Trending
- ସେନ୍ସେକ୍ସ ୯୮୨ ପଏଣ୍ଟ୍ ହ୍ରାସ ପାଇ ୭୬,୬୮୧.୨୯ ପଏଣ୍ଟ୍ରେ ବନ୍ଦ ହୋଇଛି
- ମେ ମାସ ଶେଷ ସପ୍ତାହ ସୁଦ୍ଧା ଉପକୂଳ ଛୁଇଁବ ମୌସୁମୀ
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
Browsing Category
Astrology/Vastu
Study of the movements of the planets, sun, moon, and stars in the belief that these movements can have an influence on people’s lives
ଆଜିର ରାଶିଫଳ
ମେଷ: ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶରେ ବେପାରରେ ଆପଣଙ୍କୁ ଲାଭ ହେବ। ପିଲାଙ୍କ ସହିତ ବାହାରକୁ ବୁଲି ଯିବେ। ଆପଣ କୌଣସି ପସନ୍ଦର କାମ କରିବେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ।
ବୃଷ: ଏଣେ ତେଣେ କଥା ଉପରେ ଧ୍ୟାନ ଦେଲେ ଆପଣଙ୍କର ସମୟ ନଷ୍ଟ ହେବ। ସଙ୍ଗୀତଜୀବୀଙ୍କ ଲାଗି ଭଲ…
ଶ୍ରାବଣ ମାସରେ କ’ଣ ରହିଛି ମହତ୍ୱ !
ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ୱ ରହିଛି । ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଏବଂ ସୋମବାର ପ୍ରିୟ ବାର । ଏହି ମାସରେ ପବିତ୍ର ମନରେ ଭୋଳାନାଥଙ୍କ ପୂଜାର୍ଚ୍ଚନା ଓ ବ୍ରତ କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ଅନେକ ଶିବ ଭକ୍ତ…
ଗୃହର ଅଗ୍ନିକୋଣରେ କେଉଁ ରଙ୍ଗ ଦେଲେ ମିଳିଥାଏ ଶୁଭଫଳ?
ଗୃହର ଅଗ୍ନିକୋଣ ୧୩୫ ଡିଗ୍ରୀ ଦକ୍ଷିଣ-ପୂର୍ବକୁ ବୁଝାଇଥାଏ। ଏହି ଅଗ୍ନିକୋଣ ହେଉଛି ଗୃହର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଗୃହର ଅଗ୍ନିକୋଣରେ ଦ୍ୱାର ରହିଲେ ବ୍ୟବସାୟରେ ଆସିଥାଏ ସମସ୍ୟା।
ଅଗ୍ନିକୋଣର ରଙ୍ଗ କଳା, ନୀଳ ବା ସବୁଜ ହେଲେ ଗୃହରେ ଆର୍ଥିକ ସଂକଟ ଦେଖାଦେଇଥାଏ। ସିଡ଼ି ଥିଲେ ମାନସିକ…
ଆଜିର ରାଶିଫଳ
ମେଷ: ପୂର୍ବ କଥା ମନେ ପଡ଼ିବା ହେତୁ ମନ ପ୍ରସନ୍ନ ହୋଇଯିବ। ବ୍ୟବସାୟରେ ବଡ଼ ଡ଼ିଲ୍ କରିପାରନ୍ତି। ଆପଣଙ୍କର ନିଃସ୍ବାର୍ଥ ସମାଜ ସେବା ପାଇଁ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।
ବୃଷ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ସ୍ଥଗିତ କାମରେ କେହି ସାହାଯ୍ୟ କରିବେ।…
ସକାଳୁ ଏହି ସବୁ ଜିନିଷ ଯାହାକୁ ଦେଖିଲେ ମାଡ଼ି ଆସିବ ବିପଦ
