Browsing Category

Entertainment

All entertainment related news will be uploaded here

ବିଗ୍ ବସ୍ ସିଜନ ୧୭ ଶୋ’

ବିଗ୍ ବସ୍ ସିଜନ ୧୭ ଶୋ’ ବହୁ ମଜାଦାର ଥିଲା । ଶୋ’ରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ନେଇ ଲୋକମାନଙ୍କ ବ୍ୟକ୍ତିଗତ ସହ ଜଡିତ କିଛି ମାମଲା ସାମ୍ନାକୁ ଆସିଥିଲା । ଏଥିରେ ବିକି ଜୈନ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ଅନ୍ୟପଟେ ମୁନାୱାର ଫାରୁକିଙ୍କ ଉପରେ ଆୟାସା ଖାନ ଅନେକ…

ବଡେ ମିଆଁ ଛୋଟେ ମିଆଁ

ଲିଜ ହୋଇଛି ବଲିଉର ଅପକମିଂ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଟିଜର। ଦମ୍‌ଦାର ଆକ୍ସନ ସାଙ୍ଗକୁ ଡଏଲଗ୍, ଲୋକଙ୍କୁ କରିଛି ଆଟ୍ରାକ୍ଟଏହି ଫିଲ୍ମକୁ ନେଇ ଦର୍ଶକମାନେ ବେଶ୍‌ ଉତ୍ସାହିତ ଥିବା ବେଳେ ମେକର୍ସ ଏବେ ଏହାର ଟିଜର ରିଲିଜ କରିଛନ୍ତି। ୧ ମିନିଟ୍‌ ୩୮ ସେକେଣ୍ଡର ଏହି ଟିଜର୍‌ରେ ଭରପୂର…

ଅଯୋଧ୍ୟାରୁ ନିରାଶ ହୋଇ ଫେରିଲେ ରାମ

ଅଯୋଧ୍ୟାରେ ଅରୁଣ ଗୋବିଲଙ୍କୁ ଦେଖି ଲୋକମାନେ ତାଙ୍କର ଭବ୍ୟ ସ୍ବାଗତ କରିଥିଲେ। କିନ୍ତୁ ଅରୁଣଙ୍କୁ ଅଯୋଧ୍ୟାରୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। କାରଣ ସେ ଅନେକ ଦିନକୁ ଅପେକ୍ଷା କରି ରହିଥିବା ରାମଲଲ୍ଲାଙ୍କୁ ଦର୍ଶନ କରି ପାରିଲେ ନାହିଁ।ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ  ଅରୁଣ…

ହସ୍ପିଟାଲରେ ସୈଫ ଅଲ୍ଲୀ ଖାନ

ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଅଭିନେତାଙ୍କୁ ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୈନିକ ଭାସ୍କରର ରିପୋର୍ଟ ଅନୁଯାୟୀ ତାଙ୍କର ଆଣ୍ଠୁ ଏବଂ କାନ୍ଧରେ ଫ୍ୟାକ୍ଚର ହୋଇଛି । ତାଙ୍କ ଆଣ୍ଠୁରେ…

ଫିଲ୍ମ ‘ଓପେନହାଇମର୍’କୁ ମିଳିଲା ୧୩ଟି ନାମାଙ୍କନ

ଓସ୍କାର ନୋମିନେସନରେ ଓପେନହାଇମର ଓ ବାର୍ବି ଫିଲ୍ମକୁ ସର୍ବାଧିକ ନୋମିନେସନ ମିଳିଛି । ଓପେନହାଇମର ସର୍ବାଧିକ ୧୩ ଟି ନାମାଙ୍କନ ପାଇଥିବା ବେଳେ ଗ୍ରେଟା ଗେରୱିଗଙ୍କ ଚଳଚ୍ଚିତ୍ର ବାର୍ବି ୮ ଟି ନୋମିନେସନ ପାଇଛି। ସେହିପରି ପୁର ଥିଙ୍ଗ୍ସକୁ ୧୧ ଟି, ମାର୍ଟିନ୍ ସ୍କୋର୍ସେସିଙ୍କ ଫିଲ୍ମ କିଲର୍ସ…

