Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Astrology/Vastu
Study of the movements of the planets, sun, moon, and stars in the belief that these movements can have an influence on people’s lives
ଜାଣନ୍ତୁ ଆଜି ଦିନଟି କେମିତି କଟିବ ?
ମେଷ : ବାହାର ଦୁନିଆରେ ଯେତେ ସମ୍ମାନ ଓ ପ୍ରଶଂସା ପାଇଲେ ମଧ୍ୟ ନିଜ ଲୋକଙ୍କ ଅସହିଷ୍ଣୁ ମନୋଭାବରୁ ଦୁଃଖତ୍ତ ରହିବେ। ବନ୍ଧୁଙ୍କ ସହାୟତାରେ ଅର୍ଥ ପାଇବା ସହ କାମ ଅଟକିବ ନାହିଁ। ଅକୁହା କଥାକୁ ସହକର୍ମୀଙ୍କ ଆଗରେ ବଖାଣି ବସି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। କୃତ୍ତିକା ନକ୍ଷତ୍ର ସକାଶେ…
ଆଜିର ରାଶିଫଳ
ମେଷ : ଆଜି କର୍ମାଧିପ ଏକାଦଶସ୍ଥ ଯୋଗୁ ଶିଳ୍ପ, ନୂତନ ପ୍ରକଳ୍ପ କାର୍ଯ୍ୟ, ପରିବହନ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ। କ୍ରୀଡ଼ା, ଚଳଚ୍ଚିତ୍ର, ସଙ୍ଗୀତ ତଥା ପ୍ରତିଯୋଗିତା ପ୍ରଭୃତିରେ ସଫଳତା ହାସଲ କରିବେ, ନୀଚ୍ଚାରୋହୀ ମଙ୍ଗଳ ହେତୁ ସ୍ବାସ୍ଥ୍ୟ ସମସ୍ୟାରେ କୌଣସି ପରିବର୍ତ୍ତନ ହେବନାହିଁ।…
ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ
ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ । ଶୁକ୍ରଙ୍କ ଚଳନ ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଏହାସହ ଶୁକ୍ରଙ୍କ କୃପାରୁ ଜୀବନରେ ଉନ୍ନତି ଓ ଧନ ସମ୍ପତ୍ତି ବୃଦ୍ଧି…
ଆଜିର ରାଶିଫଳ
ମେଷ: ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିପାରିବେ। ପଇସା ଦିଆ ନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ବୃଷ: କାମ କରିବା ସମୟରେ ଧ୍ୟାନ ଏକତ୍ର କରନ୍ତୁ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ନୂଆ ଘର…
ଆଜିର ରାଶିଫଳ
ମେଷ: ଜୀବନସାଥୀର ଭାବନାକୁ ବୁଝିବେ। ବଡ଼ ଲୋକଙ୍କ ସହିତ ସାକ୍ଷାତ ଯୋଗ ଅଛି। ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନ ଉନ୍ନତିରେ ଖୁସି ପାଇବେ।
ବୃଷ: ଆପଣଙ୍କ ଠାରୁ ବଡ଼ ଓ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ…
ଆକାଶରେ ଦେଖିବାକୁ ମିଳିବ ୬ଟି ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ
ଆକାଶରେ ମଙ୍ଗଳବାରଠାରୁ ଦେଖିବାକୁ ମିଳିବ ୬ଟି ଗ୍ରହଙ୍କ ବିରଳ ମହାଜାଗତିକ ଦୃଶ୍ୟ। ସୌରଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପ୍ଚୁନ୍ ଓ ୟୁରେନ୍ସ ୩୧ ତାରିଖ ପର୍ଯ୍ୟନ୍ତ ଏକ ସରଳ ରେଖାରେ ଦୃଶ୍ୟମାନ ହେବେ। ମଙ୍ଗଳ, ଶୁକ୍ର, ବୃହସ୍ପତି ଓ ଶନିକୁ ଲୋକେ ଖାଲିଆଖିରେ ଦେଖିପାରିବେ।…
ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ପରିଣାମ ମିଳିବ
ଅଦ୍ୟ ଜାନୁଆରୀ ମାସ ୨୦ ତାରିଖ ୨୦୨୫ ମସିହା (ସୋମବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ଷଷ୍ଠୀ ଦିବା ଘ୦୯/୫୪ ଗତେ ସପ୍ତମୀ
ନକ୍ଷତ୍ର- ହସ୍ତା ରାତ୍ରି ଘ୦୯/୦୭ ଗତେ ଚିତ୍ରା
ଚନ୍ଦ୍ର -କନ୍ୟା
ଯୋଗ- ଶୁକର୍ମା
କରଣ -…
କଣ ରହିଛି ଆଜିର ରାଶିଫଳ ?
ମେଷ : ଚନ୍ଦ୍ର ଧନାଧିପତି ନକ୍ଷତ୍ରରେ ଅବସ୍ଥାନ କରି ଆପଣଙ୍କୁ ଅର୍ଥ, ସୁଖ, ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରିବେ। ବୋଝ ଭଳି ରହିଥିବା ସମସ୍ୟା ଆଜି ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ରବି ପାପଗ୍ରହ କେତୁଙ୍କ ସହ କର୍ମସ୍ଥ ପାରିବାରିକ ମତାନ୍ତରଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା,…
ଜାଣନ୍ତୁ ଆଜ୍ୟ କେଉଁ ରାଶିର ବ୍ୟକ୍ତି ଲାଭବାନ ହେବେ ?
ମେଷ : ଆଜି ଚନ୍ଦ୍ର ମଙ୍ଗଳ ଯୋଗଜନିତ ଆନୁଷଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ। ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଯାଇଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗିରହିବ। ବକେୟା ଋଣ ପରିଶୋଧ ଓ ବନ୍ଧୁଙ୍କ ଶତ୍ରୁତାରୁ ମନ ଭାରାକ୍ରାନ୍ତ ରହିବ। ଜମିଜମା, ଜଳ କିମ୍ବା…
ଆଜିର ରାଶିଫଳ
ମନକଥା ମନରେ ରଖନ୍ତୁ। ଅଫିସରେ ବାତାବରଣ ଟିକେ ଅଲଗା ହେବ। ଭାବିଚିନ୍ତି ବଡ଼ ନିଷ୍ପତ୍ତି ନିଅନ୍ତୁ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ବୃଷ: ପାରିବାରିକ କାମ କରିବା ଲାଗି ଘର ଲୋକଙ୍କ ସହଯୋଗ ପାଇବେ। ଜମି କିଣିବା ଲୋକଙ୍କୁ ଲାଭ…