Trending
- ୧୩ ବର୍ଷରୁ କମ୍ ବୟଷ୍କ ପିଲାଙ୍କ ଲାଗି ସୋସିଆଲ ମିଡିଆ ନିଷିଦ୍ଧ ନେଇ ଘୋଷଣା
- ମମତା ବାନାର୍ଜୀ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ନବୀନ ପଟ୍ଟନାୟକଙ୍କ ଉପରେ ଟିପ୍ପଣୀ ଦେଇ କେହି ବଡ଼ ହୋଇଯିବେନି-ବିଜେଡି ମୁଖପାତ୍ର ଲେନିନ ମହାନ୍ତି
- ନୀତୀଶ କୁମାରଙ୍କୁ ବିହାର ନ ଛାଡିବା ପାଇଁ ନିବେଦନ କଲେ ଜେଡିୟୁର ରାଜ୍ୟ ସାଧାରଣ ସମ୍ପାଦକ ଅମରେନ୍ଦ୍ର ଦାସ ତ୍ରିଲୋକ
- ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
Browsing Category
Business
All business-related news will news will upload
ଭାରତକୁ ଫେରୁଛି ଫୋର୍ଡ କମ୍ପାନି
ପୁଣି ଥରେ ଭାରତ ବଜାରକୁ ପ୍ରବେଶ କରିବ ଆମେରିକୀୟ କାର୍ କମ୍ପାନି ଫୋର୍ଡ ଉପରେ ବିଚାର କରୁଛି। କିନ୍ତୁ ଏଥର ନୂଆ ରଣନୀତି ସହ ଆସିବ। କମ୍ପାନି ଇଲେକ୍ଟ୍ରିକ କାର୍ ଆଣିବା ଯୋଜନା ରହିଛି। ଫୋର୍ଡର ସିଇଓ ଜିମ୍ ଫାରଲେ ଏବଂ ଗ୍ଲୋବାଲ କମ୍ପାନି ମୁଖ୍ୟାଳୟରେ ଭାରତରେ ପୁନଃପ୍ରବେଶର ଆର୍ଥିକ…
ରାଜ୍ୟ ବାହାରୁ ଆସିବ ପୁଞ୍ଜି: ୭ରୁ ନିବେଶକ ସମ୍ମିଳନୀ
ଶିଳ୍ପାୟନକୁ ତ୍ବରାନ୍ବିତ କରିବା ସହ ରାଜ୍ୟରେ ରହିଥିବା ନିବେଶ ସମ୍ଭାବନା ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରିବା ଲାଗି ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବା ଉପରେ ବିଚାର କରୁଛନ୍ତି। ଚଳିତ ମାସ ୭, ୮ ଓ ୯ ତାରିଖରେ ଶିଳ୍ପ ବିଭାଗ ପକ୍ଷରୁ ମହାରାଷ୍ଟ୍ରର ପୁଣେ ଓ ଗୁଜରାଟର…
ୟୁପିଆଇ କାରବାର ଏକ ନୂତନ ରେକର୍ଡ
ୟୁପିଆଇ ମାଧ୍ୟମରେ ଆର୍ଥିକ କାରବାର ଅତି ସହଜ ହୋଇଛି। ଏଭଳି ପରିସ୍ଥିତିରେ ଏହା ଲୋକଙ୍କ ମଧ୍ୟରେ କାରବାରର ଏକ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଜୁଲାଇର ଆର୍ଥିକ କାରବାର ଆକଳନରୁ ୟୁପିଆଇର ପ୍ରଭାବ ସ୍ପଷ୍ଟ ହୋଇଛି। ଜୁଲାଇରେ ୟୁପିଆଇ କାରବାର ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଏହି ମାସରେ,…
ଓଡ଼ିଶାରେ ସାମଗ୍ରୀ ଓ ସେବା କର-ଜିଏସଟି ସଂଗ୍ରହ ୨୪.୯୮% ବୃଦ୍ଧି
ଚଳିତ ବର୍ଷ ଜୁଲାଇ ମାସରେ ରାଜ୍ୟ ଜିଏସ୍ଟି ସଂଗ୍ରହ ପରିମାଣରେ ୨୪.୯୮% ବୃଦ୍ଧି ଘଟିଛି। ଜୁଲାଇ ମାସରେ ଜିଏସଟି ସଂଗ୍ରହ ପରିମାଣ ୨୦୩୫.୧୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୩ ମସିହା ଜୁଲାଇ ମାସରେ ଏହି ପରିମାଣ ୧୬୨୮.୪୩ କୋଟି ଟଙ୍କା ଥିଲା। ସେହିପରି ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ…
