Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Browsing Category
Entertainment
All entertainment related news will be uploaded here
ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ପଞ୍ଜାବୀ ସିଙ୍ଗର ଦିଲଜିତ
ବଲିଉଡ ସହ ସାରା ଦେଶରେ ତାଙ୍କ ଗୀତର ସବୁଠି ଚର୍ଚ୍ଚା। ତାଙ୍କ କନସର୍ଟ ପାଇଁ ଲୋକ ପାଗଳ। ସେ ଆଉ କେହି ନୁହଁନ୍ତି। ଆମେ କହୁଛୁ ପଞ୍ଜାବର ଫେମସ ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କ କଥ। ଦିଲଜିତଙ୍କ ଗୀତ ଫ୍ୟାନମାନଙ୍କ ହୃଦୟକୁ କିଣି ନେଉଛି। ନୂଆବର୍ଷରେ ଦିଲଜିତଙ୍କ ସ୍ବପ୍ନ ପୂରଣ…
ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍ ମଲିକ
ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟକ ଅରମାନ୍ ମଲିକ। ସେ ପ୍ରେମିକା ଆଶ୍ନା ଶ୍ରଫ୍ଙ୍କ ହାତ ଧରିଛନ୍ତି। ଗୁରୁବାର ସକାଳେ ନିଜ ବିବାହର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଅରମାନ୍ ନିଜ ପ୍ରଶଂସକଙ୍କୁ ଖୁସିଖବର ଜଣାଇଛନ୍ତି। ବେଶ ଗୋପନୀୟ ଭାବେ କେବଳ ପରିବାରଲୋକ ଏବଂ ବନ୍ଧୁଙ୍କ…
ଅଲଗା ହେଲେ ବ୍ରାଡପିଟ-ଆଞ୍ଜେଲିନା ଜୋଲି
ହଲିଉଡ ତାରକା ବ୍ରାଡ ପିଟ ଏବଂ ଆଞ୍ଜେଲିନା ଜୋଲି ୮ ବର୍ଷର ଆଇନଗତ ଯୁଦ୍ଧ ପରେ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ହଲିଉଡ ଦମ୍ପତି ସେମାନଙ୍କ ସର୍ତ୍ତାବଳୀ ଶେଷ କରି ଡିସେମ୍ବର ୩୦ରେ ଛାଡପତ୍ର ସର୍ତ୍ତାବଳୀରେ ଦସ୍ତଖତ କରିଥିଲେ। ଅଭିନେତ୍ରୀଙ୍କ ଓକିଲ ଜେମ୍ସ ସାଇମନ କହିଛନ୍ତି, ୮ ବର୍ଷରୁ ଅଧିକ…
‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ପବନ କଲ୍ଯାଣଙ୍କ ପ୍ରତିକ୍ରିୟା
‘ପୁଷ୍ପା-୨’ର ପ୍ରିମିୟର ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହେବାକୁ ନେଇ ବିବାଦରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ବିବାଦ ବଢ଼ୁଥିବା ଦେଖି ଅର୍ଜୁନ, ‘ପୁଷ୍ପା-୨’ର ନିର୍ମାତା ଓ ନିର୍ଦ୍ଦେଶକ ମିଶି ମୃତକଙ୍କ ପରିବାରକୁ ୨କୋଟି ଦେଇଥିବା ବେଳେ ଏବେ ଏହି ଘଟଣାକୁ ନେଇ ସୁପରଷ୍ଟାର…
2024 ମସିହା ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପ ପାଇଁ ନୈରାଶ୍ୟଜନକ , ୭୦୦ କୋଟି ଟଙ୍କାର କ୍ଷତି
୨୦୨୪ ମସିହାରେ, ଏହିପରି ଅନେକ ମାଲାୟାଲମ୍ ଚଳଚ୍ଚିତ୍ର ଆସିଥିଲା ଯାହା ବିଷୟରେ ବହୁ ଆଲୋଚନା କରାଯାଇଥିଲା ଏବଂ ବହୁତ ରୋଜଗାର ମଧ୍ୟ ହୋଇଥିଲା | କିନ୍ତୁ ଯଦି ଆମେ ସାମଗ୍ରିକ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କଥା ହେବା, ତେବେ ୨୦୨୪ ବର୍ଷ ମାଲାୟାଲମ୍ ଚଳଚ୍ଚିତ୍ର ଶିଳ୍ପ ପାଇଁ…
