Browsing Tag

#odisha

ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌: IBPGଗ୍ରୁପ୍‌ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଓଡ଼ିଶାରେ ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଚାଲିଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍‌ ଆଲୋଚନାରେ ଯୋଗ ଦେଇଛନ୍ତି।ଆଲୋଚନାରେ ଓଡ଼ିଶା ଓ ୟୁଏଇ…

ସବୁ ସ୍କୁଲର ପିଲାଙ୍କଠାରେ ନିଶା ସାମଗ୍ରୀ ଉପଯୋଗ ସମସ୍ୟାର ମୁକାବିଲା ଲାଗି ‘ପ୍ରହରି କ୍ଲବ’ ଗଠନ କରାଯିବା

ନ୍ୟାସନାଲ କମିଶନ ଫର ପ୍ରୋଟେକ୍ସନ ଅଫ ଚାଇଲ୍ଡ ରାଇଟସ୍ (ଏନସିପିସିଆର) ସେହି ପିଲାଙ୍କ ଲାଗି ଖାସ ନିଶାମୁକ୍ତି ସୁବିଧା ପ୍ରସ୍ତାବ ଦେଇଛନ୍ତି ଯେଉଁମାନେ ମାଦକପଦାର୍ଥର ଉପଯୋଗ କରୁଛନ୍ତି। ପିଲାଙ୍କ ବିକାଶ, ସୁରକ୍ଷା ଓ ଗୋପନୀୟତା ସମ୍ପର୍କିତ ଖାସ ଆବଶ୍ୟକତାକୁ ନଜରରେ ରଖି ରାଜ୍ୟ…

ଥାଇଲ୍ୟାଣ୍ଡ ଯାତ୍ରା ସମୟରେ ଆବଶ୍ୟକ ଦସ୍ତାବିଜ,ଆର୍ଥିକ ସାମର୍ଥ୍ୟର ପ୍ରମାଣ ଏବଂ ଭିସା ସମ୍ପର୍କିତ ନିୟମ ପାଳନ କରିବାକୁ…

ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ବ୍ୟାଙ୍କକସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଯାତ୍ରା ସମ୍ପର୍କିତ ପରାମର୍ଶ ଜାରି କରାଯାଇଛି। ଥାଇଲ୍ୟାଣ୍ଡରେ ପ୍ରବେଶ ସମୟରେ ଆବଶ୍ୟକ ଦସ୍ତାବିଜ, ଆର୍ଥିକ ସାମର୍ଥ୍ୟର ପ୍ରମାଣ ଏବଂ ଭିସା ସମ୍ପର୍କିତ ନିୟମ ପାଳନ କରିବାକୁ ଭାରତୀୟ …

ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା

ବ୍ୟବସ୍ଥାରେ ପେଷି ହୋଇ ମିଳୁଥିଲା କଷ୍ଟ । ବାରମ୍ବାର ହେଉଥିଲେ ନିରାଶ। ଶେଷରେ ସମସ୍ତେ ହେଲେ ଏକାଠି। ଆଉ ଖୋଲିଗଲା ସତ। ବର୍ଷାରେ ଓଦା ହୋଇ ସମସ୍ତେ ଏକାଠି ହୋଇ ଠିଆ ହେଲେ ଏବଂ ଏମାନେ କେଉଁ ଯନ୍ତ୍ରଣା ପାଉଛନ୍ତି ତାହା ଜଣାଇଥିଲେ। ଆଉ କିଏ ହାତରେ ଆଶାବାଡି ଧରି ଛିଡା ହୋଇଛି ….। ଉପରୁ…

