Trending
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
Browsing Category
Business
All business-related news will news will upload
ବଦଳିଲା ଇପିଏଫ୍ଓ ନିୟମ
ଇପିଏଫ୍ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ ପରିବର୍ତ୍ତନ କରାଯାଇଛି। ଏହା ସହ ଚିକିତ୍ସା ପାଇଁ ପିଏଫ୍ରୁ ଟଙ୍କା ଉଠାଇବା ସହଜ ହୋଇଯାଇଛି। ବର୍ତ୍ତମାନ ଚିକିତ୍ସା ଆବଶ୍ୟକ ହେଲେ ହିତାଧିକାରୀମାନେ ସହଜରେ ଅଧିକ ଟଙ୍କା ଉଠାଇପାରିବେ।ଇପିଏଫ୍ଓର ଏହି ପରିବର୍ତ୍ତନ ଅନୁଚ୍ଛେଦ ୬୮ଜେ ଅନୁଯାୟୀ,…
ସେରେଲାକ୍ରେ ୩ ଗ୍ରାମ୍ ଶର୍କରା ମିଶାଉଛି ନେଷ୍ଟ୍ଲେ
ଲୋକପ୍ରିୟ ନେଷ୍ଟ୍ଲେ କମ୍ପାନୀ ଶିଶୁମାନଙ୍କ ପାଇଁ ବାହାର କରୁଥିବା ସେରେଲାକରେ ଅଧିକ ମାତ୍ରାରେ ଚିନି ରହୁଛି। ତେବେ ଚିନ୍ତାର କଥା ହେଉଛି, ଏହା ଇଂଲଣ୍ଡ ଜର୍ମାନୀ ସ୍ୱିଜରଲ୍ୟାଣ୍ଡ ଏବଂ ଅନ୍ୟାନ୍ୟ ବିକଶିତ ଦେଶରେ ଚିନିମୁକ୍ତ ଅଟେ। ତେବେ ଭାରତକୁ ଆସୁଥିବା ଦ୍ରବ୍ୟରେ ଅଧିକ ୩ ଗ୍ରାମ୍ ଚିନି…
ଜିଡିପି ଅଭିବୃଦ୍ଧି ହାର ୬.୮%
ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍) ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି ଆଉଟଲୁକ୍ରେ ଏପରି ଆକଳନ ପ୍ରକାଶ କରିଛି। ଆଇଏମ୍ଏଫ୍ ୨୦୨୪ରେ ଭାରତରେ ଜିଡିପି ଅଭିବୃଦ୍ଧି ହାରକୁ ୬.୮ ପ୍ରତିଶତ ହେବ ବୋଲି ଆକଳନ କରିଛି। ଜିଡିପି ଅଭିବୃଦ୍ଧି ହାର ୬.୫ ପ୍ରତିଶତ ହେବ ବୋଲି ଗତ ଜାନୁଆରୀରେ ଆକଳନ…
ଶସ୍ତା ଇଏମ୍ଆଇ ଆଶା
ମହଙ୍ଗା ଇଏମ୍ଆଇରୁ ରକ୍ଷା ପାଇବାକୁ ଆଶା ବାନ୍ଧିଥିବା ଲୋକମାନେ ଚଳିତବର୍ଷର ଦ୍ୱିତୀୟାର୍ଦ୍ଧରେ ଏଥିରୁ ମୁକ୍ତି ପାଇବାକୁ ଆଶା କରୁଥିଲେ। ମାତ୍ର ମାର୍ଚ୍ଚ ମାସରେ ଆମେରିକାରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ଏବଂ ଇସ୍ରାଏଲ ଉପରେ ଇରାନର ଆକ୍ରମଣ ପରେ ଶସ୍ତା ଇଏମ୍ଆଇର ଆଶା ମଉଳିବାରେ ଲାଗିଛି। ଗତ…
ଷ୍ଟକ୍ ମାର୍କେଟରେ ହାହାକାର
ଇରାନ ଇସ୍ରାଏଲର ଅନେକ ସ୍ଥାନକୁ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିବାରୁ ସମଗ୍ର ବିଶ୍ୱରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥି ସହିତ, ଆଗାମୀ ସମୟ ବହୁତ କଷ୍ଟସାଧ୍ୟ ହେବ ବୋଲି କୁହାଯାଉଛି। ବିଶେଷକରି ଅଶୋଧିତ ତୈଳ ମୂଲ୍ୟ ଏବଂ ମୁଦ୍ରାସ୍ଫୀତିର ବ୍ୟାପକ ବୃଦ୍ଧି ହେବାର ସମ୍ଭାବନା ଅଛି।…
