Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Business
All business-related news will news will upload
ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ
ମୁମ୍ବାଇ-ଅହମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଖୁବ୍ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ମୁମ୍ବାଇର ବିକେସିରୁ ଆରମ୍ଭ ହୋଇ ଗୁଜରାଟର ଭାପି, ସୁରଟ, ଆନନ୍ଦ, ଭଦୋଦରା ଦେଇ ତାହା ଅହମଦାବାଦ ପହଞ୍ଚିବ। ଘଣ୍ଟା ପ୍ରତି ୩୨୦ କିଲୋମିଟର ବେଗରେ…
10 ମିନିଟରେ 3 ଲକ୍ଷ କୋଟି ହରାଇଲେ ନିବେଶକ
ଭାରତର ରପ୍ତାନି ଉପରେ ୨୫% ଟାରିଫ୍ ଲାଗୁ କରିନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ। ଆମେରିକାର ଘୋଷଣା ଗୁରୁବାର ସକାଳେ ଭାରତୀୟ ସେୟାର ବଜାର ଉପରେ ଗଭୀର ପ୍ରଭାବ ପକାଇଛି। କାରବାର ଆରମ୍ଭରୁ ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଥିଲା। ନିଫ୍ଟି ୫୦ ମଧ୍ୟ ୨୪,୬୫୦ ତଳକୁ ଖସିଯାଇଥିଲା,…
ଗୋପାଳପୁରରେ ସ୍ଥାପନ କରାଯିବାକୁ ଥିବା ଏଲ୍ଏନ୍ଜି ଟର୍ମିନାଲ୍ ପ୍ରକଳ୍ପକୁ କମ୍ପାନି ବୋର୍ଡର ଅନୁମୋଦନ ପ୍ରଦାନ
ରାଷ୍ଟ୍ରାୟତ୍ତ କମ୍ପାନି ପେଟ୍ରୋନେଟ୍ ଏଲ୍ଏନ୍ଜି ପକ୍ଷରୁ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ସ୍ଥାପନ କରାଯିବାକୁ ଥିବା ଏଲ୍ଏନ୍ଜି ଟର୍ମିନାଲ୍ ପ୍ରକଳ୍ପକୁ କମ୍ପାନି ବୋର୍ଡ ଅନୁମୋଦନ ପ୍ରଦାନ କରିଛି। କମ୍ପାନି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୋପାଳପୁର ଏଲ୍ଏନ୍ଜି ଟର୍ମିନାଲ୍…
ଶ୍ରମିକଙ୍କ କଲ୍ୟାଣ ପାଇଁ କାମ କରିବାକୁ ପରାମର୍ଶ
ଶ୍ରମିକଙ୍କର କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ପାଇଁ କାରଖାନାଗୁଡ଼ିକର ଶ୍ରମ କଲ୍ୟାଣ ଅଧିକାରୀମାନଙ୍କର ଗତ ୨୫ ତାରିଖରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶ୍ରମ ସଂସ୍ଥାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାର ମୁଖ୍ୟ ଅତିଥି କାରଖାନା ଏବଂ…
ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି
ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ବାଦଶ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ ପାଇଁ ୮୬୯.୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବୈଠକରୁ ଜଣାପଡ଼ିଛି…
ନୀଲ ଅମ୍ବାନୀଙ୍କ ୫୦ କମ୍ପାନିରେ ଚଢ଼ଉ କରିଛି ଇଡ଼ି
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ୫୦ କମ୍ପାନିରେ ଚଢ଼ଉ କରାଯାଇଛି। ଏହି କମ୍ପାନିଗୁଡ଼ିକର ଦିଲ୍ଲୀ ଓ ମୁମ୍ବାଇରେ ଥିବା ୩୫ଟି ଠିକଣାରେ ଚଢ଼ଉ ହୋଇଥିଲା। ୨୫ରୁ ଅଧିକ ଲୋକଙ୍କୁ ପଚରାଉଚୁରା କରାଯାଇଥିଲା। ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ଏତଲା ଏବଂ…
ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ
ଭାରତ ଓ ବ୍ରିଟେନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ। ଲଣ୍ଡନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସାକ୍ଷାତ ସମୟରେ ଗୁରୁବାର ଏହି ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଚୁକ୍ତି ସ୍ୱାକ୍ଷରିତ ହେବା ପରେ, ଦୁଇ ଦେଶ ମଧ୍ୟରେ…
ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି କରିବେ ନିଲାମ
ରାଜ୍ୟ ସରକାର ଖୁବ୍ଶୀଘ୍ର ୨୨ଟି ଖଣି ନିଲାମ କରିବେ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାର ଅମଳରେ ଦୀର୍ଘଦିନ ପର୍ଯ୍ୟନ୍ତ ଖଣି ଲିଜ୍ ଦିଆଯାଇନଥିଲା। ଆମ ସରକାର ଗଠନ ହେବାର ଏକ ବର୍ଷ ଭିତରେ ୮ଟି ଖଣି ନିଲାମ କରାଯାଇଛି। ଖୁବ୍ଶୀଘ୍ର ଆଉ…
ରାଜ୍ୟରେ ଉଦଘାଟିତ ହେବ ରେ ଛଅଟି ନୂଆ ବୟନ ପାର୍କ
ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି। ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ବୟନ କ୍ଷେତ୍ରର କମ୍ପାନିଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇପାରିବେ। ଚଳିତ ମାସ ୨୫ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା…
ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି
ପ୍ରତିବର୍ଷ ଦେଶରେ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି। କ୍ଷେତ କିମ୍ବା ବାଡ଼ିରେ ଉତ୍ପାଦନ ହେଉଥିବା ଏହି ଫଳ ଓ ପନିପରିବାଗୁଡ଼ିକ ଲୋକଙ୍କ ଭୋଜନ ହେବା ପୂର୍ବରୁ ନଷ୍ଟ ହୋଇଯାଉଛି। ତାହାର ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ବୋଲି ନାବ୍କନ୍ସ ପକ୍ଷରୁ କରାଯାଇଥିବା…