29ରେ ଦର୍ଶକ ଦେଖିବେ ‘ବୋହୂକୁ ଲାଗିଚି ରିଲ୍ସ୍ ଭୂତ’
ସୃଜନ ଫିଲ୍ମସ ବ୍ୟାନରରେ ନିର୍ମିତ ଟେଲି ସିନେମା ‘ବୋହୂକୁ ଲାଗିଚି ରିଲ୍ସ୍ ଭୂତ’ ୨୯ ତାରିଖ ସନ୍ଧ୍ୟା ୬.୩୦ ଟାରେ ଜୀ-ସାର୍ଥକରେ ପ୍ରଦର୍ଶିତ ହେବ। ପ୍ରିୟବ୍ରତ ଗିରିଙ୍କ ନିର୍ଦ୍ଦେଶିତ ଏହି ଛବିର କାହାଣୀ ଲେଖିଛନ୍ତି ସୁଶାନ୍ତ ମଣି। ଏଥିରେ ଋଷିକ ମିଶ୍ର ଏବଂ ନିକିତା ମିଶ୍ର ନାୟକନାୟିକା…
‘ସିକନ୍ଦର’ ଟିଜରର ରିଲିଜ ସ୍ଥଗିତ
ଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଜନ୍ମଦିନରେ ସଲମାନ ଖାନ ଏବଂ ରଶ୍ମିକା ମନ୍ଦନାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିକନ୍ଦର’ର ଟିଜର ଆଜି ମୁକ୍ତିଲାଭ କରିବାର ଥିଲା। ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂଙ୍କ ଦେହାନ୍ତକୁ ଦୃଷ୍ଟିରେ ରଖି ଫିଲ୍ମ ନିର୍ମାତା ଓ ସଲମାନ ଟିଜର ରିଲିଜକୁ…
ମୃତ ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ପୁଷ୍ପାରାଜ
ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବଡ଼ ଘୋଷଣା। ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିବା ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ୨ କୋଟି ଟଙ୍କାର ଆର୍ଥିକ ସହାୟତା ଦେବେ ସେ ଏବଂ ‘ପୁଷ୍ପା’ ଫିଲ୍ମ ନିର୍ମାତା।ଅଭିନେତାଙ୍କ ବାପା ତଥା ଭେଟେରାନ ନିର୍ମାତା ଅଲ୍ଲୁ ଅରବିନ୍ଦ, ଦିଲ…
ପରିବାର ସହ ଖ୍ରୀଷ୍ଟମାସ ପାଳନ କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
ଆଜି ଅର୍ଥାତ୍ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱରେ ଖ୍ରୀଷ୍ଟମାସ ପାଳନ କରାଯାଉଛି | ସମସ୍ତେ ଛୁଟିଦିନକୁ ଉପଭୋଗ କରୁଛନ୍ତି ଏବଂ ନିଜ ପରିବାର ବା ବନ୍ଧୁ ମାନଙ୍କ ସହ ସମୟ କଟାଉଛନ୍ତି | ଅନ୍ୟମାନଙ୍କ ଭଳି ବଲିଉଡ୍ର ସେଲିବ୍ରିଟିମାନେ ମଧ୍ୟ ନିଜ ନିଜ ଶୈଳୀରେ ଏହି ଉତ୍ସବକୁ ପାଳନ କରିଥିବା…
ଅଲ୍ଲୁ ଅର୍ଜୁନଙ୍କୁ ପୋଲିସ୍ର ୪ଘଣ୍ଟା ଜେରା
ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଗତ ୪ ତାରିଖରେ ‘ପୁଷ୍ପା-୨’ ସିନେମାର ପ୍ରିମିୟର ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କର ୮ ବର୍ଷର ପୁଅ ଗୁରୁତର ହୋଇଥିଲେ। ଏହି ମାମଲାରେ ହାଇଦ୍ରାବାଦ ପୋଲିସ ମଙ୍ଗଳବାର ଅଲ୍ଲୁଙ୍କୁ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଜେରା କରିଛି। ତେଲୁଗୁ…