Browsing Tag

#metro tv

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ମିଳିବ କ୍ରେଡିଟ୍ କାର୍ଡ,ଜାଣନ୍ତୁ ଏହି ଯୋଜନା ବିଷୟରେ

ପିଏମ୍ ସ୍ୱନିଧି କ୍ରେଡିଟ୍ କାର୍ଡ: କେନ୍ଦ୍ର ସରକାରଙ୍କର ଅନେକ ଯୋଜନା ରହିଛି ଯେଉଁଥିରେ ହିତାଧିକାରୀଙ୍କ ପାଇଁ ଋଣ କିମ୍ବା କ୍ରେଡିଟ୍ କାର୍ଡ ଜରିଆରେ ଟଙ୍କା ବ୍ୟବସ୍ଥା କରାଯାଏ । ଏହିପରି ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା । ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କୁ କେବଳ ଋଣ…

ବଲିଉଡର ଲୋକପ୍ରିୟ ଅଭିନେତା ଶରତ ସକ୍ସେନାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ,ନିଜର MRI ଫଟୋ ସୋସିଆଲ ମିଡିଆରେ କଲେ ସେୟାର

ବଲିଉଡର ଲୋକପ୍ରିୟ ଅଭିନେତା ଶରତ ସକ୍ସେନାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ । ଅଭିନେତା ସର୍ଜରୀ ପୂର୍ବରୁ ହସ୍ପିଟାଲରୁ ନିଜର MRI ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଶରତ ସକ୍ସେନା ସୋସିଆଲ ମିଡିଆରେ ୪ଟି ଫଟୋ ପୋଷ୍ଟ କରିଛନ୍ତି । ଏହି ଫଟୋଗୁଡ଼ିକ ମୁମ୍ବାଇର ବମ୍ବେ ହସ୍ପିଟାଲର MRI…

ମହିଳା ଜୁନିଅର ଏସିଆ କପ୍‌ : ପାକିସ୍ତାନକୁ ଏକତରଫା ଭାବେ ୧୯-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କଲେ…

ମହିଳା ଜୁନିଅର ଏସିଆ କପ୍‌ରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ। ପାକିସ୍ତାନକୁ ଏକତରଫା ଭାବେ ୧୯-୦ ଗୋଲରେ ପରାସ୍ତ କରି ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ମ୍ୟାଚ୍‌ରେ ଭାରତ ମୋଟ ୧୮ଟି ପେନାଲ୍ଟି କର୍ଣ୍ଣର ଓ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ହାସଲ…

ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ…

ମା’ କୋଳକୁ ଫେରିଲେ ନିଖୋଜ ଶିଶୁ ।  ଦୀର୍ଘ ଦିନ ପରେ ଘରକୁ ଫେରିଲେ ୧୦୧ ନିଖୋଜ ଶିଶୁ ।  ଏଥିପାଇଁ ସାତ ଦିନ ଧରି ଚାଲିଥିଲା ସ୍ବତନ୍ତ୍ର ଅପରେସନ। ମହିଳା ଓ ଶିଶୁ ଅପରାଧା ଶାଖା ପକ୍ଷରୁ ଜାରି ରହିଥିଲା ଅପରେସନ। ବିଭିନ୍ନ ରେଞ୍ଜରେ ଦୁଇଟି ଲେଖାଏଁ ଟିମ୍ ଗଠନ କରି ନିଖୋଜ ଶିଶୁଙ୍କୁ ଠାବ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ସାରା ରାଜ୍ୟରେ ପାଳିତ ହେବ ‘ସେବା ସଂକଳ୍ପ ଅଭିଯାନ’ ,ମାସେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ମାସ ଧରି ସାରା ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ହେବ। ଏହି କାର୍ଯ୍ୟକ୍ରମ…

ମାଲବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ,୨୦ ମୃତ ୫ ଆହତ

ଚୀନର ଉତ୍ତର-ପୂର୍ବ ଉପକୂଳସ୍ଥ 'କିଂଡାଓ' (Qingdao) ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫ ଜଣ ନିଖୋଜ ଅଛନ୍ତି। ଅଗ୍ନିକାଣ୍ଡର ଶିକାର ହୋଇଥିବା ମାଲବାହୀ ଜାହାଜଟିର ନାମ 'ଓସନ୍ ମେଲୋଡି' (Ocean Melody) । ଏହା ଲାଇବେରିଆର…

ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା

ଦୁବାଇରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ୟୁଏଇର କ୍ୟାବିନେଟ୍ ସଦସ୍ୟ ତଥା ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ କାଉନସିଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଇନଭେଷ୍ଟମେଣ୍ଟସ୍ ର ଅଧ୍ୟକ୍ଷ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ଆଲୋଚନା…

ଘୂର୍ଣ୍ଣିବଳୟ ସକ୍ରିୟ,ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଗୁରୁବାର ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗୁରୁବାର ମୟୂରଭଞ୍ଜରେ ଅତି ଭୀଷଣ ବର୍ଷା ହେବ।…

ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ…

ମାଲକାନଗିରି ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ। ଗାଁରେ ଗାଁରେ ବ୍ୟାପୁଛି ମ୍ୟାଲେରିଆ ଜ୍ବର । ଆକ୍ରାନ୍ତଙ୍କ ସଂକ୍ୟା ବଢୁଥିବାବେଳେ ବଣ୍ଡାଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ବାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଦୁର୍ଗମ ଓ ଅପହଞ୍ଚପ୍ରବଣ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ…

ଆଜି ତ୍ୱରାତ୍ୱରିରେ କୌଣସି ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ

ମେଷ: ଆଜି ତ୍ୱରାତ୍ୱରିରେ କୌଣସି ନିଷ୍ପତ୍ତି ନେବାରୁ ବଞ୍ଚନ୍ତୁ । ବ୍ୟବସାୟରେ ଅବିଚାରିତ ପଦକ୍ଷେପ କ୍ଷତି କରିପାରେ । କାର୍ଯ୍ୟସ୍ଥଳରେ ଉପରିସ୍ଥ ଅଧିକାରୀଙ୍କ ଚାପ ରହିପାରେ, କିନ୍ତୁ ସହକର୍ମୀଙ୍କ ସମର୍ଥନ ଆପଣଙ୍କୁ ସାହସ ଦେବ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ । ବୃଷ: ଆଜି…