଭଳି ପରିସ୍ଥିତିରେ, ମିଥ୍ୟା ଖବର ପ୍ରସାରଣ ପାଇଁ ପୁନମ୍ ପାଣ୍ଡେଙ୍କ ବିରୋଧରେ…

ହଲିଉଡ଼ର ଅଭିନେତା କାର୍ଲ ୱେଦର୍ସଙ୍କ ଦେହାନ୍ତ

ହଲିଉଡ଼ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ନିଜ ଦମଦାର ଅଭିନୟ ପାଇଁ ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା ହଲିଉଡ଼ର ଭେଟେରାନ୍ ଅଭିନେତା କାର୍ଲ ୱେଦର୍ସଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଏନେଇ ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି…

ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ

ପୁଣମ ପାଣ୍ଡେଙ୍କ ପରଲୋକ । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ତାଙ୍କ ଆକସ୍ମିକ ମୃତ୍ୟୁ ଖବର କୁ ନେଇ ବଲିଉଡ଼ରେ ଶୋକ ପ୍ରକାଶ ପାଇଛି । ମାତ୍ର ୩୨ ବର୍ଷ ବୟରେ ସର୍ଭାଇକଲ କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଛି ।  ମଡେଲ-ଆକ୍ଟ୍ରେସ, ଇଣ୍ଟରନେଟ…

ଚର୍ଚ୍ଚାରେ ଶାହିଦ କପୁର

ବଲିଉଡ୍ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ତାଙ୍କର ଆଗାମୀ ଫିଲ୍ମ ‘ତେରି ବାତ୍ ମେଁ ଏସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶଉତ୍ସାହ ଦେଖିବାକୁ ମିଳୁଛି । ଶାହିଦ ମଧ୍ୟ ନିଜ ଫିଲ୍ମର ପ୍ରମୋସନ ପାଇଁ ଚେଷ୍ଟା ଚଳାଇଛନ୍ତି…