Trending
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
- ୭୦ ବର୍ଷ ପରେ ନୂଆ ରୂପ ନେବ ଲୋକସେବା ଭବନ ଓ ବିଧାନସଭା, ଭତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Business
All business-related news will news will upload
ପୁଣି ଥରେ ଆଧାରକୁ ପରିବର୍ତ୍ତନ ଘୋଷଣା , ନୂତନ ଆଧାର କାର୍ଡରେ ରହିବ ଫଟୋ ଏବଂ ଏକ QR କୋଡ
ଆଜିକାଲି ଆଧାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିଥିବେ। ଏହା ବିନା ଆପଣଙ୍କର ସମସ୍ତ ଆର୍ଥିକ ପ୍ରବେଶ ଅସମ୍ଭବ। ସ୍ପଷ୍ଟ ଭାବରେ, ଏପରି ଏକ ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟର ଅପବ୍ୟବହାର ହେବାର ବିପଦ ଥାଏ। ଏହି ବିପଦକୁ ଆଶଙ୍କା କରି, ସରକାର ପୁଣି ଥରେ ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ…
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଆଲୋଚନାରେ ବଡ଼ ସଫଳତା
ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମାକୁ ନେଇ ଚାଲିଥିବା ଆଲୋଚନାରେ ବଡ଼ ସଫଳତା ମିଳିଛି। ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟ ଚୂଡାନ୍ତ ହୋଇସାରିଛି ବୋଲି ଭାରତ ପକ୍ଷରୁ ମୁଲଚାଲର ନେତୃତ୍ୱ ନେଇଥିବା ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୁଇଟି ଉପାୟରେ…
ଟ୍ରମ୍ପ ୨୫୪ ସାମଗ୍ରୀ ଉପରୁ ଶୁଳ୍କ କମାଇଲେ
ଟ୍ରମ୍ପ ପ୍ରଶାସନ ପକ୍ଷରୁ ଗତ ୧୪ ତାରିଖରେ ଏକ ସଂଶୋଧିତ ତାଲିକା (ଅନେକ୍ସଚର-୨) ଜାରି କରାଯାଇଛି। ଚଳିତବର୍ଷ ଅଗଷ୍ଟ ମାସରେ ବିଭିନ୍ନ ଦେଶ ଉପରେ ଲଗାଯାଇଥିବା ପାଲଟା ଶୁଳ୍କ ଏଥିରେ ରହିଛି। ନଭେମ୍ବର ୧୩ରୁ ସଂଶୋଧିତ ଶୁଳ୍କକୁ କାର୍ଯ୍ୟକାରୀ କରାଯାଇଛି।
ଅଧିକାରୀମାନଙ୍କ ଠାରୁ ମିଳିଥିବା…
୨୦୨୪-୨୫ ମାର୍କେଟିଂ ବର୍ଷ ରେ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି ଭାରତ
୨୦୨୪-୨୫ ମାର୍କେଟିଂ ବର୍ଷ (୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର)ରେ ଭାରତ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି। ଏହାର ମୂଲ୍ୟ ପ୍ରାୟ ୧.୬୧ ଲକ୍ଷ କୋଟି ଟଙ୍କା। ଚାହିଦା ପୂରଣ ପାଇଁ ଏହି ଆମଦାନି କରାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆୋସାସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ…
ଦୁଇଟି ନୂଆ ବାଇକ୍ ଲଞ୍ଚ କଲା ୟାମାହା
ଲୋକପ୍ରିୟ ବାଇକ କମ୍ପାନି ଭାରତରେ ଏହାର ଦୁଇଟି ନୂଆ ବାଇକ୍ ଲଞ୍ଚ କରିଛି। ବୁଧବାର କମ୍ପାନି Yamaha FZ Rave ଏବଂ Yamaha XSR 155 ବାଇକ୍ ଲଞ୍ଚ କରିଛି। FZ Rave କମ୍ପାନିର ଲୋକପ୍ରିୟ FZ ସିରିଜ୍ ଅଂଶ ହୋଇଥିବାବେଳେ, ବହୁ ପ୍ରତୀକ୍ଷିତ Yamaha XSR 155 ଏବେ ବଜାରକୁ ଓହ୍ଲାଇଛି।…
ରୁଷ୍ରୁ ତେଲ କିଣିବା ବନ୍ଦ କଲା ଭାରତ
ରୁଷ୍ରୁ ଭାରତୀୟ କମ୍ପାନିଗୁଡ଼ିକ ତେଲ କିଣିବା ବନ୍ଦ କରିଛନ୍ତି। ଡିସେମ୍ବର ମାସରେ ଆସିବାକୁ ଥିବା ତେଲ ପାଇଁ ୫ଟି ଭାରତୀୟ କମ୍ପାନି ଆଦେଶନାମା ରୁଷ୍କୁ ଦେଇନାହାନ୍ତି ବୋଲି ଏହି ଶିଳ୍ପ ସହ ଜଡ଼ିତ ଅଧିକାରୀମାନେ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ସାଧାରଣ ପରବର୍ତ୍ତୀ ମାସ ପାଇଁ…
ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିବ
ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିଯିବ। ଏହି ମିଶ୍ରଣ ପ୍ରସ୍ତାବକୁ ଏନ୍ସିଏଲ୍ଟି (ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ) ମଞ୍ଜୁରି ପ୍ରଦାନ କରିଛି। ଏନ୍ସିଏଲ୍ଟି ନୂଆଦିଲ୍ଲୀର ୨ ଜଣିଆ ଖଣ୍ଡପୀଠ ଯଥା ସଭାପତି ରାମଲିଙ୍ଗମ୍ ସୁଧାକର…
ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବେ
ଏୟାରଟେଲ, ଜିଓ ଏବଂ ଭୋଡାଫୋନ ଆଇଡିଆ ଦେଶର କୋଟି କୋଟି ଗ୍ରାହକଙ୍କୁ ମହଙ୍ଗା ଝଟକା ଦେବାକୁ ଯାଉଛନ୍ତି। ଏହି କମ୍ପାନୀମାନେ ଡିସେମ୍ବର ୨୦୨୫ରେ ସେମାନଙ୍କ ରିଚାର୍ଜ ଓ ଡାଟା ପ୍ଲାନ ମୂଲ୍ୟ ବଢାଇ ପାରନ୍ତି। ଏଣୁ ମୋବାଇଲ ୟୁଜରଙ୍କ ପକେଟ ଉପରେ ସିଧା ପ୍ରଭାବ ପଡିବ। ସୂଚନା ଅନୁସାରେ ୩ ବଡ଼…
ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ
ଚଳିତବର୍ଷ ପାର୍ବଣ ସମୟରେ ଦେଶରେ ଗାଡ଼ି ବିକ୍ରି ରେକର୍ଡ ସ୍ତରରେ ପହଞ୍ଚିଛି। ୪୨ ଦିନ ମଧ୍ୟରେ ଦେଶରେ ୫୨ ଲକ୍ଷ ୩୮ ହଜାର ୪୦୧ଟି ଗାଡ଼ି ବିକ୍ରି ହୋଇଛି ବୋଲି ଫେଡେରେସନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ (ଏଫଏଡିଏ) ରିପୋର୍ଟରୁ ଜଣାଯାଇଛି। ପାର୍ବଣ ସମୟରେ ଜିଏସ୍ଟି ହ୍ରାସର ପ୍ରଭାବ…
ପରଲୋକରେ ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜା
ହିନ୍ଦୁଜା ଗ୍ରୁପ୍ର ଅଧ୍ୟକ୍ଷ ଗୋପୀଚନ୍ଦ ପି ହିନ୍ଦୁଜାଙ୍କ ଲଣ୍ଡନର ଏକ ହସ୍ପିଟାଲ୍ରେ ୮୫ ବର୍ଷ ବୟସରେ ପରଲୋକ ହୋଇଛି। ବଡ଼ ଭାଇ ଶ୍ରୀଚନ୍ଦଙ୍କ ୨୦୨୩ରେ ଦେହାନ୍ତ ପରେ ଗୋପୀଚନ୍ଦ କମ୍ପାନିର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ସେ ଉଭୟ ହିନ୍ଦୁଜା…