ଡାଲି ମୂଲ୍ୟ କମିବ
ଡାଲିର ହୋର୍ଡିଂକୁ ରୋକିବା ଏବଂ ମୂଲ୍ୟ ହ୍ରାସ କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି। ଏଭଳି କାର୍ଯ୍ୟରେ ଜଡିତ ବ୍ୟବସାୟୀମାନଙ୍କୁ ସରକାର ଚେତାବନୀ ଦେଇଛନ୍ତି ଯେ ଡାଲି ରଖିବା ପାଇଁ ଜରୁରୀ ସାମଗ୍ରୀ ଅଧିନିୟମ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରୀ…
ସୁନା ଦରରେ ଲାଗିଛି ନିଆଁ
ପ୍ରତିଦିନ ନୂଆ ରେର୍କଡ କରୁଛି ସୁନା । ଦିଲ୍ଲୀ ଏନସିଆର ଅନ୍ତର୍ଗତ ସୁନା ବଜାର ରେ ବର୍ତ୍ତମାନର ସୁନାର ମୂଲ୍ୟ ୧୦ ଗ୍ରାମ ୭୩.୪୭୦ ରହିଛି । ଯାହାକି ବର୍ତ୍ତମାନ ବଜାରରେ ଅଧିକ ଦର ରହିଛି । କେବଳ ସୁନା ଦର ନୁହେଁ ରୂପାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି ।ରୂପାର ମୂଲ୍ୟ ବର୍ତ୍ତମାନ…
ନିର୍ବାଚନ ପରେ ମହଙ୍ଗା ହେବ
ଲୋକସଭା ନିର୍ବାଚନ ପରେ ଦେଶର କୋଟି କୋଟି ଲୋକ ପକେଟ ଖାଲି କରିବାକୁ ପ୍ରସ୍ତୁତ ରୁହ । ଶୁଳ୍କ ବୃଦ୍ଧି ପାଇଁ ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛନ୍ତି । ଏହାର ଅର୍ଥ ହେଉଛି ନିର୍ବାଚନ ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହେବ ।ବଜାର ବିଶେଷଜ୍ଞମାନେ ଆକଳନ…
ସେନ୍ସେକ୍ସ, ପ୍ରଥମ ଥର ପାଇଁ ୭୫,୦୦୦ ପାର
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ସପ୍ତାହ କାରବାରର ୩ୟ ଦିନରେ ଘରୋଇ ଶେୟାର ବଜାର ଏକ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଶେୟାର ବଜାରର କାରବାର ସର୍ବୋଚ୍ଚସ୍ତରରେ ପହଞ୍ଚଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ…
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରି ପ୍ରଥମ ଥର ପାଇଁ ୭୫ ହଜାର ପଏଣ୍ଟରୁ ଉପର ସ୍ତରରେ ବନ୍ଦ ହୋଇଛି। ଅବଶ୍ୟ କାରବାର ଶେଷ ବେଳକୁ ସେହି ସ୍ତରକୁ ବଜାୟ ରଖିବାରେ ସେନ୍ସେକ୍ସ ବିଫଳ ହୋଇଥିଲା। କାରବାର ଶେଷରେ ୫୯ ପଏଣ୍ଟ ହ୍ରାସ ସହ…