Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Browsing Category
Education
All education-related news will be uploaded will be uploaded in this page
ଦଶହରା ଛୁଟି ପରେ ହେବ ପରୀକ୍ଷ
ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍ ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ ପାଇଁ…
ନଭେମ୍ବର ୩ରୁ ଓଜେଏସ୍ ମେନ୍
ଭୁବନେଶ୍ବର: ଏଥର ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି । ଏଥିରେ ଓଡ଼ିଶା ନ୍ୟାୟିକ ସେବା-୨୦୨୩ ମେନ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରିଲିମିନାରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମୋଟ ୬୮୦ଜଣ ପରୀକ୍ଷାର୍ଥୀ ମେନ୍ ଦେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।…
ବଦଳିଲା ସ୍କୁଲ ୟୁନିଫର୍ମ
ବଦଳିଲା ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ । ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ ଛାତ୍ରଛାତ୍ରୀ।ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ୟୁନିଫର୍ମ । ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…
ରେଳବାଇରେ ଚାକିରି ସୁଯୋଗ
ଆରଆରବି ଏକ ବିଜ୍ଞପ୍ତି ଜାରି କରିଛି ଯେ, ଟେକ୍ନିସିଆନ ପଦବୀ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୨ ଅକ୍ଟୋବର ୨୦୨୪ ରେ ପୁନଃ ଆରମ୍ଭ ହେବ ।ସରକାରୀ ବିଜ୍ଞପ୍ତି ଅନୁଯାୟୀ ପଞ୍ଜୀକରଣ ପ୍ରକ୍ରିୟା ଚଳିତ ବର୍ଷ ଅକ୍ଟୋବର ୧୬ ରେ ବନ୍ଦ ହେବ । ଆରଆରବି ନିକଟରେ ଘୋଷଣା କରିଥିଲା ଯେ, ଟେକ୍ନିସିଆନ…
ମାଣ୍ଡିଆ ନେଇପାରେ ଛତୁଆରେ ଜାଗା
ମନ୍ତ୍ରୀଙ୍କୁ ଘାରିଲାଣିି ଛତୁଆ ଚିନ୍ତା । ଆଗକୁ ମାଣ୍ଡିଆ ନେଇପାରେ ଛତୁଆରେ ଜାଗା । ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ । ସବୁଆଡେ…
ବୋର୍ଡ ପରୀକ୍ଷା ଢାଞ୍ଚାକୁ ନେଇ ଏକ ବଡ଼ ପରିବର୍ତ୍ତନ
ଆଗକୁ ଆସୁଛି ମାଟ୍ରିକ ଏବଂ +୨ ପିଲାଙ୍କ ବୋର୍ଡ ପରୀକ୍ଷା । ଏହାପୂର୍ବରୁ ପରୀକ୍ଷା ଢାଞ୍ଚାକୁ ନେଇ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ପରୀକ୍ଷାରେ ଚିଟିଙ୍ଗ କରୁଥିବା ପିଲାମାନଙ୍କୁ ସାବାଡ଼ କରିବା ପାଇଁ ନିଆଯିବ କଡ଼ା ପଦକ୍ଷେପ । ଏଥିପାଇଁ ବୋର୍ଡ ତରଫରୁ ଆଦେଶ ମଧ୍ୟ ଜାରି ହୋଇଛି । ଏହି ନୂଆ…
ନାବାର୍ଡ ପକ୍ଷରୁ ବାହାରିଲା ଚାକିରି
ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚରାଲ ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଗ୍ରୁପ୍-ସି ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ 108 ଟି ପଦବୀ ପୂରଣ ହେବ । ଇଚ୍ଛୁକ ଏବଂ ଯୋଗ୍ୟ…
ଏମଟିଏସ ଏସଏସସି ନିଯୁକ୍ତି ପରୀକ୍ଷା ଆସିଲା ଆଡମିଟ୍ କାର୍ଡ
ମଲ୍ଟି ଟାସ୍କିଂ ଷ୍ଟାଫ୍ (ଏମଟିଏସ୍) ଏବଂ ହାବିଲଦାର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପାଇଁ କର୍ମଚାରୀ ଚୟନ ଆୟୋଗ (ଏସଏସସି) ଆଡମିଟ୍ କାର୍ଡ ଜାରି କରିଛି । ଆଡମିଟ୍ କାର୍ଡଗୁଡିକ ଅନଲାଇନ ମାଧ୍ୟମରେ ଏସଏସସିର ରିଜନ୍ ଭାବରେ ୱେବସାଇଟରେ ଡାଉନଲୋଡ ଡାଉନଲୋଡ୍ ପାଇଁ ଉପଲବ୍ଧ କରାଯାଇଛି…
ବିନା ପରୀକ୍ଷାରେ ହେବେ ସିଲେକ୍ସନ
ରେଲୱେ ରିକ୍ରୁମେଣ୍ଟମେଣ୍ଟ ସେଲ୍ (RRC), ୱେଷ୍ଟର୍ନ ରେଲୱେ (WR) ପଦବୀରେ ନିଯୁକ୍ତି ହେବାକୁ ରହିଥିବା ବେଳେ 5066ଜଣଙ୍କୁ ଚାକିରି ମିଳିବ । RRC WR ଆପ୍ରେଣ୍ଟିସ୍ ନିଯୁକ୍ତି 2024 ପାଇଁ ଆବେଦନ ପ୍ରକ୍ରିୟା 23 ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍…
ବର୍ଷା ଯୋଗୁଁ ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା
ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଯୋଗୁଁ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କେବଳ ପୁରୀ ଜିଲ୍ଲା ନୁହେଁ ଭିଜୁଛି ସାରା ଓଡିଶା। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ…