କିଙ୍ଗ୍ ସୁଟିଂ ସେଟରୁ ଜୁନିୟର ବଚ୍ଚନଙ୍କୁ ହାଫ୍-ସେଫ୍ ଲୁକ୍ ଲିକ୍

ରାଜା ଶୀବାଜୀ ଫିଲ୍ମରେ ନଜର ଆସିଥିଲେ ବଲିଉଡ ଅଭିନେତା ଅଭିଷେକ ବଚ୍ଚନ । ଯାହା ବକ୍ସ ଅଫିସରେ ଧମାଲ୍ କରୁଛି । ଏବେ କିନ୍ତୁ ଅଭିଷେକ ଫିଲ୍ମ କିଙ୍ଗ ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ କିଙ୍ଗ୍ ସୁଟିଂ ସେଟରୁ ଅଭିନେତାଙ୍କ ପ୍ରଥମ ଲୁକ୍ ଲିକ୍ ହୋଇଛି । କିଙ୍ଗ୍ ଫିଲ୍ମରେ ଜବରଦସ୍ତ…

୪୦୦୦ କର୍ମଚାରୀଙ୍କୁ ଛ‌ଟେଇ କରିବ ସିସ୍‌କୋ

ଆମେରିକାର ପ୍ରଯୁକ୍ତି କମ୍ପାନୀ ସିସ୍‌କୋ ଏହାର ୪୦୦୦ କର୍ମଚାରୀଙ୍କୁ ଛ‌ଟେଇ କରିବା ନିଷ୍ପତ୍ତି ନେଇଛି। ମେଟା, ଆମାଜନ ଓ ଓରାକଲ୍‌ ପରେ ଏହା ହେଉଛି ଅନ୍ୟତମ ପ୍ରମୁଖ ପ୍ରଯୁକ୍ତି କମ୍ପାନି ଯାହା କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ପ୍ରଭାବରେ କର୍ମଚାରୀ ସଂଖ୍ୟା କମ୍‌ କରିବାକୁ ବାଧ୍ୟ ହୋଇଛି।…

ଡାକ୍ତରଖାନାକୁ ଆସିବା ବେଳେ ସୌମ୍ୟ ନିଶ୍ଚଳ ଥିଲେ ପଲ୍ସ ଓ ବିପି ନନ୍ ରେକର୍ଡେବଲ ଥିଲା,ହାତଗୋଡ଼ ବନ୍ଧା ଅବସ୍ଥାରେ…

ସାରା ଦେଶକୁ ଦୋହଲାଇ ଦେଇଥିବା ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚ ତନାଘନା । ତଦନ୍ତର ଦିନ ଯେତିକି ବଢ଼ୁଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପଟେ ଘଟଣାକୁ ନେଇ ଅନେକ ଖୁଲାସା ମଧ୍ୟ ହେଉଛି । ତେବେ ସୌମ୍ୟ ହତ୍ୟା ଘଟଣାର ନୂଆ ଖୁଲାସା…

ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ

ଓଏସଆରଟିସିର ସମସ୍ତ ଗାଡିଗୁଡିକୁ ଇଭି କରାଯିବ । ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି । ଆଜିଠାରୁ ଇଭି ଗାଡ଼ିରେ ଯିବି, ମିତବ୍ୟୟତା ନିଜ ଠାରୁ ଆରମ୍ଭ କରିବି ବୋଲି ମଧ୍ୟ ପରିବହନ ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଚାର୍ଜିଂ ଷ୍ଟେସନର ଅଭାବ ରହିବ ନାହିଁ । ଇଭି…

ଆଜିର ରାଶିଫଳ

ମେଷ: ଗତକାଲିର କଠିନ ପରିଶ୍ରମ ଆଜି ଫଳପ୍ରଦ ହେବ । ବ୍ୟବସାୟରେ ନୂତନ ସମନ୍ୱୟ ଏବଂ ସହଯୋଗ ପ୍ରତିଷ୍ଠା ହେବ । ବନ୍ଧୁମାନଙ୍କ ସହିତ ସହଭାଗୀତା ଲାଭ ପ୍ରଦାନ କରିବ । ପୂର୍ବ ଯୋଜନାବଦ୍ଧ ଘଟଣାଗୁଡ଼ିକ ସୁରୁଖୁରୁରେ ସମାପ୍ତ ହେବ । ବିପଦକୁ ଏଡାଇବା ବୁଦ୍ଧିମାନର କାର୍ଯ୍ୟ ହେବ । ଲୋକମାନେ ଆପଣଙ୍କ…

ଆସନ୍ତା ୨୦ରେ ବନ୍ଦ ରହିବ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ

ଆସନ୍ତା ୨୦ରେ ଓଡ଼ିଶାରେ ସମସ୍ତ ଔଷଧ ଦୋକାନ ବନ୍ଦ । ବନ୍ଦ ନେଇ ନିଷ୍ପତି ନେଲା ଉତ୍କଳ CHEMIST ଆଣ୍ଡ DRUGIST ଆସୋସିଏସନ୍ ।  ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ଏହି ନିଷ୍ପତ ନେଇଛି ଆସୋସିଏସନ୍ ।  ଡ୍ରଗ୍ ଆଣ୍ଡ୍ କସମେଟିକ ନିୟମ ଅନୁଯାୟୀ ଅନ୍ ଲାଇନରେ ଔଷଧ ବିକ୍ରୟର କୌଣସି ପ୍ରାବଧାନ…

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ ,ଚଳିତବର୍ଷ ରେଜଲ୍ଟ ହାର ୮୫.୨୦%

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ । cbse.gov.in କିମ୍ବା results.cbse.nic.in ଯାଇ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଡିଜି ଲକର୍ ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ପ୍ରକାଶିତ । ଏସବୁ ୱେବସାଇଟରେ ନିଜର ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତବର୍ଷ ରେଜଲ୍ଟ…

ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା,ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ…

ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁଁ ସାରା ବିଶ୍ୱରେ ଇନ୍ଧନ ଅଭାବ ସୃଷ୍ଟି ହୋଇଛି । ଯାହା ଜେଟ୍ ଇନ୍ଧନ ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିଛି । ଏୟାର ଇଣ୍ଡିଆ ଜୁନ୍ ମାସରୁ ତିନି ମାସ ପାଇଁ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣ…

ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ୫ ଦେଶ ୟୁଏଇ, ନେଦରଲ୍ୟାଣ୍ଡ, ସ୍ୱୀଡେନ,ନରୱେ ଏବଂ ଇଟାଲୀ ଗସ୍ତରେ ରହିବେ। ବିଦେଶ ମନ୍ତ୍ରାଳୟ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଏହି ଯାତ୍ରା ବିଶେଷ କରି ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବାର୍ତ୍ତା ପରିପ୍ରେକ୍ଷୀରେ ଭାରତ…

ଲୋକପ୍ରିୟ କନ୍ନଡ ଅଭିନେତା ତଥା ନିର୍ମାତା ଦିଲ୍ଲୀପ ରାଜଙ୍କ ୪୮ ବର୍ଷରେ ପରଲୋକ

ଲୋକପ୍ରିୟ କନ୍ନଡ ଅଭିନେତା ତଥା ନିର୍ମାତା ଦିଲ୍ଲୀପ ରାଜଙ୍କ ପରଲୋକ । ୪୮ ବର୍ଷରେ ତାଙ୍କର ପରଲୋକ ହୋଇଛି । ତାଙ୍କୁ ହାର୍ଟ ଆଟାକ ଆସିବା ପରେ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଏବଂ…