Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Business
All business-related news will news will upload
ଶେୟାର ବଜାରରେ ଉତ୍ସାହ
୨୦୨୪ ନିର୍ବାଚନ ଫଳାଫଳ ଘୋଷଣା ପରେ ପରେ ଘରୋଇ ଶେୟାର ବଜାର କାରବାରରେ ଉତ୍ସାହ ଦେଖାଦେଇଛି। ଫଳରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ୭୫,୦୦୦ (୭୫,୦୭୪.୫୧) ଅଙ୍କରେ ପହଞ୍ଚତ୍ଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଶେୟାର ବଜାରର…
ସାବିତ୍ରୀ -କୌଣସି ଫଳର ଦରରେ ସ୍ଥିରତା ନାହିଁ
କୌଣସି ଫଳର ଦରରେ ସ୍ଥିରତା ନାହିଁ। ଯିଏ ଯାହା ପାରୁଛି, ଦର କଷୁଛି। ଯେହେତୁ ସାବିତ୍ରୀ ପାଇଁ ଲୋକଙ୍କର ଆବଶ୍ୟକତା ରହିଛି, ତେଣୁ ସେମାନେ ଉଚ୍ଚା ଦରରେ ଫଳ କିଣିବାକୁ ବାଧ୍ୟ ହେଉଛନ୍ତି। ଆଜି ରାଜଧାନୀର ଫଳ ବଜାରରେ ଖଚାଖଚ ଭିଡ଼ ଥିଲା। କଳ୍ପନା ଛକ, ଶ୍ରୀୟା ଛକ, ସତସଙ୍ଗବିହାର, ଏକନମ୍ବର,…
ଖୁବ୍ଶୀଘ୍ର ଉଭୟ କେନ୍ଦ୍ର ଓ ରାଜ୍ୟରେ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
ଚଳିତ ବର୍ଷ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନ୍ତରୀଣ ବଜେଟ୍ ଘୋଷଣା କରିଛନ୍ତି। ନୂଆ ସରକାର ଗଠନ ହେବା ପର୍ଯ୍ୟନ୍ତ ଆବଶ୍ୟକ ପାଣ୍ଠି ଲାଗି ଏଥିରେ ବ୍ୟବସ୍ଥା କରାଯାଇଛି। ନୂଆ ସରକାର ଗଠନ ହେବାକୁ ଯାଉଥିବାରୁ ଖୁବ୍ଶୀଘ୍ର ଉଭୟ କେନ୍ଦ୍ର ଓ…
ସେୟାର ବଜାର ତଳକୁ ଖସିଲା!
ଲୋକସଭା ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ପ୍ରାରମ୍ବିକ ଧାରାରେ ବିଜେପି ନେତୃତ୍ବାଧୀନ ଏନଡିଏ ପଛରେ ଥିବାରୁ ଷ୍ଟକ୍ ମାର୍କେଟରେ ମଧ୍ୟ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ମଙ୍ଗଳବାର ବଜାର ଖୋଲିବା ମାତ୍ରେ ସେନସେକ୍ସ ୨,୦୦୦ ପଏଣ୍ଟ ଏବଂ ନିଫ୍ଟ ପ୍ରାୟ ୬୦୦ ପଏଣ୍ଟ ହ୍ରାସ ପାଇଛି।…
ପ୍ରଥମ ଓଡ଼ିଆ ମହିଳା ଆଞ୍ଚଳିକ ପିଏଫ୍ କମିସନର ହେଲେ ମୌସୁମୀ ଲତା ପାଢ଼ୀ
ପ୍ରଥମ ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢ଼ୀ ଓଡ଼ିଶା ପିଏଫ୍ ଜୋନ୍ର ଆଞ୍ଚଳିକ ପିଏଫ୍ କମିସନର-୨ ଭାବେ ନିଯୁକ୍ତି ପାଇବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହା ପୂର୍ବରୁ ମଧ୍ୟ ପ୍ରଥମ ମହିଳା ଭାବେ ସେ ଅନେକ ପଦରେ ଅବସ୍ଥାପିତ ହୋଇଥିଲେ। ସେ ଥିଲେ ପ୍ରଥମ ମହିଳା ଡିଆର୍…
