Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Culture
ମହାପ୍ରଭୁ ଜଗନ୍ନାଥଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କଲେ ଭକ୍ତ
ଗୁଜରାଟର ଜଣେ ଭକ୍ତ ମହାପ୍ରଭୁଙ୍କୁ ୧.୭୫ କେଜି ସ୍ୱର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ଦୈନିକ ବେଶରେ ଲାଗୁଥିବା ସୁବର୍ଣ୍ଣ ଚିତା ବା ତିଲକ ଦୁଇଟି ଶ୍ରୀମନ୍ଦିର ପ୍ରଶାସନକୁ ସେ ଦାନ କରିଛନ୍ତି। ଦାନ କରିଥିବା ପ୍ରାୟ ୧ କେଜି ୭୫ ଗ୍ରାମ ଓଜନ ସୁନାର ମୂଲ୍ୟ ପ୍ରାୟ ୭୫ଲକ୍ଷ ଟଙ୍କା ହେବ।…
ନୂଆ ବର୍ଷରେ କରନ୍ତୁ ଏହି ୫ଟି କାମ
ଚଳିତ ବର୍ଷ ୨୦୨୩ ଶେଷ ହେବା ପାଇଁ ବହୁତ କମ୍ ଦିନ ବାକି ରହିଛି । ତେବେ ନୂଆ ବର୍ଷର ସ୍ୱାଗତ କରିବା ପାଇଁ ସବୁ ଲୋକ ନୂଆ ନୂଆ ଯୋଜନା କରୁବାକୁ ଲାଗିଛନ୍ତି । ସବୁ ଲୋକ ଚାହଁଥାନ୍ତି ଯେ ନୂଆ ବର୍ଷର ପ୍ରଥମ ଦିନଟି ତାଙ୍କର ଭଲ ଏବଂ ସୁଖମୟ ହେଉ ବୋଲି । ପ୍ରାୟତଃ ଲୋକ ନୂଆ ବର୍ଷର ଆରମ୍ଭ ମନ୍ଦିର…
ଧନୁ ସଂକ୍ରାନ୍ତିରେ କରନ୍ତୁ ଏହି ଉପାୟ
ଗ୍ରହ ଏବଂ ନକ୍ଷତ୍ରମାନଙ୍କ ମଧ୍ୟରେ ରାଜା ସୂର୍ୟ୍ୟ ପ୍ରତି ମାସରେ ତାଙ୍କର ରାଶି ପରିବର୍ତ୍ତନ କରିଥାନ୍ତି । ଯାହାକୁ ଆମେ ସଂକ୍ରାନ୍ତି ବୋଲି କହିଥାଉ । ତେବେ ଚଳିତ ମାସରେ ସୂର୍ୟ୍ୟ କର୍କଟ ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିବେ । ଏହି ଦିନ ଧନୁ ସଂକ୍ରାନ୍ତି ଭାବରେ ବେଶ ଜଣାଶୁଣା ।…
ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି
ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି । ପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ ତଥା ବଡ ଝିଲି, ଦରସୁଆ ବଡ଼ି, ଦରସୁଆ ଝିଲି, ବଡ଼ବଡା, କାକେରା, ଅମାଲୁ, ନଳୀ, ଏଣ୍ଡୁରି, ମୁଗେଇ, ଚଢ଼େଇ ନଦା, ଲଡ଼ୁ, ଗଜା, ଗଇଁଠା, ମଣ୍ଡା ଓ ଖଇର ଚୁଳ ଭଳି ଖାଦ୍ୟ ମହାପ୍ରଭୁଙ୍କ…
ମୂଷା କହୁଛି ଜୟ ଜଗନ୍ନାଥ
ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ । ମୂଷା ପାଟିରୁ ଜୟଜଗନ୍ନାଥ ଶୁଣି ଚମକି…
କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ
ନୂଆଦିଲ୍ଲୀ: କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ । ଭତ୍ତା ପ୍ରସଙ୍ଗରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ସମାଧାନ ହେଉନି । ଯେଉଁମାନେ ଦେଶର ଅସ୍ମିତା ବଞ୍ଚାଇ ରଖିଛନ୍ତି ସେମାନଙ୍କ ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି କିନ୍ତୁ କାର୍ଯ୍ୟକାରୀ ହୋଇପାରୁନି…
ଆଜିଠୁ ଦେବ ଦୀପାବଳି
ଶ୍ରୀମନ୍ଦିରରେ ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ସହିତ ଦୀପ ଦାନ କରିଥାନ୍ତି । ଦ୍ୱିପହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସନ୍ଧ୍ୟାଧୁପ ପରେ ତିନୋଟି ମହାଦ୍ଵୀପ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପକୁ ଉଠିବା ସହ…
ଶୁକ୍ରବାର ଦିନ କଣ କରିବେ ନାହିଁ ?
ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ମା’ଲକ୍ଷ୍ମୀଙ୍କୁ ଖୁସି କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଧନର ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ସର୍ବୋତ୍ତମ ଦିନ ହେଉଛି ଗୁରୁବାର । କିନ୍ତୁ ଶୁକ୍ରବାର ଦିନ ମଧ୍ୟ ମା’ ଲକ୍ଷ୍ମୀଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । ଯେଉଁମାନେ ଶୁକ୍ରବାର ଦିନ…
ପୋଢ଼ୁଆଁ ହେବେ ମହାପ୍ରଭୁ
ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ପରିବାରର ଜ୍ୟେଷ୍ଠ ସନ୍ତାନର ଦୀର୍ଘାୟୁ କାମନା କରି ଷଷ୍ଠୀ ଦେବୀଙ୍କର ପୂଜା କରାଯିବ । ଘରେ ଘରେ ଏଣ୍ଡୁରି ପିଠା ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଁଙ୍କର ଶୁଭ ମନାସାଯିବ । ସେପେଟ…
ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ମଧ୍ୟାନ୍ନ ଧୂପ ଉଠିବାପରେ ଦଇତାପତିମାନେ…