Trending
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
- ଗୁରୁବାର ପାଇଁ ସରିଲା ରଥଟଣା,ନନ୍ଦିଘୋଷ ରଥ ଚକେ ଗଡ଼ିଲା
Browsing Category
Education
All education-related news will be uploaded will be uploaded in this page
CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ , CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା
CBSE ଦ୍ୱାଦଶ ଶ୍ରେଣୀ ଖାତା ଯାଞ୍ଚ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ! । CBSE ଖାତା ଯାଞ୍ଚ ପୋର୍ଟାଲ୍ ଖୋଲିଲା । ଟେକ୍ନିକାଲ୍ ସମସ୍ୟା ଯୋଗୁଁ ଦିନେ ବିଳମ୍ବ ପରେ ଶେଷରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- CBSE ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଖାତା ଯାଞ୍ଚ ଓ ପୁନଃ-ମୂଲ୍ୟାୟନ…
CUET-UG ୨୦୨୬ ପରୀକ୍ଷା ବିଳମ୍ବକୁ ନେଇ ଆଜି ସାରା ଦେଶରେ ବିବାଦ , ଯାନ୍ତ୍ରିକ ତ୍ରୁଟି”କୁ ଦାୟୀ କଲା ଏନଟିଏ
ଦେଶର ବିଭିନ୍ନ କେନ୍ଦ୍ରରେ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ଅଣ୍ଡରଗ୍ରାଜୁଏଟ୍ (CUET-UG) ୨୦୨୬ ପରୀକ୍ଷା ବିଳମ୍ବକୁ ନେଇ ଶନିବାର ସାରା ଦେଶରେ ବିବାଦ ହୋଇଛି । ପରୀକ୍ଷାରେ ଆୟୋଜନରେ ତ୍ରୁଟିକୁ ନେଇ କେନ୍ଦ୍ର ସରକାର ପୁଣି ଥରେ ରାଜନୈତିକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ।…
ଜୁନ୍ ୧ରୁ ଦ୍ବାଦଶ ପୁନଃମୂଲ୍ୟାୟନ ଛାତ୍ରଛାତ୍ରୀ ଆବେଦନ କରିପାରିବେ : ସିବିଏସଇ
ଦ୍ବାଦଶ ପୁନଃମୂଲ୍ୟାୟନରେ ସ୍ବଚ୍ଛତା ଆଣିବା ପାଇଁ ସିବିଏସଇ ଏକ ବଡ଼ ପଦକ୍ଷେପ ନେଇଛି। ଆସନ୍ତା ଜୁନ୍ ୧ ତାରିଖରୁ ପୋର୍ଟାଲ ଖୋଲିବାକୁ ସିବିଏସ୍ଇ ନିଷ୍ପତ୍ତି ନେଇଛି। ପୋର୍ଟାଲ ମାଧ୍ୟମରେ ପୁନଃ ମୂଲ୍ୟାୟନ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ସିବିଏସଇ ସ୍ପଷ୍ଟ କରିଛି।
ସିକ୍କିମକୁ ପୂର୍ଣ୍ଣ ସାକ୍ଷର ରାଜ୍ୟ ଘୋଷଣା କଲେ ରାଷ୍ଟ୍ରପତି
ସିକ୍କିମ ଏବେ ଦେଶର ପଞ୍ଚମ ପୂର୍ଣ୍ଣ ସାକ୍ଷର ରାଜ୍ୟ ପାଲଟିଛି। ସମାଜରେ ସମସ୍ତଙ୍କ ଲାଗି ଆଜୀବନ ଶିଖିବାର ବୋଧ (ୟୁଏଲଏଲଏଏସ) ପଦକ୍ଷେପରେ ଏହି ସଫଳତା ହାସଲ କରାଯାଇଛି। ଗ୍ୟାଙ୍ଗଟକ ମନନ କେନ୍ଦ୍ରରେ ଅନୁଷ୍ଠିତ ସିକ୍କିମ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ…
OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଓଡ଼ିଶା ସିଭିଲ ସର୍ଭିସ୍ (OCS) ପରୀକ୍ଷା-୨୦୨୪ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ତୋଳଙ୍କପଡ଼ା ଗ୍ରାମର ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କରି ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।…
ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ
ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଯୁକ୍ତ ୩ ନାମଲେଖା ପାଇଁ ଆଜିଠୁ ଆବେଦନ କରିପାରିବେ ଛାତ୍ର ଛାତ୍ରୀ । ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜ ପାଠ୍ୟକ୍ରମରେ ନାମଲେଖା…
ପ୍ରକାଶ ପାଇଲା ଓସିଏସ୍ ପରୀକ୍ଷା ଫଳ,ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତ୍ତକାର୍ଯ୍ୟ
ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ୍ ସର୍ଭିସ ବା ଓସିଏସ୍ ପରୀକ୍ଷା ଫଳ । ୨୦୨୪-୨୫ ଶିକ୍ଷାବର୍ଷରେ ହୋଇଥିବା ପରୀକ୍ଷାର ଆଜି ଫଳ ପ୍ରକାଶ ପାଇଛି । ଏଥିରେ ବୁବୁନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶୋଭନ ମହାନ୍ତି, ତୃତୀୟ ସ୍ଥାନରେ ଜୀତମିତ୍ର ସାହୁ,…
୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷା ବକ୍ରି ଇଦ୍ ପାଇଁ ସ୍ଥଗିତ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି CUET-UG ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୮ ମଇକୁ ହେବାକୁ ଥିବା CUET-UG ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବକ୍ରି ଇଦ୍ ପାଇଁ ଘୁଞ୍ଚିଲା CUET-UG ପରୀକ୍ଷା । ଖୁବ୍ ଶୀଘ୍ର ପ୍ରକାଶ ପାଇବ ନୂଆ ତାରିଖ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା…
ନିଟ୍ ପରୀକ୍ଷାରେ ତ୍ରୁଟି ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ନିଜକୁ ଦାୟୀ କଲେ…
ନିଟ୍ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ହୋଇଥିବା ସ୍ୱୀକାର କରିବା ସହ ୨୨ ଲକ୍ଷ ପରୀକ୍ଷାର୍ଥୀଙ୍କ ମାନସିକ ଚିନ୍ତା ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ନିଟ୍ ପରୀକ୍ଷା ପ୍ରକ୍ରିୟାରେ ସାଲିସ୍ କରାଯାଇଥିଲା।…
OTET 2026 ପାଇଁ ତାରିଖ ପରିବର୍ତ୍ତନ,21 ବଦଳରେ 28 ରେ ହେବ ପରୀକ୍ଷା
ମାଧ୍ୟମିକ ଶିକ୍ଷା ବୋର୍ଡ (BSE), ଓଡ଼ିଶା ଶୁକ୍ରବାର ଦିନ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) 2026 ପାଇଁ ତାରିଖ ପରିବର୍ତ୍ତନ କରିଛି । ତାଙ୍କର ସଦ୍ୟତମ ପ୍ରେସ୍ ବିଜ୍ଞପ୍ତିରେ, BSE, ଓଡ଼ିଶା ସୂଚନା ଦେଇଛି ଯେ ଜୁନ୍ 21 ତାରିଖରେ ହେବାକୁ ଥିବା OTET 2026 ପରୀକ୍ଷା ଜୁନ୍ 28…