Browsing Category

Culture

ହୋଲିରେ କେଉଁ ଦେବତାଙ୍କୁ ପୂଜା କଲେ ମିଳିବ ଏହି ସଂକଟରୁ ମୁକ୍ତି

ଚଳିତ ବର୍ଷ ୨୫ ମାର୍ଚ୍ଚକୁ ରଙ୍ଗର ପର୍ବ ହୋଲି ପାଳନ କରାଯାଉଛି । ହୋଲିରେ ଦେଶର ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା ଦେବୀ ଦେବତାଙ୍କୁ ପୂଜା କରିବାର ବିଧାନ ରହିଛି । ଏହିଦିନ ହୋଲିକା ଦହନ ବି କରାଯାଇଥାଏ । ସମସ୍ତେ ଏହି ହୋଲିକା ଦହନ ଦେଖିବା ଉଚିତ । କାରଣ ଏହା ଦେଖିବା ଦ୍ୱାରା ମଣିଷ ମଧ୍ୟରୁ…

ଆଜି ସ୍କନ୍ଦ ଷଷ୍ଠୀ ବ୍ରତ

ଦକ୍ଷିଣ ଭାରତରେ ଅତି ମହତ୍ତ୍ୱପୂର୍ଣ୍ଣ ପର୍ବ ସ୍କନ୍ଦ ଷଷ୍ଠୀ ବ୍ରତ ପ୍ରତ୍ୟେକ ମାସର ଶୁକ୍ଳ ପକ୍ଷର ଷଷ୍ଠୀ ତିଥିରେ କରାଯାଏ । ଯାହା ହେଉଛି ଆଜି । ସ୍କନ୍ଦ ଷଷ୍ଠୀ ବ୍ରତ ଭଗବାନ ଶିବ ଏବଂ ମାଆ ପାର୍ବତୀଙ୍କ ବଡ ପୁତ୍ର କାର୍ତ୍ତିକଙ୍କୁ ସମର୍ପଣ କରାଯାଏ । ଦକ୍ଷିଣ ଭାରତରେ କାର୍ତ୍ତିକେୟଙ୍କୁ…

୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ ଅବସରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେଥିପାଇଁ ୩ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ…

ଚଇତି ପର୍ବ ପାଇଁ ପ୍ରସ୍ତୁତି

କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀ ଠାକୁରାଣୀଙ୍କ ପ୍ରସିଦ୍ଧ ଚଇତିପର୍ବ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଦେବୋତ୍ତର ବିଭାଗର ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ତି ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଧାସଳଖ ଉପସ୍ଥିତ ଲୋକଙ୍କ ମତାମତ…

ମୁଖ୍ୟଦ୍ୱାରରେ ଶୁଭ କଳସ ରଖୁଛନ୍ତି କି? 

ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକରି ଯିବାଦ୍ୱାରା କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ସ୍ଥାପନ କରିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା ନିୟମ ରହିଛି, ଜାଣିରଖନ୍ତୁ… *ମୁଖ୍ୟ ଦ୍ୱାରର ବାମପଟେ ଶୁଭ…

ବଡ଼ ଦେଉଳୁ ଖସିଲା ପଥର

 କଳିଯୁଗ ଶେଷ ବିଷୟରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି। ଯାହା…

ହୁଳହୁଳି ହରିବୋଲରେ ଉଛୁଳିଲା ଗଗନପବନ

ପବିତ୍ର ମହାଶିବରାତ୍ରି ପାଇଁ ଲୋକାରଣ୍ୟ ହୋଇଥିଲା ଏକାମ୍ର କ୍ଷେତ୍ର। ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଗୁରୁବାର ରାତି ପାଖାପାଖି ଗୋଟାଏରୁ ଶ୍ରଦ୍ଧାଳୁମାନେ ଧାଡ଼ିରେ ଛିଡ଼ା ହୋଇଥିଲେ। ଭୋର୍‌ ୩ଟାରେ ଖୋଲିଥିଲା ମନ୍ଦିର। ପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା…

ଆଜି ମହାଶିବରାତ୍ରି

ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ଭାବରେ ପ୍ରସିଦ୍ଧ। ଏହି ତିଥିରେ, ଦିନରେ ଉପବାସ ଏବଂ ରାତିରେ ଉଜାଗର ରହି ବ୍ରତପାଳନ କରାଯାଏ। ଏ ନେଇ ଅନେକ ବ୍ରତକଥା ଓଡ଼ିଆରେ ଅଛି। ସେଥିମଧ୍ୟରୁ ଦୁଇଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ସୂଚାଏ, ନ ଜାଣି ବ୍ରତବିଧି ପାଳନ କଲେ ଯେପରି…

ଶେଷ ପ୍ରର୍ଯାୟରେ ଶୈବପିଠ

ଆସନ୍ତା କାଲି ମହାଶିବରାତ୍ରୀ । ଏନେଇ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି। ତେବେ ସମସ୍ତ ନୀତିକାନ୍ତିକୁ ଠିକ୍‌ ସମୟରେ ସୁଚାରୁ ରୂପେ କିପରି କରାଯିବ, ସେନେଇ ଗତକାଲି ଏକ ବୈଠକ ବସିଥିଲା। ଶିବରାତ୍ରୀ ଦିନ ରାତି ୧୦ରେ ମହାଦୀପ ଉଠିବ ବୋଲି ବୈଠକରେ…

ଆଜି ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଶରେ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ। ଶ୍ରୀବଳଭଦ୍ର…