ଷ୍ଟକ ବଜାରରେ ଐତିହାସିକ ବୃଦ୍ଧି, ନିବେଶକଙ୍କ ଲାଭ ୧୪ ଲକ୍ଷ କୋଟି
ଏକଜିଟ ପୋଲ୍ ରେ ପୁଣି ଥରେ ମୋଦୀ ସରକାରଙ୍କୁ ବମ୍ପର ସଂଖ୍ୟାଗରିଷ୍ଠତା ମିଳିବାର ସଙ୍କେତ ଷ୍ଟକ ବଜାରରେ ଉତ୍ସାହ ଭରିଦେଇଛି । ରେକର୍ଡ ବୃଦ୍ଧି ସହ ଷ୍ଟକ ବଜାର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ବନ୍ଦ ହୋଇଛି। ବିଏସ୍ଇ ସେନସେକ୍ସ ୨୫୦୭.୪୭ ପଏଣ୍ଟ ବୃଦ୍ଧି ପାଇ ୭୬,୪୬୮.୭୮ରେ ବନ୍ଦ ହୋଇଛି।…
ଟୋଲଟାକ୍ସ ଦର ବୃଦ୍ଧି
ସାରା ଦେଶରେ ଟୋଲ ଦର ବୃଦ୍ଧି କରି ନୂଆ ଦର ଲାଗୁ କରିଛି । ସମଗ୍ର ଦେଶରେ ଟୋଲ ଟାକ୍ସ ୫ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ରାଜମାର୍ଗରେ ଯାତାୟତ କରୁଥିବା ଗାଡ଼ିଚାଳକମାନଙ୍କୁ ଆଜି ଠାରୁ ଅଧିକ ପେମେଣ୍ଟ କରିବାକୁ ହେବ । ରାତି ୧୨ଟାରୁ ଟୋଲ ଟାକ୍ସର ଏହି ନୂଆ ଦର ଲାଗୁ ହୋଇଛି ।NHAI…
ଆଜିଠାରୁ ୨ ଟଙ୍କା ବଢ଼ିଲା ଅମୁଲ କ୍ଷୀର ମୂଲ୍ୟ
କ୍ଷୀରର ଉତ୍ପାଦନ ତଥା ଉତ୍ପାଦନର ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରରେ ଅମୁଲ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି। ଗୁଜୁରାଟ କୋଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ୍ (ଜିସିଏମ୍ଏମ୍ଏଫ୍) କହିଛି ଯେ ସୋମବାର ଠାରୁ ଲାଗୁ ହେବ।ଏହା ସହିତ ଅମୁଲ କ୍ଷୀର…
ପାୱାର ପ୍ୟାକ୍ଡ ଯୁବା ୫ଜି
ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍ର ନୂତନ ଉତ୍ପାଦ ଯୁବା ୫ଜି (ପାୱାର ପ୍ୟାକ୍ଡ ଯୁବା ୫ଜି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଦୁଇଟି ମେମୋରି ଭାରିଆଣ୍ଟରେ ଉନ୍ମୋଚନ ହୋଇଥିବା ଯୁବା ୫ଜିରେ ଅତ୍ୟାଧୁନିକ ଫିଚର ସହ ଉତ୍କୃଷ୍ଟ ବ୍ୟାଟେରି ବ୍ୟାକ୍ଅପ୍, ଦ୍ରୁତ ଏବଂ…
ଶେୟାର ବଜାରରେ ହାହାକାର
କ୍ରମାଗତ ୫ଦିନ ଶେୟାର ବଜାରରେ କାରବାର ହ୍ରାସ ଘଟିବା ନିବେଶକମାନଙ୍କୁ ନିରାଶ କରିଛି। ୫ ଦିନରେ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ହରାଇଥିବା ଷ୍ଟକ୍ ମାକେର୍ଟ ତଥ୍ୟରୁ ଜଣାପଡ଼ିଛି। ଗୁରୁବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୪୨୦ଲକ୍ଷ କୋଟି ଟଙ୍କାରୁ ହ୍ରାସ ପାଇ…