Browsing Category

Business

All business-related news will news will upload

ଓପିଜିସିର ୩୪୫୨ କୋଟି ଟଙ୍କା କ୍ଷତି

ଝାରସୁଗୁଡା ଜିଲ୍ଲାର ବନହରିପାଲିରେ ଥିବା ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ୩୪୫୨ କୋଟି ଟଙ୍କା କ୍ଷତି ସହିଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ତ୍ରୁଟି ପାଇଁ ୨୦୨୦ ଏପ୍ରିଲ୍‌ରୁ ୨୦୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ୬୬ ମାସରେ  ୯୮୬୪ ନିୟୁତ ୟୁନିଟ୍‌ ଉତ୍ପାଦନ କ୍ଷତି ହୋଇଛି।…

୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି ଆମାଜନ

ଇ-କମର୍ସ କମ୍ପାନି ଆମାଜନ ବିଶ୍ବରେ ୧୪ ହଜାର କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି। ଖର୍ଚ୍ଚ ହ୍ରାସ ଏବଂ କୋଭିଡ-୧୯ ମହାମାରୀ ସମୟରେ ହୋଇଥିବା ଅତ୍ୟଧିକ ନିଯୁକ୍ତିର ଉପଯୁକ୍ତ ପରିଚାଳନା ପାଇଁ କମ୍ପାନି ଏହି ଛଟେଇ କରିବ। ଆମାଜନରେ ମୋଟ ପ୍ରାୟ ୧୫ ଲକ୍ଷ କର୍ମଚାରୀ ବିଶ୍ବରେ କାମ…

୮ମ ବେତନ କମିଶନକୁ ଅନୁମୋଦନ

୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ ମଧ୍ୟରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିବେ, ଯାହା…

ରାତାରାତି ବଢିଗଲା ଆଳୁ-ପିଆଜ ଦର

ଆପଣଙ୍କ ଆଡ଼େ ଆଳୁ କେତେ? ଏହି ପ୍ରଶ୍ନ ଏବେ ସମସ୍ତେ ପଚାରୁଛନ୍ତି । ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ । କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ…

ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ, ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬…

ନୂଆ ଗଣମାଧ୍ୟମ ପ୍ଲାଟଫର୍ମ ଦ୍ବାରା ପାରମ୍ପରିକ ଗଣମାଧ୍ୟମ ପ୍ରଭାବିତ ହୋଇଛନ୍ତି। ଏହି ପ୍ରଭାବରୁ କିଭଳି ପାରମ୍ପରିକ ଗଣମାଧ୍ୟମଗୁଡ଼ିକୁ ସୁରକ୍ଷା ଦିଆଯିବ ତାହା ଉପରେ ସରକାର ବିଚାର କରୁଛନ୍ତି। ଏହାର ଅଂଶ ସ୍ବରୂପ ଛାପା ଗଣମାଧ୍ୟମର ବିଜ୍ଞାପନ ଦରରେ ସରକାର ୨୬ ପ୍ରତିଶତ ବଢ଼ାଇବା ନେଇ ଯୋଜନା…

ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ, କିଲୋ ୬୦୦ ଟଙ୍କା

ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଆଫ୍‌ଗାନିସ୍ତାନ ସହିତ ପାକିସ୍ତାନର ସଂଘର୍ଷ ଫଳରେ ଏହି ଦେଶଦ୍ବୟର ସୀମାରେ ଦୁଇଟି ପ୍ରମୁଖ ଫାଟକ ଯଥା ଟୋର୍କହାମ ଏବଂ ଚମନ ବନ୍ଦ ରହିଛି। ଏଥିଯୋଗୁ ପାକିସ୍ତାନକୁ ଟମାଟୋ ଆମଦାନି ବାଧାପ୍ରାପ୍ତ ହୋଇଛି। ଏହାର ପ୍ରଭାବ ଦର ଉପରେ ପଡ଼ିଛି।…

ଖୁବ ଶିଘ୍ରୀ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା

ଆଜିକାଲି ଯୁଗରେ କ୍ୟାବ୍‌ ଉପରେ ପ୍ରାୟ ଅଧିକାଂଶ ଲୋକ ନିର୍ଭରଶୀଳ। ତାହାର ଭର୍‌ପୂର୍‌ ଫାଇଦା ଉଠାଉଛନ୍ତି କ୍ୟାବ ଚାଳକ। ପ୍ରତିଦିନ ଓଲା-ଉବର ଟ୍ୟାକ୍ସି ସେବାକୁ ନେଇ ବିଭିନ୍ନ ଅଭିଯୋଗ ଆସୁଛି। ଅପରିଷ୍କାର କାର, ମନମୁଖୀ ଭଡ଼ା ଏବଂ ଯାତ୍ରା ବାତିଲକରଣ ଆଦି ଅନେକ ସମସ୍ୟାର ସାମ୍ନା କରୁଛନ୍ତି…

ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନିର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ। ଶିଳ୍ପ ଓ…

ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି

ବେଲଗାମ ହୋଇପଡ଼ିଥିବା ରୁପା ମୂଲ୍ୟ ଦ୍ରୁତ ଗତିରେ କମ୍ ହେବାରେ ଲାଗିଛି। ଗତ ୬ ଦିନରେ ରୁପା ମୂଲ୍ୟ ୨୫ ହଜାର ଟଙ୍କା କମ୍ ହୋଇଛି। ସେଥିରୁ ଦୁଇଦିନ ଥିଲା ଛୁଟି। ଅର୍ଥାତ ମାତ୍ର ଚାରିଟି କାରବାର ଦିନରେ ରୁପାରେ ଏଭଳି ହ୍ରାସ ଘଟିଛି। ଭୁବନେଶ୍ବରରେ ରୁପା କେଜି ମଙ୍ଗଳବାର ୮୦୦୦ ଟଙ୍କା ହ୍ରାସ…

ଧନତେରସରେ ବିକ୍ରି ହେଲା ପ୍ରାୟ ଅଢ଼େଇ କୁଇଣ୍ଟାଲ ସୁନା ବିକ୍ରି

ଧନତେରସରେ ବୋହିନେଲେ ସୁନା ଓ ରୂପାର ଅଳଙ୍କାର। ଧନତେରସରେ ରାଜ୍ୟର ଗ୍ରାହକମାନେ ପ୍ରାୟ ୨୫୦ କୋଟି ଟଙ୍କା ମୂଲ୍ୟର ସୁନା, ରୁପା ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ କିଣିଛନ୍ତି । ବର୍ତ୍ତମାନର ସୁନା ମୂଲ୍ୟକୁ ହିସାବକୁ ନେଲେ ଗତକାଲି ଗୋଟିଏ ଦିନରେ ରାଜ୍ୟରେ ପ୍ରାୟ…