Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Category
Entertainment
All entertainment related news will be uploaded here
ଅଗଷ୍ଟ ୧ ରେ ପରଦାକୁ ଆସିବ ‘ଛି ରେ ନନୀ’
ଅଗଷ୍ଟ ୧ ତାରିଖରେ ମୁକ୍ତିଲାଭ କରିବ ନୂଆ ସିନେମା ‘ଛି ରେ ନନୀ’। ଏକ ଭିନ୍ନ ଧରଣର ଲଭଷ୍ଟୋରି ବୋଲି କୁହାଯାଉଥିବା ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ସୁଶାନ୍ତ ମଣି। ସେ ଏହାର କାହାଣୀ ଓ ଚିତ୍ରନାଟ୍ୟ ବି ଲେଖିଛନ୍ତି। ସୁଶାନ୍ତ ମଣି…
‘ୱାର ୨ ର ଟ୍ରେଲର ରିଲିଜ୍
ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଆଗାମୀ ଆକ୍ସନ ଫିଲ୍ମ 'ୱାର ୨' ଘୋଷଣା ହେବା ପରଠାରୁ, ଦର୍ଶକ ଏହାର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି। ଫିଲ୍ମଟି ରିଲିଜ୍ ହେବାକୁ ଆଉ ମାତ୍ର ତିନି ସପ୍ତାହ ବାକି ଥିବା ବେଳେ ଏବେ ଏହାର ବହୁ ପ୍ରତୀକ୍ଷିତ ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଆଜିି ଏହାର…
୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଆହେ ନୀଳଶଇଳ’
ଭାବର ଠାକୁର ସେ । ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି । ଶରଧାରେ କିଛି ଯାଚିଲେ ହାତ ବଢ଼ାଇ ନେଇଯାଆନ୍ତି । ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥ । ଆମ ଇତିହାସ, କଥାକାହଣୀ, ଜନଜୀବନ, ପରମ୍ପରା ସବୁ କିଛି ତାଙ୍କ ବିନା ଅସମ୍ପୂର୍ଣ୍ଣ । ସେଇ…
ମୋ ଜୀବନ ବିପଦରେ ଅଛି – ତନୁଶ୍ରୀ ଦତ୍ତ।
ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ। ନିକଟରେ ସେ କାନ୍ଦି କାନ୍ଦି ଏକ ଭିଡିଓ କରି ତାହାକୁ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ୍ କରିଛନ୍ତି। ତାଙ୍କ କହିବାନୁସାରେ, ୨୦୧୮ ମସିହାର ମିଠୁ ପ୍ରସଙ୍ଗ ପରେ ପରେ ତାଙ୍କୁ ଖୁବ୍ ହଇରାଣ କରାଯାଉଛି। ତାଙ୍କ ଜୀବନ ଏବେ…
ଅଧିକ ବିଳମ୍ବ ହେବା ପୂର୍ବରୁ ମୋତେ ସାହାଯ୍ୟ କରନ୍ତୁ” ବୋଲି ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି ତନୁଶ୍ରୀ
'ମୋତେ ମୋ ଘରେ ହଇରାଣ କରାଯାଉଛି। ବହୁତ ସହିଲିଣି। ଆଉ ହେବନି। ମୋତେ ସାହାଯ୍ୟ କରନ୍ତୁ।' କାନ୍ଦି କାନ୍ଦି ଭିଡିଓରେ ଏଭଳି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ସେ ଦାବି କରିଛନ୍ତି ଯେ, ତାଙ୍କୁ ଗତ ୪-୫ ବର୍ଷ ଧରି ତାଙ୍କ ଘରେ ନିର୍ଯାତନା ଦିଆଯାଉଛି। ଏନେଇ ତାଙ୍କୁ ମଙ୍ଗଳବାର…
ବିନା ଷ୍ଟାରରେ ଧମାଲ କରୁଛି ଟୁରିଷ୍ଟ ଫ୍ୟାମିଲି , ଆୟ 85 କୋଟି
ସାଉସାଉଥ ସିନେମାରେ ଏପରି ଅନେକ ଫିଲ୍ମ ଅଛି ଯାହା ନିର୍ମାତାମାନଙ୍କୁ ସେମାନଙ୍କ ବଜେଟ୍ ଠାରୁ ଅଧିକ ରୋଜଗାର କରି ମାଲାମାଲ କରିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ମହାନ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ଯାହା ୨୦୨୫ ମସିହାରେ ଥିଏଟରରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସରେ ଜବରଦସ୍ତ…
ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେଲା ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
ରାଷ୍ଟ୍ରପତି ଭବନରୁ ଓଡ଼ିଆ ସିନେମା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’ର ସମସ୍ତ କର୍ମକର୍ତ୍ତାଙ୍କୁ ଥିଲା ନିମନ୍ତ୍ରଣ। ନିମନ୍ତ୍ରଣ ପାଇ ଦିଲ୍ଲୀ ଯାଇ ରାଷ୍ଟ୍ରପତିଙ୍କ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ସିନେମାର ସମସ୍ତ କର୍ମକର୍ତା, ପ୍ରଦର୍ଶିତ ନବକଳେବର ସିନେମାକୁ…
ପରଲୋକରେ ଖଳନାୟକ ଫିଶ୍ ଭେଙ୍କଟ୍
ଦକ୍ଷିଣ ସିନେମାରୁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କୋଟା ଶ୍ରୀନିବାସ ରାଓଙ୍କ ପରେ, ଏବେ ବରିଷ୍ଠ ଅଭିନେତା ତଥା ହାସ୍ୟ ଅଭିନେତା ଫିଶ୍ ଭେଙ୍କଟ୍ ଏ ଦୁନିଆରୁ ବିଦାୟ ଦେଇଛନ୍ତି। ମାତ୍ର ୫୩ବର୍ଷ ବସୟରେ ତାଙ୍କର ଦେହାନ୍ତ ହୋଇଛି। କୁହାଯାଉଛି ଯେ, ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ…
ବକ୍ସ ଅଫିସରେ ଧମାଲ ମଚାଇଛି ‘ସୈୟାରା’
ମୋହିତ ସୁରୀ ନିର୍ଦ୍ଦେଶିତ ଏବଂ ଅହାନ ପାଣ୍ଡେ ଓ ଅନୀତ ପଡ୍ଡା ଅଭିନୀତ ବଲିଉଡ ଫିଲ୍ମ ‘ସୈୟାରା’ ରିଲିଜ ପୂର୍ବରୁ ହିଁ ବକ୍ସ ଅଫିସରେ ଧମାଲ ମଚାଇଛି। ଶୁକ୍ରବାର, ୧୮ ଜୁଲାଇ ୨୦୨୫ରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଏହି ରୋମାଣ୍ଟିକ ମ୍ୟୁଜିକାଲ ଡ୍ରାମା, ଯଶରାଜ ଫିଲ୍ମସ (ୱାଇଆରଏଫ) ଦ୍ୱାରା…
ନିଜ ଆପାର୍ଟମେଣ୍ଟ ବିକ୍ରି କଲେ ସଲମାନ
ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇରେ ତାଙ୍କର ଏକ ସମ୍ପତ୍ତି ବିକ୍ରି କରିଛନ୍ତି। ସଲମାନଙ୍କ ଏହି ସମ୍ପତ୍ତି ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା। ସଲମାନଙ୍କ ଏହି ଆପାର୍ଟମେଣ୍ଟର ବିକ୍ରୟ ଏହି ମାସରେ ପଞ୍ଜିକୃତ ହୋଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ମୁମ୍ବାଇର ବାନ୍ଦ୍ରା ୱେଷ୍ଟ ସହରର…