ଟ୍ବିନସିଟିରେ ଜୋର ବର୍ଷା, ଲଘୁଚାପ ପୂର୍ବରୁ ପ୍ରବଳ ବର୍ଷା
ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା । ଟ୍ବିନସିଟିରେ ଜୋର ବର୍ଷା । ଲଘୁଚାପ ପୂର୍ବରୁ ପ୍ରବଳ ବର୍ଷା । ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲି ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ…