Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Browsing Category
Entertainment
All entertainment related news will be uploaded here
ଧମାଲ କରୁଛି ‘ସ୍ତ୍ରୀ୨’
ଫିଲ୍ମ ‘ସ୍ତ୍ରୀ୨’ ସିନେମା ହଲରେ ଧମାଲ କରୁଛି। ଏଥିସହ ରୋଜଗାର ମାମଲାରେ ଇତିହାସ ରଚିଛି। ଏହି ହରର କମେଡି ଫିଲ୍ମ ରିଲିଜର ପୂର୍ବ ଦିନ ବକ୍ସ ଅଫିସରେ ରାଜ କରିଆସୁଛି। ଏହାରି ମଧ୍ୟରେ ଅନେକ ଫିଲ୍ମ ଆସିଛି ହେଲେ ‘ସ୍ତ୍ରୀ୨’ ଭଳି ଫିଲ୍ମ ହଲରେ ଏତେ ଭଳ ରୋଜଗାର କରିନାହିଁ। ବର୍ତ୍ତମାନ ଚତୁର୍ଥ…
ପୁରୁଣା ଭିଡ଼ଓ ଭାଇରାଲ ହେବା ପରେ କଙ୍ଗନା ରଖିଲେ ନିଜ ମତ
ବଲିଉଡ଼ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାଓ୍ବତ ଯେଉଁ ପ୍ରସଙ୍ଗରେ ହେଉନା କାହିଁକି ଖୋଲାଖୋଲି ନିଜର ମନ୍ତବ୍ୟ ଦେଇଥାଆନ୍ତି । ଏହି କାରଣରୁ ତାଙ୍କୁ ଅନେକ ସମୟରେ ଟ୍ରୋଲର ଶିକାର ବି ହେବାକୁ ପଡ଼ିଛି । ଆସନ୍ତା ସେପ୍ଟେମ୍ବର 6 ତାରିଖରେ କଙ୍ଗନାରାଣାୱତ ଅଭିନୀତ ଏମାରଜେନ୍ସି…
ରଣବୀରଙ୍କ ରାଗ
ଏକ ସାକ୍ଷାତକାରରେ ଅଭିନେତା ରଣବୀର କପୁର କ୍ୟାଟ୍ରିନା କାଫେଙ୍କୁ ରାଗିଯାଇ ପାଟି କରୁଥିବାର ନଜର ଆସିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ରେଡିଟ୍ ଦ୍ୱାରା ଶେୟାର କରାଯାଇଥିବା ଭିଡିଓରେ କ୍ୟାଟ୍ ରଣବୀରଙ୍କ ପାଖରେ ବସିଥିବାର ନଜିର ଆସିଛନ୍ତି। ଏହି ସମୟରେ ଆରଜେ ଜଣକ ରଣବୀରଙ୍କୁ…
ଏମ୍ପି କଙ୍ଗନା ରାଣାଓ୍ବତଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ‘ଭାରତ ଭାଗ୍ୟ ବିଧାତା’
ଅଭିନେତ୍ରୀ ତଥା ଲୋକ ସଭା ଏମ୍ପି କଙ୍ଗନା ରାଣାଓ୍ବତ ମଙ୍ଗଳବାର ନିଜର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ମନୋଜ ତାପାଡ଼ିଆଙ୍କର ନିର୍ଦ୍ଦେଶନାରେ ଏବଂ ବବିତା ଆଶିଓ୍ବାଲ ଓ ଆଦି ଶର୍ମାଙ୍କ ପ୍ରଯୋଜନାରେ ନିର୍ମିତ ହେବାକୁ ଥିବା ‘ଭାରତ ଭାଗ୍ୟ ବିଧାତା’ ଫିଲ୍ମରେ ସେ ଅଭିନୟ…
ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି ଭାଇଜାନ
ବଲିଉଡ୍ ଅଭିନେତା ସଲ୍ମାନ ଖାନ୍ ସର୍ବଦା ନିଜର କାର୍ଯ୍ୟ ପ୍ରତିଶ୍ରୁତିକୁ ପାଳନ କରି ଆସିଛନ୍ତି। ଏହାକୁ ସେ ପୁଣି ପ୍ରମାଣିତ କରି ଦେଖାଇଛନ୍ତି। ପିଞ୍ଜରା ହାଡ଼ରେ ଆଘାତ ଥିବା ସତ୍ତ୍ୱେ ମଧ୍ୟ ସଲ୍ମାନ ପୁଣିଥରେ ନିଜର ଆଗାମୀ ଫିଲ୍ମ ‘ସିକନ୍ଦର’ର ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂ ସେଟ୍ରୁ…
