Browsing Category

Business

All business-related news will news will upload

୧୯.୭୨ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୯,୭୨,୨୪୮ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହୋଇଛି। ୨୦୧୩-୧୪ରେ ହୋଇଥିବା ୭,୨୧,୬୦୪ କୋଟି ଟଙ୍କା ତୁଳନାରେ ଏହା ୧୭୩ ପ୍ରତିଶତ ଅଧିକ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସୂଚନା ଅନୁସାରେ ମୋଟ ଘରୋଇ ଉତ୍ପାଦକୁ ପ୍ରତ୍ୟକ୍ଷ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନର ଆଇଏଚ୍‌ଆଇ କର୍ପୋରେସନ ସିଇଓ

ଭୁବନେଶ୍ବର: ଏସିଏମ୍‌ଇ କ୍ଲିନ୍ ଏନର୍ଜି ଲିମିଟେଡ୍‌ ଜାପାନର ଆଇଏଚ୍‌ଆଇ କର୍ପୋରେସନ ସହ ମିଶି ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବା ପାଇଁ ଆଲୋଚନା କରିଛନ୍ତି। ଏଥିପାଇଁ ଉଭୟ କମ୍ପାନି ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ…

ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼

ପ୍ରଥମ ଥର ଭାରତୀୟ ଷ୍ଟକ୍ ମାର୍କେ ହଂକଂକୁ ପଛରେ ପକାଇ ଦେଇଛି । ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ସୋମବାର ୪.୩୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି, ହଂକଂ ପାଇଁ ଏହି ସଂଖ୍ୟା ୪.୨୯ ଟ୍ରିଲିୟନ୍ ଥିଲା । ଏହା ସହିତ ଭାରତ…

ଅର୍ଥନୀତିକୁ ଶକ୍ତି ମିଳିବ

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆଧ୍ୟାତ୍ମିକ ଓ ଧାର୍ମିକ ଦୃଷ୍ଟିରୁ ଯେତିକି ଗୁରୁତ୍ବପୂର୍ଣ୍ଣ, ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ସେଭଳି ଏକ ମହତ୍ବପୂର୍ଣ୍ଣ ଘଟଣା ହେବାକୁ ଯାଉଛି। ରାମ ମନ୍ଦିର ପ୍ରଭାବରେ ସାରା ଦେଶର ଅର୍ଥନୀତିକୁ ବହୁ ବଡ଼…

LIC ଲଞ୍ଚ କଲା ନୂଆ ପ୍ଲାନ

ଏକ ନୂତନ ପ୍ରେସ ବିଜ୍ଞପ୍ତିରେ LIC ଏହି ନୂତନ ଯୋଜନା ବିଷୟରେ ସୂଚନା ଦେଇଛି। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ LIC Jeevan Section ୨ ହେଉଛି ଏକ ଅଣ-ଲିଙ୍କ୍ ଏବଂ ଅଂଶଗ୍ରହଣକାରୀ ଯୋଜନା। ଏହି ଯୋଜନା ସୋମବାର ଠାରୁ ଉପଲବ୍ଧ ହେବ। ଏହାର ଅର୍ଥ ସୋମବାର ଠାରୁ ଏହି ଯୋଜନା କ୍ରୟ…

ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା

ଭୁବନେଶ୍ବର: ବିମାନ ସଂଯୋଗୀକରଣରେ ଓଡ଼ିଶା ଦେଶରେ ଶ୍ରେଷ୍ଠ । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ-୨୦୨୪ରେ ଓଡ଼ିଶାକୁ ଏକ ନମ୍ବର ମାନ୍ୟତା । ରାଜ୍ୟରୁ ଅନ୍ୟ ରାଜ୍ୟକୁ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ସ୍ଥାନ ହାତେଇଛି । ଫଳରେ ଦ୍ରୁତଗତିରେ ଗମନାଗମନର ସୁବିଧା…

ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ରର ମଞ୍ଜୁରୀ

ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ରର ମଞ୍ଜୁରୀ ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ତ୍ୱରିତ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ କେନ୍ଦ୍ରର…

ନୂଆ ୩-ଚକିଆ ମାଲବାହୀ ଯାନ

ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ କମ୍ପାନିର ଭିପି-ସେଲ୍‌ସ ରାଜୀବ ବର୍ମା ତାହାକୁ ଉନ୍ମୋଚନ କରିଥିଲେ। ଏହି ଗାଡ଼ିରେ ୧୧.୮ କେଡବ୍ଲୁଏଚ୍‌ର ବ୍ୟାଟେରି ରହିଛି ଯାହାକୁ ଥରେ ଚାର୍ଜ କଲେ ୧୮୩ କିଲୋମିଟର ଯାତ୍ରା କରିବ। ଭୁବନେଶ୍ବର ଓ କଟକରେ ଏହାର ଏକ୍ସ ସୋ’ରୁମ୍ ଦାମ୍ ୩,୯୭,୮୩୩ ଟଙ୍କା…

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ

ପୁଣି ବଦଳିଲା କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ନିୟମ। କାରଣ ଜାନୁଆରୀ ୩୧ ସୁଦ୍ଧା କେଓ୍ବାଇସି ପୂରଣ ନକଲେ, ଅକାମୀ ହୋଇଯିବ ଫାସଟ୍ୟାଗ । ଧୀରେ ଧୀରେ ବିବାଦକୁ ଆସୁଥିବା ୱାନ୍ ଭେଇକିଲ ୱାନ୍ ଫାସଟ୍ୟାଗ୍ ଅଭିଯାନରେ ଏକାଧିକ ଫାସଟ୍ୟାଗ୍ ହୋଇଯିବ କଳାତାଲିକାଭୁକ୍ତ। ଏହାକୁ ନେଇ ଏବେଠାରୁ…

ପେନ୍ସନ୍ ସିଷ୍ଟମ୍ ରେ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ

ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଜାତୀୟ ପେନ୍ସନ୍ ସିଷ୍ଟମ୍ ଅଧୀନରେ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ଆଣିଛି। PFRDA ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନୂତନ ନିୟମ ଫେବୃଆରୀ ୧, ୨୦୨୪ ରୁ କାର୍ଯ୍ୟକାରୀ ହେବ। NPS ର ନୂତନ ନିୟମ ଅନୁଯାୟୀ,…