Browsing Category

Culture

ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା: ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି।କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍କ ୬୦ହଜାର ପୁତ୍ର ମୃତ୍ୟୁ ବରଣ…

ଆଜିଠୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆଜିଠୁ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅସ୍ଥାୟୀ ରାସ୍ତାରେ ଚାଲିଚାଲି ଯାଇ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ କରିପାରିବେ । ତେବେ ଆସନ୍ତା ମକର ସଂକ୍ରାନ୍ତିଠାରୁ ପୀଠ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅସ୍ଥାୟୀ ରାସ୍ତାକାମ ଶୀଘ୍ର ସରିଯାଇଥିବା ବେଳେ ଆଗୁଆ…

ସହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମହାମହିମ ରାଷ୍ଟ୍ରପତି

୭୬ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୱାର ମେମୋରିଆଲରେ ପହଞ୍ଚି ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ୩ ସେନାର ମୁଖ୍ୟ ମଧ୍ୟ ଏଠାରେ ପହଞ୍ଚି ବୀର ଜବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।ଏହା

ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ୍

ପୂଜା ପଣ୍ଡା ଓ ବଡୁ ନିଯୋଗ ଆଲୋଚନା ପରେ ବାହାରିଲା ସମାଧାନର ରାସ୍ତା। ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ଚାଲିଛି । ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ପୂଜା ପଣ୍ଡା ଓ ବଡୁ ନିଯୋଗର ବିବାଦ ଯୋଗୁ ୨ ଦିନ ଧରି ଅଖିଆ ଓ ଅପୂଜା ଥିଲେ

 ଶୈବପୀଠ ଗୁଡ଼ିକରେ ଜଳଲାଗି ପାଇଁ କାଉଡିଆଙ୍କ ଲମ୍ବା ଲାଇନ୍

ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବ ମନ୍ଦିର । ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ରସଲଗଡ଼ ଠାରୁ ଶୈବଭକ୍ତଙ୍କ ଲମ୍ବାଲାଇନ ଆଜି ସକାଳୁ ଦେଖିବାକୁ ମିଳିଥିଲା । ସେହିପରି ଆଠଗଡର ବାବା ଧବଳେଶ୍ୱରଙ୍କ ପୀଠରେ

ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଜଳାଭିଷେକ କଲେ ଶ୍ରଦ୍ଧାଳୁ

ଶ୍ରାବଣ ମାସର ପ୍ରଥମ ସୋମବାରେ ଶିବଙ୍କ ଠାରେ ଜଳଲାଗି କରିଛନ୍ତି ହଜାର ହଜାର ଶିବଭକ୍ତ । ବାବା ଧବଳେଶ୍ବରଙ୍କ ପୀଠରେ ଶିବଙ୍କ ପୂଜାର୍ଚ୍ଚନା କରି ମନସ୍କାମନା ପୂରଣ ପାଇଁ ଭକ୍ତମାନେ ଜଳାଭିଷେକ କରିଛନ୍ତି । ସେହିପରି ଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ସକାଳୁ ଧାଡିରେ ଯାଇ ଜଳାଭିଷେକ

ସିଂହଦ୍ବାରରେ ଲାଗିଲା ବଡ଼ ଠାକୁରଙ୍କ ରଥ

ବଡ଼ ଦାଣ୍ଡରେ ଚାଲିଛି ରଥଟଣା । ଗୁଣ୍ଡିଚାମନ୍ଦିରରୁ ଶ୍ରୀମନ୍ଦିର ଯାଉଛନ୍ତି ମହାପ୍ରଭୁ । ପ୍ରଥମେ ବଡ଼ ଠାକୁରଙ୍କ ରଥକୁ ଶ୍ରଦ୍ଧାଳୁମାନେ ଟାଣିନେଇଛନ୍ତି ଶ୍ରୀମନ୍ଦିର ପର୍ଯ୍ୟନ୍ତ । ମା ଶୁଭଦ୍ରାଙ୍କ ରଥ ଅଧାବାଟରେ ରହିଛି । ସେପଟେ ପ୍ରଭୁ ଜଗନ୍ନାଥଙ୍କ ରଥ ମଧ୍ୟ ଟଣାଯାଉଛି । ତିନି ରଥରେ

ବିବାଦୀୟ ‘କାଳୀ’ ପୋଷ୍ଟର୍‌ ପାଇଁ କ୍ଷମାପ୍ରାର୍ଥନା କଲା କାନଡା ସଂଗ୍ରହାଳୟ

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ଚଳଚ୍ଚିତ୍ର ନିର୍ମାତ୍ରୀ ଲୀନା ମଣିମେକଲାଇଙ୍କ ନିର୍ଦେଶିତ ଏକ ପ୍ରାମାଣିକ ଚଳଚ୍ଚିତ୍ରର ପୋଷ୍ଟର ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନାର ସରବ୍ୟ ହେବା ପରେ ବିବାଦୀୟ ପୋଷ୍ଟର ପାଇଁ କ୍ଷମା ପ୍ରାର୍ଥନା କରିଛି କାନାନା ସଂଗ୍ରହାଳୟ । ‘ଅଣ୍ଡର୍‌