Trending
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
Browsing Category
Entertainment
All entertainment related news will be uploaded here
ଡିସେମ୍ବର ୭ରେ ବିବାହ କରିବେ ପଲାଶ ମୁଛଲ
ଗାୟକ-ଫିଲ୍ମ ନିର୍ମାତା ପଲାଶ ମୁଛଲ ତାଙ୍କ ପ୍ରଶଂସକଙ୍କ ସହ ପୁଣି ଏକ ଖୁସି ଖବର ଶେୟାର କରିଛନ୍ତି। ଗାୟକ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଙ୍କ ସହିତ ତାଙ୍କ ବିବାହ ବିଷୟରେ ଏକ ବଡ଼ ସୂଚନା ଦେଇଛନ୍ତି। ସ୍ମୃତି ଏବଂ ପଲାଶ ଖୁବ୍ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।
ପଲାଶ ଏବଂ…
ହ୍ୟୁମାନ ମୃତ୍ୟୁ ପରେ ପରିବାର ତରଫରୁ ଗୋଟିଏ ବି ଏତଲା ହୋଇନି
ହ୍ୟୁମାନ ସାଗରଙ୍କ ମୃତ୍ୟୁର ୧୨ ଦିନ ପରେ ଅନେକ ଚର୍ଚ୍ଚା ହେଉଛି । ତାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? । ଅନେକ ମାମଲା ଥାନାରେ ହେଲାଣି । ତାଙ୍କ ପରିବାର ପକ୍ଷରୁ କିଛି କୁହାଯାଉନି । ପ୍ରଶଂସକମାନେ ସୋସିଆଲ ମିଡିଆରେ ରାଗ ଝାଡ଼ୁଛନ୍ତି ।ଯାହା ଫଳରେ ଥମୁନି ବିବାଦ। ମ୍ୟାନେଜର ପପୁ ଓ…
ଆସନ୍ତାକାଲି ଫିଲ୍ମ ଫ୍ରାଇଡ଼େ ପରଦାକୁ ଆସିବ କ୍ରିତି ସାନନଙ୍କ ଫିଲ୍ମ ‘ତେରେ ଇଶ୍କ ମେଁ
ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ମୁକ୍ତିଲାଭ କରିବ କ୍ରିତି ସାନନଙ୍କ ଅପ୍କମିଙ୍ଗ ଫିଲ୍ମ ‘ତେରେ ଇଶ୍କ ମେଁ’। ଫିଲ୍ମରେ ତାଙ୍କ ଅପୋଜିଟରେ ଅଛନ୍ତି ସାଉଥ୍ ସୁପରଷ୍ଟାର୍ ଧନୁଷ । ତେବେ ବୁଧବାର ବାରାଣସୀର ଆଇପି ମଲ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଛି । ଏହା ପରେ କ୍ରିତି ଓ ଧନୁଷ ବାବା…
ଘରୋଇ ହିଂସାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି, ୫୦ କୋଟି କ୍ଷତିପୂରଣ ଦେବାକୁ ଦାବି
ଘରୋଇ ହିଂସାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ସେଲିନା ଜେଟଲି । ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣି କୋର୍ଟଙ୍କ ହେଲେ ଦ୍ୱାରସ୍ଥ । ୫୦ କୋଟି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ହେଲେ ଏସବୁ ମଧ୍ୟରେ ଅଭିନେତ୍ରୀ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଆସନ୍ତୁ ଜାଣିବା ଏହି…
ଜୁବିନଙ୍କ ମୃତ୍ୟୁ ହୋଇନି ତାଙ୍କୁ ହତ୍ୟା କରାଯାଇଛି – ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା
ଆସାମର ପ୍ରଖ୍ୟାତ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଏବେ ଆସାମରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାରି ଭିତରେ ଖୁଲାସା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ସେ କହିଛନ୍ତି ଜୁବିନଙ୍କ ମୃତ୍ୟୁ ହୋଇନି ତାଙ୍କୁ ହତ୍ୟା କରାଯାଇଛି । ଆଉ ଏହି ଘଟଣାରେ ଯେ କେହି ବି ଦାୟୀ ଥିବେ…
ଆରପାରିରେ ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର
ସାରା ଅଭିନୟ ଜଗତ ଆଜି ସ୍ତବ୍ଧ । ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲିଯାଇଛନ୍ତି ଧର୍ମେନ୍ଦ୍ର ନିଜର ଡେୟାରିଙ୍ଗ ନେଚର ପାଇଁ ସବୁଠୁ ଖାସ୍ । ୧୯୭୯ରେ ଫିଲ୍ମ…
ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍
ଗୋଆରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡ଼ିଜ୍’ ପ୍ରଦର୍ଶିତ ହୋଇଛି । ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚାରିଟି ହୃଦୟସ୍ପର୍ଶୀ କାହାଣୀର ସଂକଳନ ସ୍ଥାନ ପାଇଛି । କୋରାପୁଟର ସରଳ ଓ ନିରୀହ…
ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା , ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା
ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା । ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା । ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ । ବିଭିନ୍ନ ସଂଗଠନ ପକ୍ଷରୁ ଉଭୟଙ୍କ ନାଁରେ…
ମାହିକା ଶର୍ମାଙ୍କ ସହିତ ନିର୍ବନ୍ଧ କଲେ ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି । ନତାଶାଙ୍କ ଠାରୁ ଛାଡପତ୍ର ପରେ, ହାର୍ଦ୍ଦିକଙ୍କ ନାମ ଅଭିନେତ୍ରୀ, ମଡେଲ ଏବଂ ଫିଟନେସ୍ କଣ୍ଟେଣ୍ଟ କ୍ରିଏଟର ମାହିକା ଶର୍ମାଙ୍କ ସହ ଯୋଡା ଯାଉଛି। କିଛି ଦିନ ପୂର୍ବରୁ, ଦୁହେଁ ସୁନ୍ଦର ଫଟୋ ସେୟାର…
ଜାଗରଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେଲା ଓଡ଼ିଆ ସିନେମା ‘ପୂୟୋଦକମ୍’
ମୁମ୍ବାଇଠାରେ ଅନୁଷ୍ଠିତ ଜାଗରଣ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ସିନେମା ‘ପୂୟୋଦକମ୍’ ପ୍ରଦର୍ଶିତ ହୋଇଯାଇଛି। ଏଥିରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶିବପ୍ରସାଦ ମହାନ୍ତି, ପ୍ରଯୋଜିକା ଗୁନଗୁନ, ରୀନା ଜେନା, କାର୍ଯ୍ୟକାରୀ ପ୍ରଯୋଜକ ନିର୍ମାଲ୍ୟ କୁମାର, ଖ୍ୟାତି ସମ୍ପନ୍ନ ସାଉଣ୍ଡ ଡିଜାଇନର୍…