ଶେୟାର ବଜାର
ବିଶ୍ୱକୁ ପୁଣିଥରେ ଘାରିଛି ମାନ୍ଦାବସ୍ଥା ଚିନ୍ତା। ଦୁଇ ଦିନ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରେଲ ରିଜର୍ଭ ସୁଧହାର କମାଇବା ସଙ୍କେତ ଦେବା ପରେ ବିଶ୍ଵବ୍ୟାପୀ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଶୁକ୍ରବାର ଏହାର ବିପରୀତ ଦେଖିବାକୁ ମିଳିଛି।ଆମେରିକାର…
ଆଜିଠୁ ନୂଆ ଫାସ୍ଟ୍ୟାଗ୍ ନିୟମ
ଆଜି ଠାରୁ ଦେଶରେ ଫାସ୍ଟ୍ୟାଗ୍କୁ ନେଇ ନୂଆ ନିୟମ ଲାଗୁ ହେବ । ତିନିରୁ ପାଞ୍ଚ ବର୍ଷ ପୂର୍ବେ ଜାରି କରାଯାଇଥିବା ଫାସ୍ଟ୍ୟାଗ୍ଗୁଡ଼ିକୁ କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ । ପାଞ୍ଚ ବର୍ଷରୁ ଅଧିକ ପୁରୁଣା ଫାସ୍ଟ୍ୟାଗ୍କୁ ସମ୍ପୂର୍ଣ୍ଣ ବଦଳାଇବାକୁ ହେବ। ଆଜି ଠାରୁ ସବୁ…
ଫ୍ଲିପକାର୍ଟର ଆରମ୍ଭ ହେଲା ପାଞ୍ଚ ଦିନିଆ ବମ୍ପର ଡିସକାଉଣ୍ଟ
ଭାରତର ସବୁଠାରୁ ବଡ଼ ସପିଙ୍ଗ ପ୍ଲାଟଫର୍ମରେ ଏକ ଫ୍ଲିପକାର୍ଟ ୧ ଅଗଷ୍ଟର ମଧ୍ୟରାତ୍ରୀରୁ ସେଲ ଆରମ୍ଭ କରିଦେଇଛି ।ଏହି ସେଲର ନାମ ବିଗ-ବଜତ ଡେ’ ଅଟେ । ଏହି ସେଲ ୫ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ୫ ଦିନରେ ଗ୍ରାହକଙ୍କୁ ଅନେକ ସାରା ଡିଲ୍ସ ମିଳିବାକୁ ଯାଉଛି । ଏହି ପାଞ୍ଚ ଦିବସର ସେଲ…
ଅଗଷ୍ଟରେ ଶସ୍ତାରେ ମିଳିବ ଏଲପିଜି ସିଲିଣ୍ଡର
ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ଏହି ମାସରେ କୋଟି କୋଟି ଲୋକ ସାଧାରଣ ଗ୍ରାହକଙ୍କ ତୁଳନାରେ ପୁଣି ଥରେ ଶସ୍ତା ଏଲପିଜି ସିଲିଣ୍ଡର ପାଇବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗ୍ରାହକମାନେ ଆସନ୍ତା ଆଠ ମାସ ପାଇଁ ଏହି ପାଇବେ ।କେଉଁ ଗ୍ରାହକମାନେ ଏହାର ଫାଇଦା ଉଠାଇବାକୁ ସକ୍ଷମ ହେବେ ତାହା…
ରିଜର୍ଭ ବ୍ୟାଙ୍କ ଆଣିବ ୱେବ୍ ସିରିଜ୍
ମନୋରଞ୍ଜନ ଶିଳ୍ପରେ ହୋଇଥିବା ପରିବର୍ତ୍ତନରେ ଓଭର ଦି ଟପ୍ (ଓଟିଟି) ଏବେ ଆଗରେ ରହିଛି। ସେହି ଦୌଡ଼ରେ ନିଜକୁ ସାମିଲ କରିବାକୁ ଯାଉଛି ଆର୍ଥିକ କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହା ଏକ ୱେବ୍ ସିରିଜ୍ ଆଣିବା ଉପରେ କାମ କରୁଛି। ସେଥିରେ ୨୫-୩୦ ମିନିଟ୍ ବିଶିଷ୍ଟ…
ଆୟକର ବ୍ୟବସ୍ଥା ରହିବା ଉଚିତ
ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ କରୁଥିବା ୭୦ ପ୍ରତିଶତ ଟିକସଦାତା ନୂତନ…