Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
Browsing Category
Business
All business-related news will news will upload
ସମୁଦ୍ର ମଝିରେ ଜଳିଲା କାର
ମେଟ୍ରୋ ଟିଭି ଓଡିଶା (୧୮.୨.୨୦୨୨) :
ଗତକାଲି ‘ଫୋକ୍ସ୍ ୱାଗେନ୍ ଗ୍ରୁପ୍’ର ହଜାର ହଜାର କାର୍ ବୋହି ନେଇଯାଉଥିବା ପାନାମାର ପ୍ରକାଣ୍ଡ ମାଲ୍ବାହୀ ଜାହାଜ ‘ଦି ଫେଲିସିଟି ଏସ୍’ରେ ‘ଆଟ୍ଲାଣ୍ଟିକ୍ ସାଗର ମଧ୍ୟସ୍ତ ଆଜୋରିଜ୍ ଦ୍ଵୀପପୁଞ୍ଜ ନିକଟରେ ନିଆଁ ଲାଗିଯାଇଛି। ଉକ୍ତ!-->!-->!-->…
ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର
ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :
କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର । ହୋଲି ପରେ ଅର୍ଥାତ୍ ମାର୍ଚ୍ଚ ମାସର ବେତନରେ କର୍ମଚାରୀମାନେ ଦରମା ବର୍ଦ୍ଧିତ ଆକାରରେ ପାଇବାର ସୂଚନା ମିଳିଛି । କର୍ମଚାରୀ ଏବଂ ପେନସନଭୋଗୀଙ୍କ ଡିଏ ବୃଦ୍ଧି ବିଷୟରେ ଖୁବ ଶୀଘ୍ର କେନ୍ଦ୍ର!-->!-->!-->…
ଗୋଟେ କ୍ଲିକ୍ କରି ପାଆନ୍ତୁ ୧ଲକ୍ଷ ଟଙ୍କା
ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) :
ଯଦି ଆପଣଙ୍କୁ ଏକ ଲକ୍ଷ ଟଙ୍କାର ଋଣ ଦରକାର ଅଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ ଗୁଗଲ୍ ପେ’ ଜରିଆରେ ଏବେ ଆପଣ ସହଜରେ ୧ଲକ୍ଷ ଟଙ୍କାର ଋଣ ପାଇପାରିବେ। ଯଦି ଆପଣ ଗୁଗୁଲ୍ ପେ’ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଭଲ ଟଙ୍କା!-->!-->!-->…