Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Business
All business-related news will news will upload
ମେଟ୍ରୋକୁ ଟପିଲେ ଛୋଟ ସହର
ଭୁବନେଶ୍ବର ସମେତ କୋଏମ୍ବାଟୁର, ଭାଇଜାଗ, ଚଣ୍ଡିଗଡ଼, ଇନ୍ଦୋର ଓ ବିଜୟୱାଡ଼ା ଭଳି ଅଣ ମେଟ୍ରୋ ସହରଗୁଡ଼ିକରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ସହରଗୁଡ଼ିକରେ ହ୍ବାଇଟ୍-କଲାର (ଅଧିକାରୀ ସ୍ତରୀୟ) ନିଯୁକ୍ତି ଅଧିକ ସୃଷ୍ଟି ହୋଇଛି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ମୁଖ୍ୟତଃ…
IMF ଦେଲା ଚେତାବନୀ
ସାରା ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଅର୍ଥ ବ୍ୟବସ୍ଥା ଭାବେ ଉଭା ହୋଇଛି । ତେବେ ଗୋଟିଏ ପଟେ ଦେଶର ଅର୍ଥନୀତି ଆଗକୁ ବଢ଼ୁ୍ଥିବା ବେଳେ ଅନ୍ୟପଟେ ଦେଶର ଋଣ ଭାର ମଧ୍ୟ ବଢ଼ିବାରେ ଲାଗିଛି । ଦେଶର ମୋଟ କରଜ ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ବୃଦ୍ଧି ପାଇଁ ୨.୪୭…
ଫୋନ୍ କଲ୍ ଉପରେ ଲାଗିବ ଜୋରିମାନା
ଚଳିତ ବର୍ଷ ଲୋକସଭାରେ ଉପସ୍ଥାପିତ ହୋଇଥିବା ଟେଲିକମ ବିଲ ଯଦି ଆଇନରେ ପ୍ରଣୟନ ହୁଏ ତେବେ ଏହାର ସବୁଠାରୁ ବେଶି ଫାଇଦା ଗ୍ରାହକଙ୍କୁ ହେବ । ଟେଲିକମ ବିଲ ୨୦୨୩ରେ ୨ଟି ପ୍ରମୁଖ ବ୍ୟବସ୍ଥା କରାଯାଇଛି । ଅଦରକାରି କଲ ସମସ୍ୟାର ସମାଧାନ ପାଇଁ ଗ୍ରାହକମାନଙ୍କ ପାଇଁ ଡିସପ୍ୟୁଟ ରିଜଲ୍ୟୁଶନର…
ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ
ନୂଆଦିଲ୍ଲୀ : ଲୋକସଭାରେ 2023 ଟେଲିକମ୍ ବିଲ୍ ଆଗତ ହୋଇଛି। ଏଥିରେ ଦର୍ଶାଯାଇଛି ଯେ ଜନ ନିରାପତ୍ତା କିମ୍ବା ଜନସାଧାରଣ ଜରୁରୀକାଳୀନ ପରିସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲିକମ୍ ନେଟୱାର୍କର ଅସ୍ଥାୟୀ ଅଧିକାର ନେଇପାରିବେ। ପ୍ରସ୍ତାବିତ ଆଇନ୍ ଇଣ୍ଡିଆନ୍ ଟେଲିଗ୍ରାଫ୍ ଆକ୍ଟ ୧୮୮୫,…
ତୋଷାଳୀ ମେଳା : ପସରା ମେଲାଇଛନ୍ତି ୫୫୦ କାରିଗର
ଭୁବନେଶ୍ବର:ଆରମ୍ଭ ହୋଇଛି ୧୬ ତମ ତୋଷାଳୀ ମେଳା । ଜନତା ମଇଦାନରେ ବିକ୍ରିବଟା ସାଙ୍ଗକୁ ନାଚଗୀତର ଆସର । ଘର କରଣାଠାରୁ ଆରମ୍ଭ କରି ଲୁଗାପଟା, ଟେରାକୋଟା, କାଠ କାମ, ହସ୍ତତନ୍ତ, ପିଲାଙ୍କ ଖେଳନାର ସମ୍ଭାର ଗୋଟିଏ ସ୍ଥାନରେ ଦେଖିବାକୁ ମିଳିଛି । ମେଳାରେ ସମସ୍ତ ପ୍ରକାର ଜିନିଷ ଉପଲବ୍ଧ…
ଗୌତମ ଆଦାନୀ କିଣିଲେ ନ୍ୟୁଜ ଏଜେନ୍ସି ଆଇଏଏନଏସର ସର୍ବାଧିକ ଅଂଶଧନ
ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନୀଙ୍କ ମାଲିକାନାରେ ଥିବା ଆଦାନୀ ମିଡିଆ ନେଟଓ୍ଵାର୍କ ଲିମିଟେଡ୍ (ଏଏମଏନଏଲ୍) ନ୍ୟୁଜ୍ ଏଜେନ୍ସି ଆଇଏଏନ୍ଏସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସର୍ବାଧିକ ଅଂଶଧନ ଅଧିଗ୍ରହଣ କରିଛି। ମିଳିଥିବା ସୂଚନା ମୁତାବକ, ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ)…
ପୂର୍ବତଟ ରେଳପଥ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର ଗ୍ରହଣ କଲା
ପୂର୍ବତଟ ରେଳପଥକୁ ଅନ୍ୟ ଜୋନାଲ ରେଳବାଇ ସହିତ ମିଳିତ ଭାବରେ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗ କ୍ଷେତ୍ରରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ପ୍ରଦାନ କରାଯାଇଅଛି | ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସହିତ ରେଳପଥର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଭି ଆର ଲେନିନ୍ ବାଣିଜ୍ୟ…
ଲୋନ୍ ମହଙ୍ଗା କଲା SBI
ଲୋନ୍ ଯେପରିକି ଅଟୋ କିମ୍ବା ଘର ଲୋନ୍ ନେଇଥିବା ବ୍ୟକ୍ତିଙ୍କ ପାଇଁ ଅଧିକ ମହଙ୍ଗା ହେବ । ଦେଶର ଅଗ୍ରଣୀ ବ୍ୟାଙ୍କର ଲୋନ୍ ହାର (ଏମସିଏଲଆର) ର ମାର୍ଜିନାଲ ମୂଲ୍ୟରେ ବୃଦ୍ଧି ବର୍ତ୍ତମାନ ୮ ପ୍ରତିଶତରୁ ୮.୮୫ ପ୍ରତିଶତ ମଧ୍ୟରେ ରହିଛି । ଡିସେମ୍ବର ୧୫ ରୁ ନୂଆ ହାର ଲାଗୁ ହୋଇଛି ।ଅନ୍ୟ…
ସେନ୍ସେକ୍ସ ୯୩୦ ପଏଣ୍ଟ୍ ବୃଦ୍ଧି
ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ସୁଧ ବୃଦ୍ଧି ଉପରେ ବ୍ରେକ୍ ଲଗାଇବା ପରେ ଭାରତର ଷ୍ଟକ୍ ବଜାର ନିବେଶକମାନଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଆଶଙ୍କା ଭିତରୁ ବାହାରି ସେମାନେ ଆଜି ମନଖୋଲି ସେୟାର କିଣିବାରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍ର ସେନ୍ସେକ୍ସ ୯୩୦ ପଏଣ୍ଟ୍…
ଦେଶରେ ୫୮୧ ଆପ୍ ନିଷିଦ୍ଧ
ନୂଆଦିଲ୍ଲୀ: ଦେଶରେ ୫୮୧ ଆପ୍କୁ ନିଷିଦ୍ଧ କରାଯାଇଛି। ଆଇନ ବେଟିଂ ଓ ଜୁଆ ଆପ୍ଗୁଡ଼ିକ ମନି ଲଣ୍ଡରିଂର ମାଧ୍ୟମ ପାଲଟିଥିବା ବିଷୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୂଚନା ଦେବା ପରେ ୨୨ଟି ବେଟିଂ ଆପ୍ ଓ ୱେବ୍ସାଇଟ୍କୁ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ୧୩୮ଟି ବେଆଇନ…