Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ଜିଏସ୍ଟି ଠକେଇରେ ୯୯% ବୃଦ୍ଧି
୨୦୨୨-୨୩ ଆର୍ଥିକ ବର୍ଷରେ ଡିଜିଜିଆଇ ୧,୦୧,୩୫୪ କୋଟି ଟଙ୍କାର ୪,୮୭୨ ଜିଏସ୍ଟି ଠକେଇ ମାମଲା ଠାବ କରିଥିଲା। ସେଥିରୁ ଟିକସଦାତାମାନେ ନିଜ ଆଡ଼ୁ ୨୦,୭୧୩ କୋଟି ଟଙ୍କା ପଇଠ କରିଥିଲେ। ଏହି ବର୍ଷ ୯୨ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ…
ଆକର୍ଷଣୀୟ ଅଫର
ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ ଅପରପକ୍ଷରେ ଓଡ଼ିଶାର ବୟନିକା…
ଷ୍ଟେସନ ବାହାରେ ମିଳିବ ଶସ୍ତା ଚାଉଳ- ଅଟା
ସୋସିଆଲ ମିଡ଼ିଆରେ କେତେକ ଭିଡିଓ ଦେଖିବାକୁ ମିଳିଥାଏ। ଯେଉଁଥିଲେ କିଛି ମହିଳା ମୁମ୍ବାଇ ଲୋକାଲ ଟ୍ରେନରେ ସିଟ୍ ଉପରେ ବସି ପନିପରିବା କାଟୁଛନ୍ତି। ବାସ୍ତବରେ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଭଳି ସହରରେ ଲୋକଙ୍କ ପାଖରେ ସମୟ ବହୁତ କମ୍ ଥାଏ। ସେମାନଙ୍କୁ ଘରୁ ଅଫିସ ଏବଂ ଯାତ୍ରା…
ପୋର୍ଟାଲରେ ଆଇଟିଆର ଫର୍ମ ଉପଲବ୍ଧ
୨୦୨୩-୨୪ ଆର୍ଥିକ ବର୍ଷ ଏବଂ ମୂଲ୍ୟାଙ୍କନ ବର୍ଷ ୨୦୨୪-୨୫ ପାଇଁ ଆୟକର ରିଟର୍ନ ଦାଖଲ କରିବାର ପ୍ରକ୍ରିୟା ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି। ଗତ ଚାରି ଦିନ ମଧ୍ୟରେ ୨୩,୦୦୦ ଆୟକର ରିଟର୍ନ ଦାଖଲ କରାଯାଇଛି। ଆୟକର ବିଭାଗ ସୂଚନାନୁସାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ ସହ ଜଡିତ…
ଭାରତ ଧନୀ ତାଲିକାର ଶୀର୍ଷରେ ମୁକେଶ
ଆମେରିକାର ବ୍ୟବସାୟଭିତ୍ତିୟ ପତ୍ରିକା ‘ଫୋର୍ବସ’ ପକ୍ଷରୁ ‘ଫୋର୍ବସ ବିଶ୍ବସ୍ତରୀୟ ଧନୀ ତାଲିକା-୨୦୨୪’ ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ ବିଶ୍ବସ୍ତରରେ ନବମ ସ୍ଥାନରେ ଥିବା ବେଳେ ଭାରତ ଓ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି…
ପାଇଲଟ୍ ସଙ୍କଟ, ଯାତ୍ରୀ ହଇରାଣ
ବିମାନ ସେବା କ୍ଷେତ୍ରରେ ଏକ ବଡ଼ ସଙ୍କଟ ଦେଖାଦେଇଛି ଯାହାର ପ୍ରଭାବରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ସ ଭିସ୍ତାରାର ବିମାନଗୁଡ଼ିକର ଉଡ଼ାଣ ଅହେତୁକ ବିଳମ୍ବ ହେବା ଏବଂ ହଠାତ୍ ବାତିଲ ହେବା ଭଳି ଘଟଣା ଯୋଗୁଁ…
ମାର୍ଚ୍ଚରେ ଜିଏସଟି ସଂଗ୍ରହ
ମାର୍ଚ୍ଚ ୨୦୨୪ରେ ଜିଏସଟି ଆଦାୟ ୨୦୨୩ ମାର୍ଚ୍ଚ ତୁଳନାରେ ୧୧.୫ ପ୍ରତିଶତ ବୃଦ୍ଧି ପାଇଛି । ମାସିକ ଜିଏସଟି ଆଦାୟରେ ଏହା ହେଉଛି ଦ୍ୱିତୀୟ ସର୍ବୋଚ୍ଚ ସ୍ତର । ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଜିଏସ୍ ଟି ଆଦାୟ ୨୦.୧୪ ଲକ୍ଷ କୋଟି ଟଙ୍କା ରହିଛି, ଯାହା କି ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ…
ଭାରତୀୟ ଶେୟାର ବଜାର
ଏପ୍ରିଲ ପ୍ରଥମ ସପ୍ତାହର ପ୍ରଥମ ଦିନରୁ ଭାରତୀୟ ଶେୟାର ବଜାର ଏକ ଶକ୍ତିଶାଳୀ ଆରମ୍ଭ କରିଛି ଏବଂ ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ବଜାର ଖୋଲିବା ମାତ୍ରେ ୭୪,୧୦୧ ର ଏକ ଉଚ୍ଚ ସ୍ତରରେ ପହଞ୍ଚିଛି। ବଜାର ଖୋଲିବାର ୨୦ ମିନିଟ୍ ମଧ୍ୟରେ, ସେନ୍ସେକ୍ସ ଏବଂ…
ଶସ୍ତାରେ ମିଳିବ LPG ଗ୍ୟାସ ସିଲିଣ୍ଡର
ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି । ଏହାସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ହୋଇଛି । ଆସନ୍ତା ନିର୍ବାଚନ…
ଘର ତିଆରି କରିବା ଆହୁରି ସହଜ!
ଆପଣ ଘର ତିଆରି କରିବାର ସ୍ୱପ୍ନ ଦେଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ ସମୟ କାରଣ ମାର୍ଚ୍ଚ ଶେଷରେ ଘର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ମୂଲ୍ୟରେ ହ୍ରାସ ଘଟିଛି ।ମାର୍ଚ୍ଚ ଆରମ୍ଭରେ ନିର୍ମାଣ ସାମଗ୍ରୀ ଏବଂ ଲୁହା ରଡର ମୂଲ୍ୟରେ ବୃଦ୍ଧି ଘଟିଥିଲା, କିନ୍ତୁ ଏହି…