Browsing Category

Entertainment

All entertainment related news will be uploaded here

ବାପା- ମା ହେଲେ ବଲିଉଡ଼ର ଏହି ଷ୍ଟାର ଦମ୍ପତ୍ତି

ବଲିଉଡ କପଲ ରୁଚା ଚଢା ଏବଂ ଅଲି ଫାଜଲଙ୍କ ଏବେ ଖୁସିର ସୀମା ନାହିଁ। କିଛିଦିନ ହେବ ଅଭିନେତ୍ରୀ ତାଙ୍କ ଗର୍ଭଧାରଣକୁ ନେଇ ଖବରରେ ରହି ଆସୁଥିଲେ। ଏଥି ସହିତ, ବର୍ତ୍ତମାନ ସେ ତାଙ୍କ ଘରେ ଜଣେ ନୂତନ ଅତିଥିଙ୍କ ଆଗମନ ବିଷୟରେ ଏକ ଖୁସି ଖବର ଦେଇଛନ୍ତି। ଏହି ଦମ୍ପତି ନିକଟରେ ଏକ ମ୍ୟାଟରନିଟି…

ଚର୍ଚ୍ଚାରେ ଉର୍ବସୀ

ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବସୀ ରଉତେଲା। ଉର୍ବସୀଙ୍କ ଏକ ପ୍ରାଇଭେଟ୍‌ ଭିଡିଓ ଭାଇରାଲ ହୋଇଛି। ଏହାକୁ ନେଇ ଆଲୋଚନା ଜୋରସୋରରେ ଚାଲିଛି। ଉର୍ବଶୀଙ୍କ ଏକ ବାଥରୁମ ଭିଡିଓ ସୋସିଆଲ ମିଡିଆରେ ଲିକ ହୋଇଛି। ଏଥିରେ ସେ ତାଙ୍କ କୁର୍ତ୍ତା ଓହ୍ଲାଉଛନ୍ତି।ସେଲିବ୍ରିଟି…

ବଡ଼ପରଦାରେ ଏକାଠି ହେବେ

ସିନେମା ‘ସୋଲଜର’ପାଇଁ  ଅଭିନେତା ବବି ଦେୱାଲ ଓ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଖୁବ ଲୋକପ୍ରିୟତା ପାଇଥିଲେ। ନିକଟରେ ରିଲିଜ ହୋଇଥିବା  ସିନେମା ‘ଆନିମଲ’ର ସଫଳତା ପରେ ବବିଙ୍କ କ୍ରେଜ ପୁଣି ଥରେ ଦେଖିବାକୁ ମିଳିଛି। ଏହି କ୍ରମରେ ବବି ଦେୱାଲ ଓ ପ୍ରୀତି ଜିଣ୍ଟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭଲ…

ହାଉସଫୁଲ୍‌ ୫ରେ ନଜର ଆସିବେ ସଞ୍ଜୟ ଦତ୍ତ

ହାଉସଫୁଲ୍‌ ୫ ଚଳଚ୍ଚିତ୍ରରେ ବରିଷ୍ଠ ଅଭିନେତା ସଞ୍ଜୟ ଦତ୍ତ ଅଭିନୟ କରିବାକୁ ଚୁକ୍ତି କରିଛନ୍ତି। ପ୍ରଯୋଜକ ସାଜିଦ ନାଡ଼ିଆଡୱାଲାଙ୍କ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ବ୍ୟତୀତ ଅକ୍ଷୟ କୁମାର, ରିତେଶ ଦେଶମୁଖ ଓ ଅଭିଷେକ ବଚ୍ଚନ ପ୍ରମୁଖ ଅଭିନୟ କରିବେ। ହାଉସଫୁଲ ୫ରେ ସଞ୍ଜୟ ଦତ୍ତ କାମ…

୧୮ ରେ ରିଲିଜ ହେବ ସ୍ତ୍ରୀ -୨ ଟ୍ରେଲର

ରାଜକୁମାର ରାଓ ଓ ଶ୍ରଦ୍ଧା କପୂରଙ୍କ ସିନେମା ‘ସ୍ତ୍ରୀ-୨’ ର ଟ୍ରେଲର ଆସନ୍ତା ଜୁଲାଇ ୧୮ ରେ ରିଲିଜ କରାଯିବ । ଏହାର ଟିଜର ରିଲିଜ ହୋଇ ସାରିଛି । ମାତ୍ର ଏଥିରେ ସିନେମା ବାବଦରେ ବେଶୀ କିଛି ଜଣାଇ ଦିଆଯାଇ ନାହିଁ । ଟ୍ରେଲର ଆସିବା ପରେ ସିନେମାର କାହାଣୀ ଓ ଅନ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ…

ରଜନୀକାନ୍ତଙ୍କ ହାତକୁ ଧରି ଆଲିଙ୍ଗନ କଲେ ଅମିତାଭ

ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନିଙ୍କର ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ବାହାଘର ଧୁମଧାମରେ ସମ୍ପର୍ଣ୍ଣ ‌ହୋଇଯାଇଛି। ଏହି ବିବାହରେ ସାମିଲ ହେବାକୁ ଆସିଥିବା ସମସ୍ତ ଅତିଥିମାନଙ୍କୁ ସ୍ବାଗତ କରିବା ପାଇଁ…

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଙ୍କୁ ନେଇ ଚର୍ଚ୍ଚା

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ଗ୍ରାଣ୍ଡ ୱେଡିଂରେ ଦେଶ ବିଦେଶର ବହୁ କଳାକାର ଓ ସେଲିବ୍ରିଟି ଯୋଗ ଦେଇଥିଲେ। ମୁମ୍ବାଇର ଜିଓ ୱାଲର୍‌ଡ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ଏହି ବିବାହ ଉତ୍ସବରେ ବଚ୍ଚନ ପରିବାର ସମେତ ବଲିଉଡ୍‌ର ବହୁ ତାରକା ସାମିଲ ହୋଇଥିଲେ। ତେବେ ବଲିଉଡ୍‌…

ମା’ ହେବାକୁ ଯାଉଛନ୍ତି କଟ୍ରିନା !

ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌। ଖୁବ୍‌ଶୀଘ୍ର ଅଭିନେତା ବିକ୍କି କୌଶଲ ବାପା ହେବେ। କିଛି ଏଭଳି ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋର ଧରିଛି। ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗ ଦେବାର ଭିଡିଓ ଭାଇରାଲ ହେବା ପରେ କଟ୍ରିନା ମା’ ହେବାକୁ…

ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି

ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ  ଶୁଭ ଆଶୀର୍ବାଦ,  ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ  । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ…

ଓଟିଟିରେ ଡେବ୍ୟୁ କଲେ ରିତେଶ

ଅଭିନେତା ରିତେଶ ଦେଶ୍‌ମୁଖ ଓଟିଟିରେ ଡେବ୍ୟୁ କରିଛନ୍ତି। ଓଟିଟି ପ୍ଲାଟ୍‌ଫର୍ମ ଜିଓ ସିନେମାରେ ତାଙ୍କର ପ୍ରଥମ ୱେବ୍‌ ସିରିଜ ‘ପିଲ୍‌’ର ଷ୍ଟ୍ରିମିଂ ଶୁକ୍ରବାର ଆରମ୍ଭ ହୋଇଛି। ଫିଲ୍ମରେ ରିତେଶ ଜଣେ ଡକ୍ଟରଙ୍କ ଚରିତ୍ରରେ ଅଭିନୟ କରିଥିବାବେଳେ ସେ ଫାର୍ମା ଇଣ୍ଡଷ୍ଟ୍ରିରେ ଚାଲିଥିବା ଅନେକ…