Trending
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ପଶ୍ଚିମବଙ୍ଗରେ ମତଦାନ: ବାଇକ୍ରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
Browsing Category
Education
All education-related news will be uploaded will be uploaded in this page
ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ
ଆଜି ସ୍ୱାଧୀନତା ଦିବସ ଅବସରରେ କ୍ରୀଡ଼ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ ଯୁକ୍ତ ୨ ଓ ଯୁକ୍ତ ୩ ଅଲଗା ହେବ ବୋଲି ସେ କହିଛନ୍ତି । ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ।…
ଦଶମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ମାଓବାଦୀ
ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଉଛି। ଗତ ଦଶଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ…
ଘୁଞ୍ଚିବନି ଓଟିଇଟି ପରୀକ୍ଷା
ଅଗଷ୍ଟ ୧୭ରେ ହେବ ଓଟିଇଟି ପରୀକ୍ଷା। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଟିଇଟିକୁ ଘୁଞ୍ଚାଇବାକୁ ଦାବି କରାଯାଇଥିବା ବେଳେ ସେ ବାବଦରେ ବୋର୍ଡ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେଇନାହାନ୍ତି । ଏହାଫଳରେ ଗୋଟିଏ ଦିନରେ ଦୁଇଟି ପରୀକ୍ଷା କେମିତି…
ଆସନ୍ତାକାଲିଠାରୁ ନିଟ୍ ୟୁଜି ୨୦୨୪ କାଉନସେଲିଂ
ମେଡିକାଲ କାଉନସେଲିଂ କମିଟି ବା ଏମସିସି ଅଗଷ୍ଟ ୧୪ ବୁଧବାରଠାରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି କାଉନସେଲିଂ ୨୦୨୪ ଆରମ୍ଭ କରିବ। ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଆବେଦନ ଫର୍ମ ଦାଖଲ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ mcc.nic.in ଅଫିସିଆଲ…
ଟପ୍-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ
ଓଭରଅଲ ରାଙ୍କିଂର ଟପ୍ -୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ଆଗରେ ରହିଛି ‘ସୋଆ’। ୬୦.୭୩% ସ୍କୋର୍ ସହ ‘ସୋଆ’ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି। ଏହା ପଛରେ କିଟ୍ ୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ଅଛି। ୩୪ତମ ସ୍ଥାନରେ…
ଆଜି ମେଧା ତାଲିକା ବାହାରିବ
ଆଜି ପ୍ରକାଶ ପାଇବ ବିଇଡି, ବିଏଚ୍ଇଡି ଏବଂ ଏମ୍ଇଡି ନାମଲେଖା ପାଇଁ ମେଧା ତାଲିକା I ସୋମବାର ଅପରାହ୍ଣ ୨ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମେଧା ତାଲିକାରେ ନାମଲେଖା ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ସାମସ ୱେବସାଇଟ ମାଧ୍ୟମରେ ୧୨ରୁ ୧୬ତାରିଖ ଭିତରେ ଅନଲାଇନ ଫି’…
ମହଙ୍ଗା ହେଲା ଏମବିବିଏସର ଫିସ୍
ସରକାରୀ ଏବଂ ବେସରକାରୀ ମେଡିକାଲ୍ କଲେଜର ଫିସ୍ ୫ ପ୍ରତିଶତ ବୃଦ୍ଧି ପାଇଛନ୍ତି । ଏଥି ପାଇଁ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଡିପାର୍ଟମେଣ୍ଟ ପଞ୍ଜାବ ରାଜ୍ୟର ସମସ୍ତ ସରକାରୀ ଓ ପ୍ରାଇଭେଟ୍ ମେଡିକାଲ କଲେଜରେ ଏମବିବିଏସ କୋର୍ସର ଫିସ୍ ୫ ପ୍ରତିଶତ ବୃଦ୍ଧି କରି ଏମବିବିଏସ ଆଡମିସନକୁ…
ଚାକିରି ଦେବା ନାଁ ରେ ଲୁଟିଲେ ଶିକ୍ଷୟିତ୍ରୀ, ଏବେ ଗଲେ ଜେଲ
ଚାକିରି କରାଇ ଦେବା ନାଁରେ ଅର୍ଥ ତୋଷରପାତ କରି ଜଣେ ଶିକ୍ଷୟିତ୍ରୀଙ୍କୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି। ଶିକ୍ଷୟିତ୍ରୀ ଜଣଙ୍କ ଚାକିରି କରାଇଦେବା ନାଁରେ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ବେଳେ ଠକାମିର ଶିକାର ଜଣେ ଯୁବତୀ ଶେଷରେ ଘସିପୁରା ଥାନାରେ ଲିଖିତ ଅଭିଯୋଗ…
ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ମନା କଲେ ସୁପ୍ରିମକୋର୍ଟ
ଆସନ୍ତା ୧୧ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବାକୁ ଯେଉଁ ଆବେଦନ କରାଯାଇଥିଲା, ତାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ଜଷ୍ଟିସ ମନୋଜ ମିଶ୍ର ଏବଂ ଜଷ୍ଟିସ ଜେ.ବି.ପାର୍ଦିୱାଲାଙ୍କୁ ନେଇ ଗଠିତ ତିନିଜଣିଆ ପୀଠ…
ସେପ୍ଟେମ୍ବର ୯ରୁ ସିଜିଏଲ ପରୀକ୍ଷା
ଆସନ୍ତା ସେପ୍ଟେମ୍ବର ୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ଏହି ପଦରେ ଆବେଦନ କରିଥିବା ପ୍ରାର୍ଥୀମାନେ ନିୟମିତ ଭାବେ ଏସଏସସିର ୱେବସାଇଟ ପରିଦର୍ଶନ କରିବାକୁ କୁହାଯାଇଛି ।ସୂଚନାଯୋଗ୍ୟ ଯେ, ମୋଟ ୧୭,୭୨୭ଟି ପଦ ପୂରଣ ପାଇଁ ଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…