Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Entertainment
All entertainment related news will be uploaded here
ଲୋକେ ତ ଐଶ୍ବର୍ଯ୍ୟା ରାଏଙ୍କ ଭଳି ନାମୀଦାମୀ ଅଭିନେତ୍ରୀଙ୍କୁ ଟ୍ରୋଲ କରିବାରେ ହେଳା କରି ନଥିଲେ- ସ୍ୱରା ଭାସ୍କର
ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ସେହି ନାୟିକାମାନଙ୍କ ମଧ୍ୟରୁ ଜଣେ ଯିଏ ଖୋଲାଖୋଲି ଭାବରେ ନିଜର ମତାମତ ପ୍ରକାଶ କରିଥାଆନ୍ତି। ସ୍ୱରା ଭାସ୍କର ରାଜନୀତିଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସମସ୍ତ ପ୍ରସଙ୍ଗରେ ନିଜର ମତାମତ ଦେଇଥାଆନ୍ତି। ସମ୍ପ୍ରତି ସ୍ୱରା ଭାସ୍କର ମହିଳାଙ୍କ ଶରୀର ସେମିଂ…
ଚୁମ୍ବନକୁ ନେଇ ବିବାଦ
ଗ୍ଲାମର୍ ଓ୍ବାଲ୍ଡରେ ବିବାଦ ସାଧାରଣ କଥା। କେତେବେଳେ ସେଲିବ୍ରିଟିମାନଙ୍କ ବ୍ୟବହାର ପ୍ରଶଂସକଙ୍କ ହୃଦୟ ଜିତିଥାଏ ତ କେବେ ଟ୍ରୋଲିଂର କାରଣ ପାଲଟିଥାଏ। ଏବେ ସେମିତି କିଛି ଉଦିତ ନାରାୟଣଙ୍କ ସହ ଘଟିଛି। ଏକ ଲାଇଭ୍ କନ୍ସର୍ଟରେ ମହିଳା ପ୍ରଶଂସକଙ୍କୁ ଚୁମ୍ବନ ଦେବା ପରେ ତାଙ୍କୁ ଟ୍ରୋଲ…
‘ଦିଦି ନମ୍ବର ୧’ ୮୦୦ ଏପିସୋଡ୍ରେ ପଦାର୍ପଣ କରିଛି
ଜୀସାର୍ଥକରେ ପ୍ରସାରିତ ଲୋକପ୍ରିୟ ସୋ’ ‘ଦିଦି ନମ୍ବର ୧’ କାର୍ଯ୍ୟକ୍ରମକୁ ଦର୍ଶକଙ୍କ ଢେର୍ ଭଲ ପାଇବା ମିଳିଛି। ଏହି ସୋ’ର ପ୍ରସାରଣ ୨୦୨୨ ମଇ ୩୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଦର୍ଶକଙ୍କର ସମର୍ଥନ ପାଇ ଆଗକୁ ବଢ଼ିଥିଲା। ବହୁ ପ୍ରଶଂସା ସାଉଁଟିବା ପରେ ‘ଦିଦି ନମ୍ବର ୧’ ୮୦୦…
ସସ୍ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ
ସବୁଦିନ ଲାଗି ସସ୍ପେଣ୍ଡ ହୋଇଯାଇଛି ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଟୁଇଟର ଆକାଉଣ୍ଟ। ସେ ନିଜେ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ଯୋଗୁ ଏଭଳି ହୋଇଥିବା ସେ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। ଟୁଇଟର ତରଫରୁ ଆସିଥିବା ମେଲ୍ର ସ୍କ୍ରିନଶଟ୍ ଶେୟାର…
ମନରାଜ ଜୱାଣ୍ଡାଙ୍କୁ ବିବାହ କଲେ ରାପର୍ ରଫ୍ତାର୍
ରାପର୍ ରଫ୍ତାର୍ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ନିଶ୍ଚିତ ହୋଇଛି।
ରଫ୍ତାର୍ଙ୍କ ଏହା ଦ୍ୱିତୀୟ ବିବାହ, କାରଣ ସେ…
ଆଜି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଆଞ୍ଜେଲ
ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ପରଦାକୁ ଆସୁଛି। ଏହି ନୂଆ ଚଳଚିତ୍ର ଆଜି ଓଡିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭି କରିବ। ଶନିବାର ଦିନ ୨ଟାରେ ଶ୍ରୀୟା ସିନେମା ହଲରେ ଏହାର ପ୍ରିମିୟର…
ମହାକୁମ୍ଭରେ ବୁଡ଼ ପକାଇଲେ ପୁନମ ପାଣ୍ଡେ
ମୌନୀ ଅମାବାସ୍ୟା ଅବସରରେ ଅଭିନେତ୍ରୀ ପୁନମ ପାଣ୍ଡେ ପ୍ରୟାଗରାଜର କୁମ୍ଭ ନଗରୀରେ ପହଞ୍ଚିଥିଲେ। ମହାକୁମ୍ଭରେ ପହଞ୍ଚିଥିବା ପୁନମ ପାଣ୍ଡେ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ମହାକୁମ୍ଭ ଯିବେ। ସଙ୍ଗମ କୂଳରେ ବୁଡ଼ ପକାଇବା ପରେ, ସେ ଡଙ୍ଗାରେ ବସି କିଛି ସମୟ ବୁଲାବୁଲି ମଧ୍ୟ କରିଥିଲେ। ସେ ଫଟୋ…
ଖୁବଶୀଘ୍ର ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବାକୁ ଯାଉଛି ‘ଲଭ୍ୟାପା’
ରୋମାଣ୍ଟିକ୍ ଓ କମେଡିରେ ଭରପୂର ଫିଲ୍ମ 'ଲଭ୍ୟାପା' ଖୁବଶୀଘ୍ର ଓଟିଟି ପ୍ଲାଟ୍ଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମ ସହିତ ସୁପରଷ୍ଟାର୍ ଆମୀର ଖାନ୍ଙ୍କ ପୁଅ ଜୁନୈଦ ଖାନ୍ ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ମଧ୍ୟ ବଡ଼ ପରଦାରେ ଡେବ୍ୟୁ କରିବେ । ନିକଟରେ 'ଲଭ୍ୟାପା'ର…
୩୨ ବର୍ଷ ବୟସରେ ପାଦ ଥାପିଛନ୍ତି ଅଭିନେତ୍ରୀ ଶେହନାଜ୍ କୌର ଗିଲ୍
ପଞ୍ଜାବର କ୍ୟାଟ୍ରିନା ଭାବେ ବେଶ ଜଣାଶୁଣା ଅଭିନେତ୍ରୀ ଶେହନାଜ୍ କୌର ଗିଲ୍ ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି । ଏକ ବିଶେଷ ଢଙ୍ଗରେ ଅଭିନେତ୍ରୀ ଶେହନାଜଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଭାଇ ଶାହାବାଜ୍ । ଇନଷ୍ଟାଗ୍ରାମରେ ଶାହାବାଜ୍ ଏକ ଭିଡିଓ ସେୟାର କରିଛନ୍ତି । ଶାହାବାଜ୍…
ପାୟଲ ଏବଂ କୃତିକାଙ୍କ ମଧ୍ୟରେ ସମ୍ପର୍କରେ ଫାଟ
ବିଗ ବସ୍ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି ଚଳନ୍ତି। ପାୟଲ ଏବଂ କୃତିକା ମିଶି ଘର ଏବଂ ବ୍ୟବସାୟର ଯତ୍ନ…