Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Education
All education-related news will be uploaded will be uploaded in this page
୧୬ ରୁ ଦଶମ ପିଲାଙ୍କ ଖାତା ଦେଖା
ଶେଷ ହୋଇଛି ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଖୁବ୍ ଭଲ ହୋଇଥିବା ପ୍ରକାଶ କରିଛନ୍ତି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ । ପ୍ରଶ୍ନପତ୍ରକୁ ନେଇ ସେମାନେ ମଧ୍ୟ ବେଶ୍ ସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ତେବେ ଦଶମ ବୋର୍ଡ ପରୀକ୍ଷା ୪ ତାରିଖରେ…
ଆଜିଠୁ ମାଟ୍ରିକ ପରୀକ୍ଷା
ଆଜିଠୁ ମାଟ୍ରିକ ପରୀକ୍ଷା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୁଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି। ଆଜିଠୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪…
ତାମିଲନାଡୁରେ ଏନସିସି ଆର୍ମି ୱିଙ୍ଗ ସି-ସ୍ତରୀୟ ସାର୍ଟିଫିକେଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍
ନ୍ୟାସନାଲ କ୍ୟାଡେଟ କର୍ପସ (ଏନସିସି) ଆର୍ମି ୱିଙ୍ଗ ସି ସ୍ତରୀୟ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଖବର ଅନୁଯାୟୀ ତାମିଲନାଡୁରୁ ପ୍ରଶ୍ନପତ୍ର ଲିକ୍ ହୋଇଛି। ଲିକ୍ ହୋଇଥିବା ପ୍ରଶ୍ନପତ୍ର ଗତକାଲି ଏବଂ ଆଜି ସାରା ଦେଶରେ ହେବାକୁ ଥିବା ପରୀକ୍ଷା ସହିତ ଜଡିତ।ଯେତେବେଳେ ପ୍ରଶ୍ନପତ୍ର…
କ୍ୟାମେରା ମାଟ୍ରିକ ପରୀକ୍ଷାର୍ଥିଙ୍କ ଉପରେ ନଜର ରଖିବ
ଆସନ୍ତା ୨୦ ତାରିଖରୁ ମାଟ୍ରିକ ପିଲାଙ୍କ ବୋର୍ଡ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ମାଧ୍ୟମିକ ଶିକ୍ଷା ପରିଷଦ ନିଜର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ପ୍ରସ୍ତୁତ ହୋଇଛି । ତେବେ ଏଥର ପରୀକ୍ଷାର୍ଥୀଙ୍କ ଉପରେ ନଜର ରଖିବା ପାଇଁ AIର ସାହାଯ୍ୟ ନେଉଛି ମାଧ୍ୟମିକ ଶିକ୍ଷା ପରିଷଦ ।…
OSSSC ପକ୍ଷରୁ ଆସିଲା ଅପଡେଟ୍
ଡିସେମ୍ବର ମାସରେ ରାଜ୍ୟ ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ୨୮୯୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଅମିନ, ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ), ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର (ଏଆରଆଇ), ଆଇସିଡିଏସ ସୁପରଭାଇଜର ଓ ପରିସଂଖ୍ୟାନ ଫିଲ୍ଡ…
ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ପ୍ଲସ ଟୁ ଏକଜାମ। । ବିଜ୍ଞାନରେ ପରୀକ୍ଷା ଦେବେ ୧ଲକ୍ଷ ୧୬ ହଜାର ୪୪୭ ଜଣ ଛାତ୍ରଛାତ୍ରୀ। ପ୍ରଥମେ ମାତୃଭାଷା ପେପର ଦେବେ ପରୀକ୍ଷାର୍ଥୀ। କିଭଳି ଦେବେ ପରୀକ୍ଷା? ଏକଜାମ ପାଇଁ କଣ ରହିଛି ନିୟମ? ସେନେଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି ଯୁକ୍ତ ଦୁଇ ପରିଷଦ।ପରୀକ୍ଷା ପାଇଁ…
ଫ୍ରେଶର୍ସଙ୍କ ପାଇଁ ଚାକିରି
ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଭାରତୀୟ ଆଇଟି କମ୍ପାନୀମାନେ ନିଯୁକ୍ତି ଦେବେ । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ…
DEO ପଦର ପ୍ରିମିଲିନାରୀ ପରୀକ୍ଷା ତାରିଖ ଘୋଷ
ଓଡ଼ିଶା ହାଇକୋର୍ଟ ତରଫରୁ ଗତ ଡିସେମ୍ବର ମାସରେ ଜୁନିୟର ଗ୍ରେଡ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ପଦ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଡିସେମ୍ବର ମାସ ୮ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଥିଲା । ତେବେ ଉକ୍ତ ପଦକୁ ନେଇ ଆସିଛି ଏକ ବଡ଼…
ଆଜିର ରାଶିଫଳ
ମେଷ: କୌଣସି କଥାକୁ ନେଇ ମନସ୍ତାପ କରିବେ କିନ୍ତୁ ବନ୍ଧୁ ସମାଧାନ କରିଦେବେ । ବ୍ୟବସାୟରେ ଆଶାନୁସାରେ ଲାଭ ନମିଳିବାରୁ ମନ ଦୁଃଖ ରହିବ । ଛାତ୍ରଛାତ୍ରୀ ଚାକିରି କ୍ଷେତ୍ରକୁ ନେଇ ମନସ୍ତାପ କରିପାରନ୍ତି ।
ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ମାନସମ୍ମାନ ମିଳିବ। ଛାତ୍ରଛାତ୍ରୀ…
ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି
ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି । ଛାତ୍ରଙ୍କୁ ବାର୍ଷିକ ୯ ହଜାର ଟଙ୍କା ମିଳିବାକୁ ଥିବାବେଳେ, ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ମିଳିବ ବୋଲି ସୂଚନା ଦିଆଯାଇଛି । ଯାଜପୁରରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ ଭିକେ…