ଓସ୍କାର ପୁରସ୍କାରରେ ସାମିଲ ହେଲା ଟୁ କିଲ୍ ଏ ଟାଇଗର

ନୂଆଦିଲ୍ଲୀ:  ଓସ୍କାର ୨୦୨୪ ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି | ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଅନେକ ବର୍ଗରେ ନୋମିନେସନ ତାଲିକା ପ୍ରକାଶ ପାଇଛି | ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ ପାଇଁ ୫ଟି ଚଳଚ୍ଚିତ୍ର ମନୋନୀତ ହୋଇଛି, ସେଥିମଧ୍ୟରୁ ଗୋଟିଏ…

କିଏ ହେବ’ବିଗ୍‌ ବସ୍‌’ ବିଜେତା?

‘ବିଗ୍ ବସ୍ ୧୭’ ଫାଇନାଲ୍ ର ବିଜେତା କିଏ ହେବ? ସମସ୍ତଙ୍କ ମନରେ ଏଇ ଗୋଟାଏ ପ୍ରଶ୍ନ। କାରଣ ଫାଇନାଲ୍‌କୁ ଆଉ ମାତ୍ର ୫ ଦିନ ବାକି ଅଛି। ଜାନୁଆରି ୨୮ ତାରିଖରେ ସୋ’ର ଅନ୍ତିମ ଏପିସୋଡ୍‌ ଦେଖିବାକୁ ମିଳିବ। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଅଙ୍କିତା ଲୋଖଣ୍ଡେ, ମୁନୱର ରାଣା, ମନ୍ନାରା…

ପାରମ୍ପାରିକ ବେଶରେ ଆଲିଆ ଭଟ୍ଟ

ଗତବର୍ଷ ଆଲିଆଙ୍କୁ ଫିଲ୍ମ ‘ଗଙ୍ଗୁବାଇ କାଠିଆବାଡି’ ଲାଗି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ଓ ଏବେ ପୁଣି ତାଙ୍କୁ ସାଉଦି ଆରବର ଏକ ଇଭେଣ୍ଟରେ ଆୱାର୍ଡରେ ସମ୍ମାନିତ କରାଯାଇଛି ।ସୋସିଆଲ ମିଡିଆରେ ଏବେ ଆଲିଆଙ୍କ ଭିଡିଓ ଓ ଫଟୋ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ…

ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ

ଓଡ଼ିଆ ସିନେଜଗତର ଲୋକପ୍ରିୟ ନୃତ୍ୟ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ ଏକ ସଡ଼କ ଦୁର୍ଘଟଣାରେ  ଗୁରୁତର ହୋଇଥିବାର ଖବର ମିଳିଛି। କଟକ ଜିଲ୍ଲା ଚୌଦ୍ୱାରଠାରେ ତାଙ୍କ କାର ଦୁର୍ଘଟଣାଗସ୍ତ ହୋଇଛି। କାରରେ ଥିବା ତାଙ୍କ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି। ଦୁଇ ଜଣଙ୍କୁ ଚିକିତ୍ସା…

ଅନ୍ନପୂର୍ଣ୍ଣି’ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ନୟନତାରା

ଫିଲ୍ମ ଅନ୍ନପୂର୍ଣ୍ଣିକୁ ନେଇ ବିବାଦ ଏବଂ ଏହାକୁ ନେଟଫ୍ଲିକ୍ସରୁ ହଟାଇବା ପରେ ଫିଲ୍ମର ଅଭିନେତ୍ରୀ ନୟନତାରା ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏବଂ ଫିଲ୍ମକୁ ନେଇ ଲୋକଙ୍କ ଆପତ୍ତି ଉଠାଇଛନ୍ତି । ଫିଲ୍ମ ଅନ୍ନପୂର୍ଣ୍ଣି ଜରିଆରେ ଆମେ ଲୋକଙ୍କୁ ଏକ ସକାରାତ୍ମକ ବାର୍ତ୍ତା ଦେବାକୁ…