Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Browsing Category
Entertainment
All entertainment related news will be uploaded here
ନିଜ ପରିବାର ସହ ମନ୍ନତ ଛାଡ଼ିବେ ଶାହରୁଖ
ମୁମ୍ବାଇରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ବିଭିନ୍ନ ଐତିହାସିକ ସ୍ଥାନ ସହିତ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ଧନୀକ ବ୍ୟକ୍ତିଙ୍କ ବଡ଼ ବଡ଼ ବଙ୍ଗଳା। ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ବଙ୍ଗଳା ମନ୍ନତ ସେଥିମଧ୍ୟରୁ ଅନ୍ୟତମ। ଲୋକେ ମୁମ୍ବାଇକୁ ବୁଲିବାକୁ ଗଲେ ମନ୍ନତକୁ…
ଆଶାଠାରୁ କମ୍ ଆୟ କରିଥିବା ସିକନ୍ଦରକୁ ବହୁତ କମ ଦାମ୍ରେ କିଣିଛି ନେଟଫ୍ଲିକ୍ସ
ବଲିଉଡର ସିକନ୍ଦର ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ। ତାଙ୍କ ଫିଲ୍ମ ସିକନ୍ଦର ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଏ.ଆର. ମୁର୍ଗଡୋସ୍ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ସାମ୍ନାକୁ ଆସିଛି। ଥିଏଟର ପରେ, ଏହି ଫିଲ୍ମଟି…
ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି , ଜାଣନ୍ତୂ ଏହାର କାରଣ
ଇଦ୍ ଅବସରରେ ବଲିଉଡ଼ ଅଭିନେତା ସଲମାନ ଖାନ ତାଙ୍କ ନୂଆ ଫିଲ୍ମ ‘ସିକନ୍ଦର’କୁ ନେଇ ଚର୍ଚ୍ଚାରେ। ଚଳଚ୍ଚିତ୍ର ମୁକ୍ତିଲାଭ ସହିତ ସଲମାନ ଖାନ ପୁଣି ଥରେ ବିବାଦରେ ଫସିଛନ୍ତି। ଏଥର ବିବାଦର କାରଣ ସାଜିଛି ସଲମାନଙ୍କ ହାତର ଘଣ୍ଟା। ସାରା ଦେଶରେ ସଲମାନଙ୍କ ଘଣ୍ଟା ଚର୍ଚ୍ଚାର ବିଷୟ ପାଲଟିଛି। କେବଳ…
ମୋତେ ଆଉ ଗୋଟିଏ ସୁଯୋଗ ଦିଅନ୍ତୁ – ରଣବୀର
ହାସ୍ୟ ଅଭିନେତା ସମୟ ରାଇନାଙ୍କ ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ଇଣ୍ଡିଆନ୍ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ଦେଖିବାକୁ ମିଳିଥିଲା। ଏହି ସୋ’ରେ ଆହ୍ଲାବାଦିଆ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଆହ୍ଲାବାଦିଆଙ୍କୁ ସମାଲୋଚନା ମଧ୍ୟ…
ପୁଣି ପରଦାକୁ ଆସୁଛି ବଲିଉଡ୍ର ଆକ୍ସନ ମାଷ୍ଟର ଅକ୍ଷୟ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର ‘କେସରୀ ଚାପ୍ଟର ୨
ପୁଣି ପରଦାକୁ ଆସୁଛି ବଲିଉଡ୍ର ଆକ୍ସନ ମାଷ୍ଟର ଅକ୍ଷୟ କୁମାରଙ୍କ ଦମଦାର୍ ଚଳଚ୍ଚିତ୍ର 'କେସରୀ ଚାପ୍ଟର ୨'। ନିକଟରେ ନିର୍ମାତା ଚଳଚ୍ଚିତ୍ରର ଏକ ଛୋଟ ଝଲକ ସେୟାର କରିଥିଲେ ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଥିଲା। ଚଳଚ୍ଚିତ୍ରର ଟିଜର ରିଲିଜ୍ ହେବା ପରେ ଏବେ ଧର୍ମା ପ୍ରଡକ୍ସନ୍…
