Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Entertainment
All entertainment related news will be uploaded here
ଅକ୍ଷୟଙ୍କୁ ପ୍ରଶଂସା
ଆଜିକାଲି ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ସେ ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ଏକ ମହତ୍ କାର୍ଯ୍ୟ କରିଛନ୍ତି। ଏହି ମହତ୍ କାର୍ଯ୍ୟକୁ ଲୁଚାଇବାକୁ ଅନେକ ଚେଷ୍ଟା ସତ୍ତ୍ୱେ ଏହାର ଭିଡିଓ ସାମ୍ନାକୁ ଆସିଛି ଏବଂ ସୋସିଆଲ ମିଡିଆରେ ଏହା…
ରାଗିଲେ ଅଙ୍କିତା
ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ଟିଭି ଇଣ୍ଡଷ୍ଟ୍ରିରେ ସେ ବହୁ ସଫଳତା ହାସଲ କରିଛନ୍ତି। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଯୋଡ଼ି ଭାବେ…
ଶାଢ଼ି ପିନ୍ଧି ହକି ଖେଳିଲେ ତାପସୀ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ତାଙ୍କ ସ୍ୱାମୀ ମାଥିଆସ ବୋଇ(Mathias Boe)ଭାରତୀୟ ବ୍ୟାଡମିଣ୍ଟନ କୋଚ୍ ଭାବେ ଯାଇଥିଲେ । ସ୍ୱାମୀଙ୍କୁ ଉତ୍ସାହିତ କରିବା ପାଇଁ ତାପସୀ ପନ୍ନୁ ନିଜ ଭଉଣୀଙ୍କ ସହ ପ୍ୟାରିସ୍ ପହଂଚିଥିଲେ । ସେଠାରେ ସେ ବହୁତ ଏନଜୟ…
ଅଙ୍କିତାଙ୍କ ରାଗ
ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅଙ୍କିତା ଲୋଖଣ୍ଡେ ଅନ୍ୟତମ। ୨୦୨୧ ଡିସେମ୍ବରରେ ଅଙ୍କିତା ଉଦ୍ୟୋଗୀ ଭିକି ଜୈନଙ୍କୁ ବିବାହ କରିଥିଲେ। ଭିକି ଏବଂ ଅଙ୍କିତାଙ୍କ ଯୋଡ଼ିକୁ ଟିଭି ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଯୋଡ଼ି ଭାବେ ଧରାଯାଇଥାଏ। ବିଭିନ୍ନ ପ୍ରସଙ୍ଗରେ ଉଭୟେ ଏକାଠି…
ଫିଲ୍ମ କାହାଣୀରୁ କମ୍ ନୁହେଁ ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ପ୍ରେମ କାହାଣୀ
ଯେତେବେଳେ ବି ଆମେ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିଙ୍କ ବିଷୟରେ କଥା ହେଉ, ରିତେଶ ଦେଶମୁଖ-ଜେନେଲିଆ ଡି’ସୁଜାଙ୍କ ଚେହେରା ପ୍ରଥମେ ଆସେ। ଦୁହେଁ କେବଳ ପତି-ପତ୍ନୀ ନୁହଁନ୍ତି ବରଂ ଭଲ ବନ୍ଧୁ ମଧ୍ୟ। ସେମାନଙ୍କ ସମ୍ପର୍କର ଉଦାହରଣ ସମଗ୍ର ବଲିଉଡ୍ ଇଣ୍ଡଷ୍ଟ୍ରିରେ ଦିଆଯାଏ। ତେବେ ଖୁବ୍ କମ୍…
ଖାଲି ପାଦରେ ଦୌଡ଼ିଲେ ଜାହ୍ନବୀ
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ‘ଉଲଝ୍ ’ ଚଳଚ୍ଚିତ୍ର ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଜାହ୍ନବୀଙ୍କ ସହ ରୋଶନ୍ ମାଥ୍ୟୁ ଓ ଗୁଲ୍ଶାନ ଦେବେୟା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବିନୀତ ଜୈନଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା…
ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ଅଲ୍ଲୁ ଅର୍ଜୁନ
କେରଳର ୱାୟନାଡ ଜିଲ୍ଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୫୦ ଅତିକ୍ରମ କରିଛି। ୱାୟନାଡର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ହୋଇଥିବା ବେଳେ ୩୫୮ ଜଣଙ୍କର ମୃତ୍ୟୁ ଘଟିସାରିଲାଣି। କେରଳ ସରକାର ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି | ତେବେ ଏହି ବିପତ୍ତି ସମୟରେ କେରଳ…
ମୁହଁ ଖୋଲିଲେ ଐଶ୍ୱର୍ଯ୍ୟା
ଗତ କିଛି ଦିନ ହେବ ଖବର ଆସିଛି ଯେ, ବଚ୍ଚନ ପରିବାରରେ କିଛି ଭଲ ନାହିଁ। ଐଶ୍ୱର୍ଯ୍ୟା ତାଙ୍କ ଝିଅ ଆରାଧ୍ୟାଙ୍କ ସହ ୧୫ ଦିନ ନ୍ୟୁୟର୍କରେ ଥିଲେ । ଏହି ସମୟେjର ଶୁଣିବାକୁ ମିଳିଥିଲା ଯେ ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଛାଡପତ୍ର ଦେବାକୁ ଯାଉଛନ୍ତି । ଏବେ ଐଶ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ…
ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଛନ୍ତି ସନା
ବିଗ୍ ବସ୍ ଓଟିଟି ୩ର ଫାଇନାଲିଷ୍ଟକୁ ନେଇ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଚଳିତ ସିଜିନକୁ ବିଶିଷ୍ଟ ବଲିଉଡ ଅଭିନେତା ଅନିଲ କପୁର ହୋଷ୍ଟ କରିଥିଲେ । କହିରଖୁଛୁ ଏହି ଶୋ’ର ଗୋଟିଏ ଏପିସୋଡ୍ ପାଇଁ ତାଙ୍କୁ ପ୍ରାୟ ୨ କୋଟି ଟଙ୍କା ଫିସ୍ ମିଳିଥିଲା । ବିଗ୍ ବସ୍ ଶୀର୍ଷ ୫ ଜଣ ଫାଇନାଲିଷ୍ଟଙ୍କ…
ବଲିଉଡ ବନାମ ସାଉଥ ଫାଇଟ
ଚଳିତବର୍ଷ ଅନେକ ଭଲ ସିନେମା ରିଲିଜ ହୋଇଛି । ଯାହା ନୂଆ ଟ୍ରେଣ୍ଡ ବି ସୃଷ୍ଟି କରି ପାରିଛି । କିନ୍ତୁ, ଅସଲ ରୋମାଞ୍ଚ ତ ସ୍ୱାଧୀନତା ଦିବ ଦିନ ହେବାକୁ ଯାଉଛି । ଏହି ସ୍ୱାଧୀନତା ଦିବସରେ ସ୍ୱାଧୀନ ଭାବରେ ୫ ଟି ସିନେମା ରିଲିଜ ହେବ । ବକ୍ସ ଅଫିସରେ ଏହି ୫ ଟି ସିନେମା ସୌରମଣ୍ଡଳ ଭଳି ନିଜ ନିଜ…