Trending
- ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ- ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ
- ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
Browsing Category
Defence
News related to Ministry of Defence (GOI)
ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର ,ଆଜି ଏହି ବିମାନ ଆସିବ କେରଳରେ
ଭାରତ ଆସୁଛି କୁଏତ ଅଗ୍ନିକାଣ୍ଡର ୪୫ ଜଣ ମୃତକଙ୍କ ଶରୀର । ଗତକାଲି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ମୃତକଙ୍କ ଶରୀରକୁ ଭାରତ ଅଣାଯାଉଛି । ଆଜି ଏହି ବିମାନ ଆସି କେରଳରେ ପହଂଚିବ । ଏଥିପାଇଁ କେରଳ ବିମାନବନ୍ଦରରେ ଅନେକ ଗୁଡିଏ ଆମ୍ବୁଲାନ୍ସ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି ।…
SSB ଜାରି କଲା ଆଡମିଟ୍ କାର୍ଡ
କିଛି ମାସ ତଳେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଓଡ଼ିଶା, ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ମୋଟ ୬୦ଟି, ସିଏଚଏସଇ ଓଡ଼ିଶାରେ ୨୮ଟି ଓ ବିଏସଇ…
ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଉପେନ୍ଦ୍ର ଦ୍ୱିବେଦୀ
ଭାରତୀୟ ସେନାର ନୂଆ ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଜୁନ୍ ୩୦ରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ଉପେନ୍ଦ୍ର ଦ୍ୱିବେଦୀ। ପରମ ବିଶିଷ୍ଠ ସେବା ପଦକ ଏବଂ ଅତି ବିଶେଷ ସେବା ପଦକରେ ସମ୍ମାନିତ ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ ବର୍ତ୍ତମାନ…
ଭାରତୀୟ ସେନାରେ ବମ୍ପର ନିଯୁକ୍ତି
ଭାରତର ଯବାନ ଭାବରେ ଦେଶ ସେବା କରିବା ପାଇଁ ଇଚ୍ଛୁକ ଯୁବକମାନଙ୍କ ପାଇଁ ବମ୍ପର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଟ୍ରିକ କିମ୍ବା ଦ୍ୱାଦଶ ପାସ୍ କରିଥିବା ପିଲାମାନଙ୍କ ପାଇଁ ସରକାରୀ ଚାକିରିର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଭାରତୀୟ ସେନାରେ ନିଯୁକ୍ତି ପାଇବାର ଏକ ବଡ଼ ସୁଯୋଗ…
ଅଗ୍ନିବୀର ପାଇଁ ଚୟନ ହେବେ ପ୍ରାର୍ଥୀ
ଆସନ୍ତା ଜୁଲାଇ ୨ରୁ ୬ ତାରିଖ ପର୍ଯ୍ୟନ୍ତ ଅଗ୍ନିବୀର ଯୋଜନାରେ ପ୍ରାର୍ଥୀ ଚୟନ କରାଯିବ । ଏଥିରେ ରାଜ୍ୟର ୧୦ରୁ ୧୨ଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀମାନେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଏ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ…
ଭାରତୀୟ ବାୟୁସେନାର ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
ଭାରତୀୟ ବାୟୁସେନାର ଏକ ସୁଖୋଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ମହାରାଷ୍ଟ୍ରର ନାଶିକରେ ଏହି ଦୁର୍ଘଟଣା ଘଟିଛି। ନାଶିକ୍ ରେଞ୍ଜ୍ ସ୍ପେଶାଲ୍ ଇନ୍ସପେକ୍ଟର ଜେନେରାଲ୍ ଡି ଆର କରାଲେ କହିଛନ୍ତି ଯେ ସୁଖୋଇ ସୁ -30 ଏମକେ ବିମାନର ପାଇଲଟ୍ ତଥା ସହ-ପାଇଲଟ୍ ସୁରକ୍ଷିତ ଭାବେ ବାହାରକୁ…
ଜୁନିୟର ଆସିଷ୍ଟାଣ୍ଟ ପ୍ରିଲିମ୍ସ ପରୀକ୍ଷା ତାରିଖ ଘୋଷଣା କଲା SSB
ଓଡ଼ିଶା ଓ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ)ରେ ନିଯୁକ୍ତି ପାଇବାକୁ ଥିବା ଜୁନିୟର ଆସିଷ୍ଟାଣ୍ଟ ପଦକୁ ନେଇ ଆସିଛି ବଡ଼ ଅପଡେଟ୍ । ଜୁନ ମାସ ୧୯ତାରିଖ (ବୁଧବାର) ଦିନ ଏହି ପଦର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, ଜୟପୁର ଓ ସମ୍ବଲପୁର ଏହି…
ନୌସେନା ଅଗ୍ନିବୀର ବିଜ୍ଞପ୍ତି
ଭାରତୀୟ ନୌସେନା ଅଗ୍ନିବୀର ଭର୍ତ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଭାରତୀୟ ନୌସେନା ଦ୍ୱାରା ଅଗ୍ନିବୀର (MR) – 02/2024 ବ୍ୟାଚ୍ ତଥା ଅଗ୍ନିବୀର(SSR) – 02/2024 ବ୍ୟାଚରେ ଭର୍ତ୍ତି ପାଇଁ ଆବେଦନ ପ୍ରକିୟା ଆରମ୍ଭ କରିଛି । ଆଜିଠାରୁ ଏହି ବିଭାଗ ପ୍ରତି ପ୍ରାର୍ଥୀ ଆବେଦନ…
ନୌସେନାରେ ସୁବର୍ଣ୍ଣ ସୁଯୋଗ
ଭାରତୀୟ ବାୟୁସେନାରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଯୁବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତୀୟ ନୌସେନା ଏହାର ଅଗ୍ନିବୀର SSR ଏବଂ MR ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି । ଅବିବାହିତ ପୁରୁଷ ଏବଂ ମହିଳା ଏହି ପଦବୀ ପାଇଁ ଅଫିସିଆଲ ୱେବସାଇଟ୍ joinindiannavy.gov.in କୁ ଯାଇ ଆବେଦନ…
ଆଜିର ରାଶିଫଳ
ମେଷ: କୌଣସି କଥାକୁ ନେଇ ମନସ୍ତାପ କରିବେ କିନ୍ତୁ ବନ୍ଧୁ ସମାଧାନ କରିଦେବେ । ବ୍ୟବସାୟରେ ଆଶାନୁସାରେ ଲାଭ ନମିଳିବାରୁ ମନ ଦୁଃଖ ରହିବ । ଛାତ୍ରଛାତ୍ରୀ ଚାକିରି କ୍ଷେତ୍ରକୁ ନେଇ ମନସ୍ତାପ କରିପାରନ୍ତି ।
ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ମାନସମ୍ମାନ ମିଳିବ। ଛାତ୍ରଛାତ୍ରୀ…