Browsing Category

Culture

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି

ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି ।…

ଚୈତ୍ର ମଙ୍ଗଳବାରର ତୃତୀୟ ପାଳି , ମହାସରସ୍ବତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରାତାରିଣୀ

ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହୋଇ ଉଠିଛି । ମା’ଙ୍କ ଦର୍ଶନ କରିବା ନିମନ୍ତେ ମଧ୍ଯରାତ୍ରରୁ ପୀଠରେ ଭକ୍ତଙ୍କ ଭିଡ଼ ଲାଗିରହିଛି ।…

ଶ୍ରୀମନ୍ଦିର ଠାରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଖୋଳାଯାଇ ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଜିପିଆର ସର୍ଭେ ହୋଇଥିଲା। ତେବେ ଏହି ରିପୋର୍ଟରେ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଏହାର ମଠ ଖୋଳାଗଲା ସେତେବେଳେ ମାଟିତଳୁ ଗଙ୍ଗବଂଶ ସମୟର କୀର୍ତ୍ତିରାଜିର ସନ୍ଧାନ ମିଳିଥିଲା। ଦୁଇଟି ଭଗ୍ନ ସିଂହ…

ପିପିଲି ନୂଆଶାସନ ପାଟଣା ସାହିର ରାଧା ମୋହନ ମନ୍ଦିରରୁ ଚୋରି

ପିପିଲିରେ ମନ୍ଦିରରୁ ଚୋରି । ରାଧା କୃଷ୍ଣଙ୍କୁ ବି ଛାଡିଲେନି ଚୋର । ୧୦୦ ବର୍ଷର ପୁରୁଣା ମନ୍ଦିରରେ ପଶି ଲୁଟିନେଲେ ଅଳଙ୍କାର । ପୁରୀ ଜିଲ୍ଲା ପିପିଲି ନୂଆଶାସନ ପାଟଣା ସାହିର ରାଧା ମୋହନ ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ।  ରୁପା ମୁକୁଟ, ସୁନା ଚୁଡ଼ି, ପିତଳ ସିଂହାସନ,ରୁପା ହଣ୍ଡା ଆଦି…

ଆଜି ଇଦ୍,ରଙ୍ଗୀନ ଆଲୋକମାଳାରେ ଝଲସୁଛି ମସଜିଦ

ଆଜି ଇଦ୍ । ଚଳଚଞ୍ଚଳ ମସଜିଦ । ରଙ୍ଗୀନ ଆଲୋକମାଳାରେ ଝଲସୁଛି । ଜମିଛି ଭିଡ଼ । ସମୂହ ନମାଜ ପାଠ ପାଇଁ ବିଭିନ୍ନ ସ୍ଥାନରେ ମସଜିଦ ଓ ଇଦଗାରେ ଭିଡ଼ । ମୁସଲମାନମାନେ ନମାଜ ପାଠ ସହ ପରସ୍ପର ପରସ୍ପରକୁ ଇଦର ଶୁଭେଚ୍ଛା ଜଣାଉଛନ୍ତି । ମାସକର ରୋଜା ପରେ ମୁସଲମାନମାନେ ଆଜି ଇଦ ମନାଉଛନ୍ତି । ଇଦ୍…

ଆସନ୍ତା ୨୫ ତାରିଖ ରେ ହେବ ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି

ଆସନ୍ତା ୨୫ ତାରିଖ ଅର୍ଥାତ୍ ବୁଧବାର ହେବ ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି। ତା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ମାହେନ୍ଦ୍ର ବେଳା ମାର୍ଚ୍ଚ ୨୫ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ୧୨.୦୯ ରୁ ୧.୪୫ ମଧ୍ୟରେ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି। ଭିଡିଓଗ୍ରାଫି, ଫଟୋଗ୍ରାଫି, 3D…

ଆଜି ଠୁ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ: ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମା’ ଦୁର୍ଗା

ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଗୁରୁବାର ମା’ କନକ ଦୁର୍ଗା ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ…

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି,୪ଘଣ୍ଟା ବନ୍ଦ ରହିବ ଦର୍ଶନ

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ୪ଘଣ୍ଟା ବନ୍ଦ ରହିବ ଦର୍ଶନ। ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ନୀତିକାନ୍ତି ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ ଦର୍ଶନ। ସର୍ବସାଧାରଣ ଦର୍ଶନ ବନ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଗୁପ୍ତ ନୀତି…

ରବିବାର ସାଙ୍ଗକୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ।  ରବିବାର ସାଙ୍ଗକୁ ସଂକ୍ରାନ୍ତି ପଡୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଭିଡ଼ ଏତେ ଥିଲା ଯେ ସିଂହଦ୍ୱାର ଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ଲାଇନ ଲାଗିଥିଲା ।  ଭକ୍ତମାନେ…

୧୯ ମାର୍ଚ୍ଚରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି , ଆସନ୍ତୁ ଜାଣିବା ଦେବୀ ଦୁର୍ଗାଙ୍କ ନଅ ଟି ନାମ

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ଦେବୀ ମାତାଙ୍କ ଭକ୍ତମାନେ ବର୍ଷସାରା ଏହି ପବିତ୍ର ପର୍ବକୁ ଅପେକ୍ଷା କରନ୍ତି । ଚୈତ୍ର ନବରାତ୍ରି ମଧ୍ୟ ହିନ୍ଦୁ ନବବର୍ଷର ଆରମ୍ଭକୁ ଚିହ୍ନିତ କରେ । ଏହି ନଅଟି ପବିତ୍ର ଦିନରେ, ଭକ୍ତମାନେ ଦୁର୍ଗାଙ୍କ ନଅଟି ରୂପର ପୂଜା କରନ୍ତି…