Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Entertainment
All entertainment related news will be uploaded here
୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ ଶେହନାଜ୍ କୌର ଗିଲ୍
ପଞ୍ଜାବର କ୍ୟାଟ୍ରିନା ଭାବେ ବେଶ ଜଣାଶୁଣା ଅଭିନେତ୍ରୀ ଶେହନାଜ୍ କୌର ଗିଲ୍ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ଏକ ବିଶେଷ ଢଙ୍ଗରେ ଅଭିନେତ୍ରୀ ଶେହନାଜଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଭାଇ ଶାହାବାଜ୍ । ଇନଷ୍ଟାଗ୍ରାମରେ ଶାହାବାଜ୍ ଏକ ଭିଡିଓ ସେୟାର କରିଛନ୍ତି । ଶାହାବାଜ୍…
ପାୟଲ ଏବଂ କୃତିକାଙ୍କ ମଧ୍ୟରେ ସମ୍ପର୍କରେ ଫାଟ
ବିଗ ବସ୍ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି ଚଳନ୍ତି। ପାୟଲ ଏବଂ କୃତିକା ମିଶି ଘର ଏବଂ ବ୍ୟବସାୟର ଯତ୍ନ…
ଖଣ୍ଡଗିରି ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କଲେ ଠେଙ୍ଗାପାହାର
ପୁଣି ସୀମା ଟପିଲେ ନିଶା ମହାରଣା, ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । କୋରାପୁଟ ବୈପାରୀଗୁଡା ସଦର ମହକୁମା ଠାରେ ଅନୁଷ୍ଠିତ ହେଉଥିବା ପାର୍ବତୀ ଗଣନାଟ୍ୟର ଯାତ୍ରା ମଞ୍ଚ ଉପରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ…
ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ‘ଅନୁଜା’
ଓସ୍କାର ୨୦୨୫ ପୁରସ୍କାର ଦୌଡ଼ରେ ଭାରତୀୟ ସିନେମାର ପ୍ରତିନିଧିତ୍ବ ‘ଅନୁଜା’ କରିବ। ମିଣ୍ଡି କାଲିଙ୍ଗ, ଗୁନୀତ ମୋଙ୍ଗା ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଦ୍ବାରା ନିର୍ମିତ ଏହି ସିନେମାକୁ ସର୍ବଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ଚଳିତବର୍ଷର ଓସ୍କାର ପୁରସ୍କାର ପାଇଁ…
ହାସ୍ୟ ଅଭିନେତା କପିଲ ଶର୍ମା ଓ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍
ହାସ୍ୟ ଅଭିନେତା କପିଲ ଶର୍ମା ଓ ଅଭିନେତା ରାଜପାଲ ଯାଦବଙ୍କୁ ମିଳିଛି ଧମକପୂର୍ଣ୍ଣ ଇମେଲ୍। ତେବେ ନୃତ୍ୟ ନିର୍ଦ୍ଦେଶକ ରେମୋ ଡିସୁଜା ଏବଂ କଣ୍ଠଶିଳ୍ପୀ ତଥା କମେଡିଆନ୍ ସୁଗନ୍ଧା ମିଶ୍ରଙ୍କୁ ମଧ୍ୟ ଏହି ଧମକ ମିଳିଛି। ମେଲ୍ରେ ଲେଖାଯାଇଛି, ‘‘ଆମେ ତୁମର ସାମ୍ପ୍ରତିକ କାର୍ଯ୍ୟକଳାପ ଉପରେ ନଜର…
‘ବିଗ୍ ବସ୍ ୧୮’ର ବିଜେତା ହେଲେ ଅଭିନେତା କରଣ ବୀର ମେହେରା
ଅପେକ୍ଷାର ଅନ୍ତ ହେଲା । 'ବିଗ୍ ବସ୍ ୧୮'ର ବିଜେତା ହେଲେ ଅଭିନେତା କରଣ ବୀର ମେହେରା । ଶ୍ରେଷ୍ଠ ୬ ଜଣ ଫାଇନାଲିଷ୍ଟଙ୍କୁ ହରାଇ ଟ୍ରଫି ହାତେଇଲେ କରଣ । 'ବିଗ୍ ବସ୍ ୧୮'କୁ ମିଳିଲା ନୂଆ ବିଜେତା । ସର୍ବାଧିକ ଭୋଟ ପାଇ 'ବିଗ୍ ବସ୍ ୧୮' ସିଜିନର ବିଜୟ ମୁକଟ ପିନ୍ଧିଛନ୍ତି କରଣ ବୀର ମେହେରା ।…
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ବିଗ୍ ବସ୍ ୧୮କୁ ମିଳିବ ନୂଆ ବିଜେତା
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆଜି ହେଉଛି ବିଗ୍ ବସ୍ ୧୮ର ଗ୍ରାଣ୍ଡ୍ ଫାଇନାଲ୍ । 'ବିଗ୍ ବସ୍ ୧୮'କୁ ମିଳିବ ନୂଆ ବିଜେତା । ଶୋ' କୁ ବର୍ତ୍ତମାନ ଶ୍ରେଷ୍ଠ ୬ ଜଣ ପ୍ରତିଯୋଗୀ ମିଳିସାରିଲେଣି । ଭିଭିଅନ୍ ଡିସେନା, କରଣଭୀର ମେହେରା, ରଜତ ଦଲାଲ, ଅବିନାଶ ମିଶ୍ର, ଚୁମ୍ ଦାରାଙ୍ଗ ଏବଂ ଇଶା…
ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୁଲିସ
ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଛୁରାମାଡ଼ ଘଟଣାରେ ସନ୍ଦୀଗ୍ଧ ଆକ୍ରମଣକାରୀକୁ ବାନ୍ଧିଲା ମୁମ୍ବାଇ ପୁଲିସର ସ୍ପେସାଲ ଟିମ୍ । ଛୁରାମାଡ଼ରେ ଆହତ ହୋଇ ଲୀଳାବତିରେ ଚିକିତ୍ସିତ ହେଉଛନ୍ତି ସୈଫ୍ । ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ୬ ଥର ଆକ୍ରମଣ କରାଯିବା…
ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ
ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରାଯାଇଛି। ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନରେ ଥିବାବେଳେ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଆକ୍ରମଣ କରିଛି। ୨/୩ ଥର ତାଙ୍କୁ ଛୁରାମାଡ଼ କରାଯାଇଛି। ଘଟଣା ପରେ ସୈଫଙ୍କୁ ସ୍ଥାନୀୟ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ଷତ ସ୍ଥାନରେ ଅପରେସନ…
ଚହଲଙ୍କଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ଦାବି କଲେ ଧନଶ୍ରୀ
ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର ଖବର ସାମ୍ନାକୁ ଆସୁଛି। ଏହାକୁ ନେଇ ଲଗାତାର କଳ୍ପନାଜଳ୍ପନା ଚାଲିଛି। ଏହା ଭିତରେ ଧନଶ୍ରୀ ଚହଲଙ୍କଠାରୁ କେତେ କୋଟି ନେବେ ତାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। କିନ୍ତୁ ଏହା କେତେ ସତ କେତେ ମିଛ ତାହା ଉଭୟ କେହି…