ସକାଳୁ ଆଖି ଖୋଲିଲେ ଆପଣ ଏପରି କିଛି ଜିନିଷ ଦେଖନ୍ତୁ ନାହିଁ ଯାହାକି ଆପଣଙ୍କ ପାଇଁ ବିପଦକୁ ଡାକି ଆଣିବ । ଏହାଦ୍ୱାରା ଆପଣଙ୍କ ଦିନ ଖରାପ ହେବା ସହ ଏହା ଆପଣଙ୍କୁ ତଳିତଳାନ୍ତ କରିଦେବାର ପୂର୍ବ ସୂଚନା ବୋଲି ଧରି ନିଅନ୍ତୁ। ଜାଣି ରଖନ୍ତୁ କ’ଣ ଏହି ସବୁ ଜିନିଷ ଯାହାକୁ ଦେଖିଲେ ମାଡ଼ି ଆସିବ…
ଘରେ ଗଙ୍ଗାଜଳ ରଖୁଥିଲେ
ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ପବିତ୍ର ବୋଲି ଧରାଯାଏ। ଲୋକମାନେ ଏହି ଜଳକୁ ଗଙ୍ଗାନଦୀରୁ ଆଣିଥାନ୍ତି। ସାରା ବିଶ୍ୱରେ ରହୁଥିବା ହିନ୍ଦୁମାନଙ୍କ ପାଇଁ ଏହି ଜଳ ଅତ୍ୟନ୍ତ ଆଧ୍ୟାତ୍ମିକ, ବିଶୁଦ୍ଧ, ସମ୍ମାନସ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ। ଗଙ୍ଗାଜଳରେ ବିଶୁଦ୍ଧିକରଣ କ୍ଷମତା ରହିଥିବା କେତେକ ଅଧ୍ୟୟନରୁ…
ଆଜିର ରାଶିଫଳ
ମେଷ: ପାରିବାରିକ ସୁଖ ବୃଦ୍ଧି ହେବ। ପଡ଼ୋଶୀ ଆପଣଙ୍କ ସହିତ ଲାଗି ରହିଥିବା ମନାନ୍ତର ପାସୋରି ବନ୍ଧୁତାର ହାଇ ବଢ଼ାଇବେ। ବେପାରରେ ଆର୍ଥିକ ଲାଭ ହେବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।
ବୃଷ: ଆପଣଙ୍କ ସହିତ ସବୁ ଭଲ ହେବ। ଧନଲାଭର ଯୋଗ ରହିଛି। ଜୀବନସାଥୀ ସହିତ କୌଣସି କଥାକୁ…
ବୁଧବାର ଜପ କରନ୍ତୁ ଏହି ମନ୍ତ୍ର , ଦୂର ହେବ ସବୁ ଗ୍ରହଦୋଷ
ଭଗବାନ ଗଣେଷଙ୍କୁ ବିଘ୍ନକର୍ତ୍ତା କୁହାଯାଏ। ସବୁ ଦେବାଦେବୀଙ୍କଠାରୁ ପ୍ରାରମ୍ଭରେ ଗଜାନନଙ୍କୁ ପୂଜା କରାଯାଏ। ଯେ କୌଣସି ବି ଶୁଭ କାର୍ଯ୍ୟରେ ଗଣେଷଙ୍କୁ ପ୍ରଥମେ ପୂଜା କରାଯିବାର ବିଧି ରହିଛି। ବୁଧବାର ଦିନକୁ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ଲାଗି ସବୁଠୁ ଶୁଭ ଦିନ ବୋଲି ଗଣନା କରାଯାଏ।…
ଆଜିର ରାଶିଫଳ
ମେଷ: ଆୟ ବୃଦ୍ଧିର ନୂଆ ମାର୍ଗ ଖୋଲିବ। ଅଫିସରେ ସହକର୍ମୀଙ୍କ ଉପରେ ରାଗନ୍ତୁ ନାହିଁ। ବିବାହିତା ଘରର ଆବଶ୍ୟକତା ଉପରେ ଧ୍ୟାନ ଦିଅନ୍ତୁ।
ବୃଷ: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ବହୁଦିନ ପରେ ଅନ୍ତରଙ୍ଗ ବନ୍ଧୁ ସହିତ ଫୋନରେ କଥା ହେବେ। କଳାକାରଙ୍କୁ ସଫଳତା ମିଳିପାରେ। …
ଋଣ କରିଛନ୍ତି କି?
ଅସୁବିଧାରେ ପଡିଲେ, ମଣିଷ ଋଣ କରିବାକୁ ବାଧ୍ୟ ହୋଇଥାଏ। କିନ୍ତୁ ଏହାକୁ ଠିକ୍ ସମୟରେ ସୁଝିଦେଲେ ମନକୁ ଶାନ୍ତି ମିଳିଥାଏ ନଚେତ୍ ଏହା ବୋଝ ଭଳି ଲାଗିଥାଏ। ହେଲେ ଏମିତି ବି କିଛି ବାସ୍ତୁଟିପ୍ସ ରହିଛି, ଯାହାକୁ ମାନିଲେ କରଜରୁ ଶୀଘ୍ର ମୁକ୍ତି ପାଇବାର ବାଟ ଖୋଲିଯାଇଥାଏ ବୋଲି ବିଶ୍ୱାସ…