Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Business
All business-related news will news will upload
୨୦୨୫ ଫେବ୍ରୁଆରିରେ ରାଜ୍ୟରେ ଜିଏସ୍ଟି ଆଦାୟରେ ୪ ପ୍ରତିଶତ ବୃଦ୍ଧି
ଫେବ୍ରୁଆରି ମାସରେ ଦେଶରେ ଜିଏସ୍ଟି ଆଦାୟ ରାଶି ୨୦୨୪ ଫେବ୍ରୁଆରି ତୁଳନାରେ ୯.୧ ପ୍ରତିଶତ ବୃଦ୍ଧି ଘଟି ୧.୮୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବ୍ରୁଆରି ମାସରେ କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୩୫,୨୦୪ କୋଟି ଟଙ୍କା, ରାଜ୍ୟ ଜିଏସ୍ଟି ବାବଦରେ ୪୩,୭୦୪ କୋଟି ଟଙ୍କା ଏବଂ ସମନ୍ବିତ…
ସୁନା ଦରରେ 400 ରୁ 500 ଟଙ୍କାର ହ୍ରାସ ଘଟିଛି
ଅନେକ ଦିନ ଧରି ଉପରମୁହୋଁ ରହିଥିବା ସୁନା ଦରଗତ ତିନି ଦିନ ଧରି ଖସୁଛି । ପ୍ରତ୍ୟେକ ଦିନକୁ 400 ରୁ 500 ଟଙ୍କାର ହ୍ରାସ ହେଉଛି । ଭୁବନେଶ୍ବରରେ 22 କ୍ୟାରେଟ ସୁନାର 10 ଗ୍ରାମ ପିଛା ଦାମ ଶୁକ୍ରବାର 500 ଟଙ୍କା ହ୍ରାସ ପାଇ 79 600 ଟଙ୍କାକୁ ଖସିଆସିଛି । ସେହିପରି 24 କ୍ୟାରେଟ ସୁନା…
ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ
ବିଶ୍ୱ ବାଣିଜ୍ୟରେ ଅସ୍ଥିରତା ଏବଂ ଶୁଳ୍କ ଯୁଦ୍ଧ କାରଣରୁ ବିଶ୍ବର ପ୍ରମୁଖ ଷ୍ଟକ ବଜାରଗୁଡ଼ିକରେ ଅସ୍ଥିରତା ଦେଖାଦେଇଛି । ଏହାର ପ୍ରଭାବରୁ ଭାରତୀୟ ଷ୍ଟକ ବଜାରରେ କ୍ରମାଗତ ହ୍ରାସ ଘଟୁଛି । ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର ସେୟାର ବଜାରରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ କରାଯାଇଛି।…
ପ୍ରମୁଖ ଡିଟିଏଚ୍ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍ଟେଲ୍ ଡିଜିଟାଲ୍ ଟିଭି ମଧ୍ୟରେ ମିଶ୍ରଣ ହେବ
ଡିଜିଟାଲ୍ ପ୍ଲାଟ୍ଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିବା ପରେ ଚାପରେ ଥିବା ଡାଇରେକ୍ଟ ଟୁ ହୋମ୍ (ଡିଟିଏଚ୍) କ୍ଷେତ୍ରରେ ଏକ ବଡ଼ ଧରଣର ମିଶ୍ରଣ ହେବାକୁ ଯାଉଛି। ଦେଶର ଦୁଇ ପ୍ରମୁଖ ଡିଟିଏଚ୍ ସେବା ପ୍ରଦାନକାରୀ ଟାଟା ପ୍ଲେ ଓ ଏୟାର୍ଟେଲ୍ ଡିଜିଟାଲ୍ ଟିଭି ମଧ୍ୟରେ ମିଶ୍ରଣ ହେବ। ଉଭୟ କମ୍ପାନି…
ଏୟାର ଇଣ୍ଡିଆ ବିମାନର ଫଟା ସିଟରେ ବସି ଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ , ଅସନ୍ତାେଷ ପ୍ରକାଶ କରିବା ସହ ସୋସିଆଲ…
କେନ୍ଦ୍ରମନ୍ତ୍ରୀଙ୍କୁ ବି ମିଳୁନି ଭଲ ସୁବିଧା । ଗସ୍ତ ସମୟରେ ଚିରା ଓ ଫଟା ସିଟ୍ରେ ବସି କରିବାକୁ ପଡୁଛି ଯାତ୍ରା । କଥାଟା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ କେନ୍ଦ୍ରମନ୍ତ୍ରୀ ଏନେଇ ଟ୍ବିଟ୍ କରିବା ପରେ ସୋସିଆଲ ମିଡିଆରେ ବଢିଛି ଚର୍ଚ୍ଚା । ସେପଟେ ଏନେଇ ବିମାନ କର୍ତ୍ତୃପକ୍ଷ…