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲେ ସୁହାନା ଖାନ; ଫଟୋ ଦେଖି ଲୋକେ କହୁଛନ୍ତି ହାର୍ଟବିଟ୍ ବଢିଯାଉଛି ବଲିଉଡ୍ ବାଦଶାହ ଶାହରୁଖ୍ ଖାନଙ୍କ ରାଜକୁମାରୀ ସୁହାନା ଖାନ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ଇନ୍ଷ୍ଟାରେ ତାଙ୍କର ନୂଆ ଫଟୋ ଶେୟାର କରିଛନ୍ତି। ତାଙ୍କ ଏହି ପଟୋଗୁଡିକ ଭାଇରାଲ୍ ହେଉଛି।…
ଶାଶୁଘରେ ଐଶ୍ୱର୍ଯ୍ୟା
ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବୈବାହିକ ଜୀବନ ମଧ୍ୟରେ ସବୁକିଛି ଠିକ ନ ଥିବା ଚର୍ଚ୍ଚା ହେଉଛି। ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ସାମ୍ନାକୁ ଆସିଛି। ଏସବୁ ଚର୍ଚ୍ଚା ମଧ୍ୟରେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁଘର ଅର୍ଥାତ୍ ଅମିତାଭ ବଚ୍ଚନଙ୍କ ଘର ଜଲସାରେ ପହଞ୍ଚିଥିଲେ। ତାଙ୍କ…
ଅଭିନେତ୍ରୀ ତଥା ନୃତ୍ୟ ନିର୍ଦ୍ଦେଶିକାଙ୍କୁ ନିର୍ମମ ହତ୍ୟା
ସେ ଖୁବ ସୁନ୍ଦର ସହ ଜଣେ ସଫଳ ଅଭିନେତ୍ରୀ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶିକା ଭାବେ କାମ କରୁଥିଲେ। ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢିବା ସହ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ହେଲେ ଅଚନାକ ବନ୍ଦ କୋଠରୀରୁ ତାଙ୍କ…
୪୦୦ ବର୍ଷର ପୁରୁଣା ମନ୍ଦିରରେ ବିବାହ କରିବେ ଆଦିତି
ଖୁବ୍ଶୀଘ୍ର ଅଭିନେତ୍ରୀ ଆଦିତି ରାଓ ହାଇଦରି ନିଜ ଦୀର୍ଘ ଦିନର ପ୍ରେମିକ ତଥା ଅଭିନେତା ସିଦ୍ଧାର୍ଥଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହି ଯୋଡ଼ି ଚଳିତ ବର୍ଷ ମାର୍ଚ୍ଚରେ ଗୁପ୍ତ ଭାବରେ ନିର୍ବନ୍ଧ କରିଥିଲେ। ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ତେଲଙ୍ଗାନାର ୱାନାପର୍ଥି…
ଚର୍ଚ୍ଚାରେ ଦୀପିକାଙ୍କ ଡେଲିଭରୀ ଡେଟ
ଗତ କିଛିଦିନ ହେବ ଗର୍ଭଧାରଣକୁ ନେଇ ଦୀପିକା ପାଦୁକୋନ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ଖୁବ ଶିଘ ରଣବୀର ସିଂହଙ୍କ ସହ ନିଜ ପ୍ରଥମ ଶିଶୁକୁ ଏହି ଦୁନିଆକୁ ସ୍ୱାଗତ କରିବେ । ଏହି ଦମ୍ପତ୍ତି ଫେବୃଆରୀ ୨୦୨୪ରେ ଘୋଷଣା କରିଥିଲେ ଯେ, ସେମାନେ ଚଳିତ ବର୍ଷ ସେପ୍ଟେମ୍ବରରେ ପ୍ୟାରେଣ୍ଟସ କ୍ଲବରେ…