୧୫ ସେପ୍ଟେମ୍ବରରେ ଲଞ୍ଚ ହେବ Redmi Note 17 Pro

Redmi Note 17 Pro Series ର ଲଞ୍ଚ ତାରିଖ କମ୍ପାନୀ ଅଫିସିଆଲ୍ ଭାବେ ଘୋଷଣା କରିଛି । ରେଡମିର ଏହି ନୂଆ ସିରିଜ୍ ଭାରତରେ ୧୫ ସେପ୍ଟେମ୍ବରରେ ଲଞ୍ଚ ହେବ। ଏହି ସିରିଜ୍‌ରେ ୧୦,୦୦୦mAh ର ବଡ଼ ବ୍ୟାଟେରୀ ଏବଂ IP69K ୱାଟର୍ ଓ ଡଷ୍ଟପ୍ରୁଫ୍ ରେଟିଂ ଭଳି ଫିଚର୍ ମିଳିବ। ଏହା ରେଡମିର ପ୍ରଥମ…

‘ଦୃଶ୍ୟମ୍ ୩’ ଟ୍ରେଲର୍ ରିଲିଜ୍,ପ୍ରତ୍ୟେକ ଦୃଶ୍ୟ ଏକ ପ୍ରଶ୍ନ, ପ୍ରତ୍ୟେକ ରହସ୍ୟର ଏକ ଉତ୍ତର

ଅଜୟ ଦେବଗନଙ୍କ କ୍ରାଇମ୍ ଥ୍ରିଲର୍ ‘ଦୃଶ୍ୟମ୍ ଦ କନ୍କ୍ଲୁଜନ୍’ବା ‘ଦୃଶ୍ୟମ୍ ୩’ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ‘ଦୃଶ୍ୟମ୍ ୩’ ସାଲଗାଓଁକର ପରିବାରର କ୍ରାଇମ୍ ଗାଥାର ଶେଷ ଅଧ୍ୟାୟ ହେବ । ଯାହା ୨୦୧୫ରୁ  ଆରମ୍ଭ ହୋଇଥିଲା । ଫିଲ୍ମର ପ୍ରଥମ ଦୁଇଟି ଭାଗ ଖୁବ୍ ହିଟ୍…

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କଲା ବିସିସିଆଇ

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଭାରତ ଏ ଦଳ ଘୋଷଣା କଲା ବିସିସିଆଇ। ବିସିସିଆଇ ଅଷ୍ଟ୍ରେଲିଆ ଏ ବିପକ୍ଷରେ ଟେଷ୍ଟ ଏବଂ ଏକଦିବସୀୟ ସିରିଜ ପାଇଁ ତାର ଦଳ ଘୋଷଣା କରିଛି। ବହୁ-ଦିବସୀୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ ପାଇଁ ପୃଥକ ଦଳ ଘୋଷଣା କରାଯାଇଛି। ଦେବଦତ୍ତ ପାଡିକ୍କଲ ବହୁ-ଦିବସୀୟ ମ୍ୟାଚର…

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ,ତୀବ୍ରତା ୪.୨

ନେପାଳ ପରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୨ ବୋଲି ଜଣାପଡିଛି । ଭୂକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ମଙ୍ଗଳବାର ରାତି ପ୍ରାୟ ୯ ଟା ୫୩ ମିନିଟ୍ ସମୟରେ ୫.୩ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।…

ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ରେ ହୋଇଥିବା କ୍ୟାବିନେଟ ମିଟିଂରେ ଭାରତୀୟ ରେଳବାଇକୁ ଆଧୁନିକ ଓ ଅଧିକ କ୍ଷମତାଶୀଳ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଦେଶର ୭ଟି ରେଲୱେ ପ୍ରୋଜେକ୍ଟକୁ ଫୋର୍ ଲେନ୍ କରିବା ନେଇ…

୧୧ ରେ ଲଘୁଚାପ,ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା

ପୁଣି ଆସୁଛି ଲଘୁଚାପ, ବଢିବ ବର୍ଷାର ପରିମାଣ । ବଙ୍ଗୋପସାଗରରେ ପୁଣି ପାଣିପାଗରେ ପରିବର୍ତ୍ତନର ସଙ୍କେତ ମିଳିଛି। ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି । ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା…