Trending
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
- ଆଜି ପବିତ୍ର ଦୋଳପୂର୍ଣ୍ଣିମା,ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
Browsing Category
Business
All business-related news will news will upload
ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ
ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର ଶେୟାର ଗୁଡ଼ିକରେ ବ୍ୟାପକ ହ୍ରାସ ପାଇଛି। ଫଳରେ ନିବେଶକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମଙ୍ଗଳବାର କାରବାର ଶେଷ ସୁଦ୍ଧା…
ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ ହେବ,୯୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶାରେ ବଡ଼ ପୁଞ୍ଜି ନିବେଶ ହେବ । ପ୍ରାୟ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୋଲକାତାରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର ମିଟ୍ ରେ ଏଭଳି ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ଏବଂ ୨୦୪୭ ଓଡ଼ିଶାର ବିକାଶ ଭିଜନ ସଫଳ କରିବା…
ଭିସା ବିନା ୫୫ଟି ଦେଶକୁ ଯାତ୍ରା କରିପାରିବେ ଭାରତୀୟ ନାଗରିକମାନେ
ବିଶ୍ୱ ସ୍ତରରେ ପାସପୋର୍ଟର ପାୱାରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ଚଳିତ ବର୍ଷ ଏସୀୟ ଦେଶଗୁଡ଼ିକ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ସିଙ୍ଗାପୁରର ପାସପୋର୍ଟ ବିଶ୍ୱର ସବୁଠାରୁ ପାୱାରଫୁଲ୍ ରହିଛି, ଯାହା ୧୯୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । ଏହା ପରେ ଜାପାନ ଏବଂ…
ରୁପା ଦର କିଲୋଗ୍ରାମ ପିଛା ୫ ହଜାର ଟଙ୍କା ବୃଦ୍ଧି
ବଜାରରେ ସୁନା ଓ ରୁପା ଦର ଗତ କିଛିମାସ ହେଲା ମାତ୍ରାଧିକ ହାରରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ରୁପା ଦର କିଲୋଗ୍ରାମ ପିଛା ଭୁବନେଶ୍ବର ବଜାରରେ ୫ ହଜାର ଟଙ୍କା ବୃଦ୍ଧି ପାଇ ୨,୯୨,୦୦୦ ଟଙ୍କାରେ ପହଞ୍ଚିଛି। ଗତ ୧୦ ତାରିଖରେ ରୁପା ଦର ୭୦୦୦, ୧୨ ତାରିଖରେ ୧୨୦୦୦ ଟଙ୍କା ବଢ଼ିଥିବାବେଳେ ଆଜି…
ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ
ଇଭି ବିକ୍ରିରେ ଦୁଇଚକିଆ ଇଲେକ୍ଟ୍ରିକ ଯାନର ଭାଗ ୫୭ ପ୍ରତିଶତ ରହିଛି। ତିନିଚକିଆ ଇଲେକ୍ଟ୍ରିକ ଯାନ ଭାଗ ୩୫ ପ୍ରତିଶତ ରହିଛି। ଗତବର୍ଷ ୮୦ ଲକ୍ଷ ଇଲେକ୍ଟ୍ରିକ ତିନିଚକିଆ ଯାନ ବିକ୍ରି ହୋଇଛି। ଚାରିଚକିଆ ଇଭି ବିକ୍ରି ୧,୭୫,୦୦୦ ୟୁନିଟ୍ ରହିଛି। ଇଭି ବିକ୍ରିରେ ୪ ଲକ୍ଷ ଗାଡ଼ି ସହ…
ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଆହ୍ବାନ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା
ଦେଶରେ ଡିଜିଟାଲ୍ ଠକେଇକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା। ବଢ଼ୁଥିବା ଡିଜିଟାଲ ଠକେଇରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ନିୟାମକ ସଂସ୍ଥାଗୁଡ଼ିକ ମଧ୍ୟରେ ସହଯୋଗିତାମୂଳକ ପଦକ୍ଷେପ ପାଇଁ ସେ ଆହ୍ବାନ ଦେଇଛନ୍ତି।…
ଗତ ୪ ଦିନରେ ସେନ୍ସେକ୍ସରେ ୧୫୮୧ ପଏଣ୍ଟ୍ର ହ୍ରାସ ,୯.୧୯ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ
ନିବେଶକ ମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଥିବାରୁ ଚଳିତ ସପ୍ତାହରେ ସେନ୍ସେକ୍ସ ଲଗାତାର ଭାବେ ତଳକୁ ଖସୁଛି। ଗତ ୪ ଦିନରେ ସେନ୍ସେକ୍ସରେ ୧୫୮୧ ପଏଣ୍ଟ୍ର ହ୍ରାସ ଘଟିଛି। ଫଳରେ ନିବେଶକମାନେ ୯.୧୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଗୁରୁବାର ସେନ୍ସେକ୍ସ ୭୮୦ ପଏଣ୍ଟ୍ ହ୍ରାସ ପାଇ…
କମିବନି ଭକ୍ତନିବାସ ପାର୍କିଂ ଫି
ଶ୍ରୀମନ୍ଦିର ଭକ୍ତନିବାସ ପାର୍କିଂ ଫି ୫୦୦ ଟଙ୍କା ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ପ୍ରଶାସକ କହିଛନ୍ତି, ଭକ୍ତ ନିବାସରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ରୁମ ଭଡ଼ା ଦିଆଯାଉଛି। ବାହାରୁ ଆସୁଥିବା ଅନେକ ଭକ୍ତ ଚାରିଚକିଆ ଗାଡ଼ି ନେଇ…
ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣର ୪୩ତମ ବୈଠକ,୫୫, ୭୮୩ କୋଟି ଟଙ୍କାର ମୋଟ ନିବେଶ ସହିତ ୭ଟି ପ୍ରମୁଖ ଶିଳ୍ପ…
୨୦୩୬ ସୁଦ୍ଧା ରାଜ୍ୟକୁ ଶକ୍ତିଶାଳୀ, ଆତ୍ମନିର୍ଭର ଏବଂ ସମୃଦ୍ଧ ଓଡ଼ିଶା ପାଇଁ ପ୍ରସ୍ତୁତ କରିବା ପାଇଁ ଓଡ଼ିଶାର ବିଭିନ୍ନ ଅଂଶ ଉପରେ ଧ୍ୟାନ ଦେଉଛୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଚ୍ଚସ୍ତରୀୟ କ୍ଲିୟରାନ୍ସ ପ୍ରାଧିକରଣ (HLCA)ର ୪୩ତମ ବୈଠକରେ ଅଧ୍ୟକ୍ଷତା କରି…
ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ Redmi Note 15 ଲଞ୍ଚ କଲା Xiaomi
Xiaomi ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ Redmi Note 15 ଲଞ୍ଚ କରିଛି। ଏହା ଭାରତରେ ଏହିବର୍ଷର ପ୍ରଥମ ସ୍ମାର୍ଟଫୋନ୍। Redmi Note 14ର ଅପ୍ଗ୍ରେଡ୍ ମଡେଲ୍ ହେଉଛି Note 15; ଏଥିରେ କର୍ଭଡ୍ ଡିସ୍ପ୍ଲେ, କ୍ବାଲ୍କମ୍ ସ୍ନାପ୍ଡ୍ରାଗନ୍ ପ୍ରୋସେସର୍ ଓ 108MPର କ୍ୟାମେରା…