କାରଖାନା ପାଇଁ କମ୍ପାନିକୁ ଉପଯୁକ୍ତ ଜମି ଯୋଗାଇ ଦେଉନାହିଁନ୍ତି ରାଜ୍ୟ ସରକାର , ୪ଟି କମ୍ପାନି ଏମ୍ଓୟୁ…
ଖଣିଜ ସମ୍ପଦ ଭରା ଓଡ଼ିଶାରେ କାରଖାନା ବସାଇବା ଲାଗି ବିଭିନ୍ନ କ୍ଷେତ୍ରର କମ୍ପାନି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ବା ଏମ୍ଓୟୁ ସ୍ବାକ୍ଷର କରୁଛନ୍ତି। କିନ୍ତୁ ସବୁ କମ୍ପାନି ସେହି ଏମ୍ଓୟୁ କାର୍ଯ୍ୟକାରୀ କରୁନାହାନ୍ତି। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନର ଉତ୍ତରରେ…
ସୁନା ଦାମ୍ ଏହାର ସର୍ବକାଳୀନ ରେକର୍ଡ ସ୍ତର ୮୬,୭୩୩ ଟଙ୍କାରେ ପହଞ୍ଚିଛି
କେବଳ ଭୁବନେଶ୍ବର କିମ୍ବା ଓଡ଼ିଶା ନୁହେଁ, ସାରା ଭାରତରେ ସୁନା ମହଙ୍ଗା ହେଉଛି। ଜାତୀୟ ବଜାରରେ ସୁନା ଦାମ୍ ଏହାର ସର୍ବକାଳୀନ ରେକର୍ଡ ସ୍ତର ୮୬,୭୩୩ ଟଙ୍କାରେ ପହଞ୍ଚିଛି। କେବଳ ବୁଧବାର ଦିନ ଏହାର ଦାମ୍ରେ ୧୦୪୩ ଟଙ୍କାର ବୃଦ୍ଧି ଘଟିଛି। ୨୦୨୫ରେ ଏପର୍ଯ୍ୟନ୍ତ ସୁନା ଦାମ୍ରେ ୧୦,୫୭୧…
ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି
ଦରଦାମ୍କୁ ନିୟନ୍ତ୍ରଣରେ ରଖିବା ଲାଗି କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୀର୍ଘଦିନ ଲଢ଼େଇ କରିବା ପରେ ଯେଉଁ ସଫଳତା ପାଇଛନ୍ତି, ସେଥିପ୍ରତି ଚିନି ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଉତ୍ପାଦନ କମିବାରୁ ମାସକ ଭିତରେ ଦେଶରେ ଚିନି କେଜି ୬.୫ ପ୍ରତିଶତ ମହଙ୍ଗା ହୋଇଛି। ଆଗକୁ ଦାମ୍…
ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ବଜାରକୁ ଆସିବ
ସ୍ମାର୍ଟଫୋନ୍ଠାରୁ ଆରମ୍ଭ କରି କମ୍ପ୍ୟୁଟର ପର୍ଯ୍ୟନ୍ତ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଏକ ପ୍ରମୁଖ ଉପାଦାନ ହେଉଛି ଚିପ୍। ଏଥିପାଇଁ ଭାରତ ଆମଦାନି ଉପରେ ନିର୍ଭରଶୀଳ ରହିଛି। ତେବେ ଭାରତରେ ତିଆରି ହେଉଥିବା ପ୍ରଥମ ଚିପ୍ ଅକ୍ଟୋବର ସୁଦ୍ଧା ଆସିବ ବୋଲି…
୨୦୨୪-୨୫ ଆର୍ଥିକ ବର୍ଷରେ ମୁଣ୍ଡପିଛା ଆୟ ୧୦.୬ ପ୍ରତିଶତ ବୃଦ୍ଧି ପାଇ ୧.୮୩ ଲକ୍ଷ ଟଙ୍କା ସ୍ତରରେ ପହଞ୍ଚିଛି
୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶା ଅର୍ଥନୀତିର ଆକାର ୯.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ୧୧୩ ବିଲିୟନ ଆମେରିକୀୟ ଡଲାର ସହ ସମାନ ଅଟେ। ୨୦୨୪-୨୫ରେ ରାଜ୍ୟର ବାସ୍ତବ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। ଭାରତର ୬.୪ ପ୍ରତିଶତ ଅଭିବୃଦ୍ଧି ତୁଳନାରେ…