Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Browsing Category
Entertainment
All entertainment related news will be uploaded here
ଖୁବ ଶିଘ୍ର ପରଦାକୁ ଆସିବ ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦାନୀ-୩’
ୟଶ୍ରାଜ୍ ଫିଲ୍ମସ୍ର ସୁପର୍ହିଟ୍ ଫ୍ରାଞ୍ଚାଇଜ୍ ‘ମର୍ଦାନୀ’ ଗତ ୧୦ ବର୍ଷ ଧରି ଦର୍ଶକଙ୍କ ହୃଦୟ ଜିତି ଆସୁଛି। ହିନ୍ଦୀ ସିନେମାର ସବୁଠାରୁ ବଡ଼ ନାରୀକୈନ୍ଦ୍ରୀକ ଫ୍ରାଞ୍ଚାଇଜ୍ କୁହାଯାଉଥିବା ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦାନୀ’ କେବଳ ବ୍ଲକ୍ବଷ୍ଟର୍ ହୋଇ ରହିନାହିଁ, ଦର୍ଶକୀୟ…
ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲଙ୍କ ମୃତ୍ୟୁ , କାରଣ ଅସ୍ପଷ୍ଟ
ପୁଣି ଆସିଲା ଦୁଃଖଦ ଖବର। ସାରା ଦେଶ ଏବେ ପହଲଗାମ୍ ଆକ୍ରମଣକୁ ନେଇ ଶୋକପ୍ରକାଶ କରୁଥିବା ବେଳେ ଲୋକପ୍ରିୟ କଣ୍ଟେଣ୍ଟ କ୍ରିଏଟର ମିଶା ଅଗ୍ରୱାଲଙ୍କ ମୃତ୍ୟୁ ଖବର ଆସିଛି। ଏପ୍ରିଲ ୨୬ ଅର୍ଥାତ୍ ଆଜି ତାଙ୍କର ଜନ୍ମଦିନ ଥିବା ବେଳେ ଏପ୍ରିଲ୍ ୨୪ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ପରିବାର…
ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନୀ ଅଭିନେତା ଫୱାଦଙ୍କ ଶୋକପ୍ରକାଶ ସତ୍ତ୍ବେ ତାଙ୍କ ଫିଲ୍ମର ଗୀତକୁ ୟୁଟ୍ୟୁବରୁ…
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଥିଲେ। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଥିଲେ ଯେ, 'ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ…
ପହଲଗାମ ଆତଙ୍କବାଦୀ ଆକ୍ରମଣ : ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଦୃଢ଼ ନିନ୍ଦା
ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଫୱାଦ ଖାନ ଇନଷ୍ଟାଗ୍ରାମରେ ଶୋକ ପ୍ରକାଶ କରି ଲେଖିଛନ୍ତି, 'ପହଲଗାମରେ ହୋଇଥିବା ଏହି ଜଘନ୍ୟ ଆକ୍ରମଣର ଖବର ଶୁଣି ଗଭୀର ଦୁଃଖିତ। ଆମର ପ୍ରାର୍ଥନା ପୀଡିତ ଏବଂ…
କତାରରେ ନୂତନ ବିଳାସପୂର୍ଣ୍ଣ ଘର କିଣିଛନ୍ତି ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ
ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ବହୁତ ଦିନ ଧରି ଚର୍ଚ୍ଚାରେ ଅଛନ୍ତି। କିଛି ମାସ ତଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଘର ଭିତରେ ପଶି ଅଭିଯୁକ୍ତ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣ ହେବା ପରେ ଚର୍ଚ୍ଚାରେ ଥିବା ସୈଫ୍ ଏବେ ନିଜର ବିଳାସପୂର୍ଣ୍ଣ ଘର କିଣାକୁ ନେଇ…
ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍ଲାଇଟ୍ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ। ନିକଟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁଥିରେ ସେ ତାଙ୍କ ଖରାପ ସମୟ ସହ ଡିପ୍ରେସନକୁ ଚାଲିଯାଇଥିବା…
ଅଖିଳ ଭାରତୀୟ ମୁସଲିମ ଜମାତ ବିଜୟ ଥଲପତିଙ୍କ ବିରୋଧରେ ଏକ ଫତୱା ଜାରି କରିଛି
ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଏବଂ ତମିଝଗା ଭେତ୍ରି କଞ୍ଜଗମର ଅଧ୍ୟକ୍ଷ ବିଜୟ ଥଲପତି ଏକ ନୂତନ ବିବାଦରେ ଫସି ଯାଇଛନ୍ତି। ଅଖିଳ ଭାରତୀୟ ମୁସଲିମ ଜମାତ ଅଭିନେତାଙ୍କ ବିରୋଧରେ ଏକ ଫତୱା ଜାରି କରିଛି ଏବଂ ମୁସଲମାନମାନଙ୍କୁ ତାଙ୍କ ସହିତ ଛିଡା ନ ହେବାକୁ ଅନୁରୋଧ କରିଛି।…
‘ଗଲି ବୟ’ରେ କାମଚଳା ଅଭିନୟ କରିଥିଲେ ଆଲିଆ – କଙ୍ଗନା
ଜାଟ' ଫିଲ୍ମରେ ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କ ଖଳନାୟକ ଭୂମିକା ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି। ଏହି ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଫିଲ୍ମ ପାଇଁ ଚର୍ଚ୍ଚାରେ ଥିବା ରଣଦୀପଙ୍କ ଏକ ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୟାନରେ ସେ ବଲିଉଡ…
କ୍ରିକେଟ ପରେ ଏବେ ଅଭିନୟରେ ଡେବ୍ୟୁ କରିବେ ମହେନ୍ଦ୍ର ସିଂହ ଧୋନି
କ୍ରିକେଟ ପରେ ଏବେ ଅଭିନୟରେ ଡେବ୍ୟୁ କରିବେ ମହେନ୍ଦ୍ର ସିଂହ ଧୋନି । ବଲିଉଡର ନିର୍ଦ୍ଦେଶ-ପ୍ରଯୋଜକ କରଣ ଜୋହରଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ଭିଡିଓକୁ ନେଇ ଏବେ ଏହି ଚର୍ଚ୍ଚା ଆରମ୍ଭ କରିଛି। କରଣ, ଧୋନିଙ୍କର ଏକ ଭିଡିଓ ଇନଷ୍ଟାରେ ସେୟାର କରିଛନ୍ତି, ଯେଉଁଥିରେ ସେ ଧୋନିଙ୍କୁ 'ଲଭର…
ଲଣ୍ଡା ହେଲେ ଅଭିନେତା ପବନ କଲ୍ୟାଣଙ୍କ ଧର୍ମପତ୍ନୀ ଅନ୍ନା ଲେଝନେଭା, ଜାଣନ୍ତୁ କାରଣ
ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣଙ୍କ ଧର୍ମପତ୍ନୀ ଅନ୍ନା ଲେଝନେଭା ଲଣ୍ଡା ହୋଇ ଯାଇଛନ୍ତି।ଅନ୍ନା ତିରୁମାଳା ତିରୁପତି ମନ୍ଦିରରେ କେଶଦାନ କରିଛନ୍ତି। ସୋସିଆଲ ମିଡିଆରେ ଅନ୍ନାଙ୍କ ଲଣ୍ଡା ହେବା ସମୟର ଓ ପରର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ଅନ୍ନା…