Browsing Category

Education

All education-related news will be uploaded will be uploaded in this page

ସିବିଏସ୍ଇ ବୋର୍ଡ ଏକାଦଶ, ଦ୍ୱାଦଶ ଛାତ୍ରଛାତ୍ରୀମାନେ ମାଗଣାରେ ପଢ଼ିପାରିବେ

ସିବିଏସଇ ପ୍ରିନ୍ସିପାଲଙ୍କୁ ଏନସିଇଆରଟି ଦ୍ୱାରା SWAYAM ପୋର୍ଟାଲରେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ପ୍ରଦାନ କରାଯାଇଥିବା ଅନଲାଇନ୍ କୋର୍ସ ବିଷୟରେ ସୂଚନା ଦେଇଛି ।୧୧ ଟି ବିଷୟ ପାଇଁ ଏନସିଇଆରଟି ୨୮ ଟି କୋର୍ସ ଅଫର୍ କରୁଛି, ଯାହା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତ…

ଗ୍ରାଜୁଏଟଙ୍କ ପାଇଁ ଖୁସି ଖବର

୨୦୨୩-୨୪ ଆର୍ଥିିକ ବର୍ଷର ଚତୁର୍ଥ ତ୍ରୟ ମାସିକରେ ଏହାର ନିଟ୍ ଲାଭରେ ୪୦.୯ ପ୍ରତିଶତ ହ୍ରାସ ହୋଇଥିବା ରିପୋର୍ଟ କରିଛି, ଯାହା ଗଣମାଧ୍ୟମ ଏବଂ ଯୋଗାଯୋଗ ବିଭାଗର ଦୁର୍ବଳତା କାରଣରୁ ଘଟିଛି । ବିଶ୍ଲେଷଣକାରୀ ଆକଳନରୁ ଜଣାପଡିଛି ଯେ, ୪ର୍ଥ ତ୍ରୟ ମାସିକ ପାଇଁ କମ୍ପାନୀ ୬୬୧ କୋଟି ଟଙ୍କାର ନିଟ୍…

ପ୍ରକାଶ ପାଇଲା ମେନ୍ ପରୀକ୍ଷାଫଳ

ଚଳିତ ଜେଇଇ ମେନ୍ ପରୀକ୍ଷାରେ ୧୦୦ ପ୍ରତିଶତ ଏନଟିଏ ସ୍କୋର ହୋଇଥିବା ରେକର୍ଡ କରାଯାଇଛି । ତେବେ ଅନ୍ୱେଷା ଶୁଭମ୍ ପ୍ରଧାନ ଓଡ଼ିଶା ଟପ୍ପା ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ଜେଇଇ ଆଡଭାନ୍ସଡ ପାଇଁ ୨ ଲକ୍ଷ ୫୦ ହଜାର ୨୮୪ ଜଣ ପରୀକ୍ଷାର୍ଥୀ ଯୋଗ୍ୟତା ଅର୍ଜନ କରିପାରିଛନ୍ତି ।ସୂଚନା ଅନୁସାରେ,…

ବାହାରିଲା ନିଯୁକ୍ତି

ଇଣ୍ଡିଆ ପୋଷ୍ଟରୁ ନିଯୁକ୍ତିକୁ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ପ୍ରାର୍ଥୀମାନେ ଅଫଲାଇନ୍ ଆବେଦନ ପୂରଣ କରିପାରିବେ ଏବଂ ଏହାକୁ ନିର୍ଦ୍ଦିଷ୍ଟ ଠିକଣାରେ ପଠାଇ ପାରିବେ ।ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ୧୪ ମଇ…

ଟିସିଏସ୍ର ୱାର୍କ ଫ୍ରମ୍ ହୋମ୍ କର୍ମଚାରୀଙ୍କୁ ବଡ଼ ଝଟକା

ଦେଶର ଅଗ୍ରଣୀ ସଫ୍ଟୱେର୍ କମ୍ପାନୀ ଟିସିଏସ୍ ନିଜର ୱାର୍କ ଫ୍ରମ୍ ହୋମ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛି । କରୋନା ମହାମାରୀ ସମୟରେ ଟିସିଏସର ୱାର୍କ ଫ୍ରମ୍ ହୋମ୍ ନିଷ୍ପତ୍ତି ଏବେ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି ।କମ୍ପାନୀ ଦ୍ୱାରା ଦିଆଯାଇଥିବା ଲଗାତାର ଅଲ୍ଟିମେଟମ୍ ସତ୍ତ୍ୱେ ଅନେକ…

LLB ପରୀକ୍ଷା ରଦ୍ଦ

LLB ଷଷ୍ଠ ସେମିଷ୍ଟରର ପେପର-୧ ପରୀକ୍ଷାକୁ ବାତିଲ କରାଯାଇଛି । ମଧୂସୁଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୋଟ ୨୮ଟି କଲେଜରେ ଏହି ପରୀକ୍ଷାକୁ ରଦ୍ଦ ହୋଇଥିବା ଜଣାଯାଇଛି । ତେବେ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଥିବା ନେଇ ଅଭିଯୋଗ ହୋଇଥିଲା । ତେଣୁ ଏହି ପରୀକ୍ଷାରେ…

ଏପ୍ରିଲ ୨୫ ତାରିଖରୁ ଖରାଦିନ ଛୁଟି

ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତେଣୁ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲରେ ସରକାର ଖରାଦିନ ଛୁଟି  ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୧ ତାରିଖ…

ଏଟିଓ ନିଯୁକ୍ତିକୁ ନେଇ ଜରୁରୀ ସୂଚନା

ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏହି ପଦ ପାଇଁ ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଜାରି ହୋଇଛି ଏକ ଜରୁରୀ…

ଆସୋସିଏଟ୍ ପ୍ରଫେସର ପଦର ଅନଲାଇନ୍ ଆବେଦନ

ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ନିଯୁକ୍ତି ପାଇବାକୁ ଥିବା ଆସୋସିଏଟ୍ ପ୍ରଫେସର ପଦର ଅନଲାଇନ୍ ଆବେଦନ ଅବଧି ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଅନ୍ତିମ ତାରିଖ ଏପ୍ରିଲ ୨୦ ରହିଥିବା ବେଳେ ଏବେ ତାହାକୁ ମେ ମାସ ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି…

ଆସନ୍ତାକାଲି ପ୍ରକାଶ ପାଇବ ପଞ୍ଜାବ ବୋର୍ଡ଼ ୧୦ମ ରେଜଲ୍ଟ

ଏପ୍ରିଲ ୧୮କୁ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପଞ୍ଜାବ ସ୍କୁଲ ଶିକ୍ଷା ବୋର୍ଡ଼(PSEB) ପକ୍ଷରୁ କୌଣସି ଅଧିକାରିକ ସୂଚନା ଦିଆଯାଇନାହିଁ । ଚଳିତ ବର୍ଷ ଫେବୃଆରୀ ୧୩ରୁ ମାର୍ଚ୍ଚ ୬ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଜାବ ବୋର୍ଡ଼ ଦଶମ ପରୀକ୍ଷାରେ ୨ ଲକ୍ଷ ୯୭ ହଜାର…