‘କ୍ରିସ୍-୪’ର ନିର୍ଦ୍ଦେଶନା ଦେବେ ହ୍ରିତିକ୍ ରୋଶନ
‘କ୍ରିସ୍-୪’ ପାଇଁ ହାତ ମିଳାଇଛନ୍ତି ହ୍ରିତିକ୍ ରୋଶନ ଏବଂ ୟଶ୍ ରାଜ ଫିଲ୍ମସ୍। ଏନେଇ ସୂଚନା ପ୍ରଦାନ କରିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ ରାକେଶ ରୋଶନ। ପୂର୍ବରୁ ରାଶେକ ନିଶ୍ଚିତ କରିଥିଲେ ଯେ କ୍ରିସ୍ର ଆଗାମୀ ପ୍ରୋଜେକ୍ଟର ସେ ନିର୍ଦ୍ଦେଶନା ଦେବେ ନାହିଁ। ସେଥିରୁ ପ୍ରଶଂସକ ବୁଝି…
ମେଲବର୍ନରେ ଏକ ଲାଇଭ୍ ଶୋ’ରେ କାନ୍ଦିଲେ ନେହା କକ୍କର
ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି। ସାରା ବିଶ୍ୱରେ ନେହା ଲାଇଭ୍ କନସର୍ଟ କରିଥାନ୍ତି। ହେଲେ ଏବେ ଏକ ଲାଇଭ୍ ଶୋ’ରେ ତାଙ୍କୁ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି ।
ଅଷ୍ଟ୍ରେଲିଆର…
ସଂସଦ ‘ଛାୱା’ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନ କରିବାକୁ ଯାଉଛି, ଦେଖିବେ ପ୍ରଧାନମନ୍ତ୍ରୀ , ଅମିତ…
ଅଭିନେତା ଭିକି କୌଶଲଙ୍କ ଐତିହାସିକ-ଫିଲ୍ଲ 'ଛାୱା' ଦର୍ଶକଙ୍କଠାରୁ ବହୁତ ଭଲପାଇବା ସାଉଁଟୁଛି । ରିଲିଜ୍ ହେବାର ୪୦ ଦିନ ପରେ ମଧ୍ୟ ଫିଲ୍ମଟି ବକ୍ସ ଅଫିସରେ ବିପୁଳ ଲାଭ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ 'ଛାୱା କୁ ପ୍ରଶଂସା କରିଥିଲେ ଏବଂ ଏବେ ସେ ଭିକି କୌଶଲ ଙ୍କ…
ବିବାହ ବନ୍ଧନରେ ଆୟେଶା କପୁର ଓ ଆଡାମ ଓବରୟ
ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନଙ୍କ ବ୍ଲାକ ମୁଭିରେ ଜଣେ ଛୋଟ ଝିଅ ରାଣୀ ମୁଖାର୍ଜୀଙ୍କ ଛୋଟବେଳର ରୋଲ ପ୍ଲେ କରିଥିଲେ। ତାଙ୍କ ନାଁ ହେଲା ଆୟେଶା କପୁର। କୁନି ଝିଅଟି ଦେଖିପାରୁ ନ ଥିଲେ। ତାଙ୍କର ଜବରଦସ୍ତ ଅଭିନୟ ଏବେବି ଲୋକଙ୍କୁ ମନେପଡ଼ିଯାଉଛି ଯେ, ଅଭିନୟ ସେତିକି ହୃଦୟସ୍ପର୍ଶୀ…
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆଙ୍କୁ ଆଇସିୟୁରେ ଭର୍ତ୍ତି
ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ମାଆଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି ଖବର ଶୁଣିବା ପରେ, ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସମସ୍ତେ ଜାଣନ୍ତି ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କ ମାଆଙ୍କୁ ବହୁତ ଭଲ ପାଆନ୍ତି।…